ଦନ୍ତା ଆକ୍ରମଣରେ ମହିଳା ମୃତ

Spread the love

Spread the love ଦେବଗଡ : ଦେବଗଡ ବନଖଣ୍ଡ ରିଆମାଳ ବନାଞ୍ଚଳର କୁଣ୍ଢେଇଗୋଳା ସେକ୍ସନରେ ଥମୁନି ହାତୀ ଉପଦ୍ରବ । ଦନ୍ତାହାତୀ ଆକ୍ରମଣରେ ପୁଣି ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି ।  ମୃତ ମହିଳା କୁଣ୍ଢେଇଗୋଳା ସେକ୍ସନ ଆଉଁଳି କୁଡା ସାହିର କମାର … Read More

ଖୋର୍ଦ୍ଧା ଓ ଦେବଗଡ଼ ଜିଲ୍ଲାରେ ୨୦ରୁ ୨୩ ପର୍ଯ୍ୟନ୍ତ ସ୍କୁଲ୍ ଓ ଅଙ୍ଗନବାଡ଼ି ଛୁଟି

Spread the love

Spread the loveଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲାରେ ୨୦ରୁ ୨୩ ପର୍ଯ୍ୟନ୍ତ ସମସ୍ତ ସ୍କୁଲ୍ ଓ ଅଙ୍ଗନବାଡ଼ି ଛୁଟି । ଅସହ୍ୟ ଖରାକୁ ଦେଖି ଛୁଟି ପାଇଁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ । ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ୍ ବନ୍ଦ ରଖିବାକୁ … Read More

୨ କୋଟି ଟଙ୍କା ପାଇଁ ବ୍ୟବସାୟୀଙ୍କୁ ଅପହରଣ

Spread the love

Spread the loveଭୁବନେଶ୍ବର: ୨ କୋଟି ଟଙ୍କା ପାଇଁ ବ୍ୟବସାୟୀଙ୍କୁ ଅପହରଣ । ଗୋପାଳପୁର ଥାନା ସତ୍ୟନାରାୟଣପୁର ଗାଁରୁ ଆସିଛି ଏପରି ଅଭିଯୋଗ । ଗାଁର ସୁଧୀର ପାତ୍ରଙ୍କୁ ଗତ ଚାରିଦିନ ହେବ ନିଖୋଜ ଅଛନ୍ତି । ଏହା ମଧ୍ୟରେ ଅପହରଣକାରୀ ୨କୋଟି … Read More

ଗାଁରେ ପଶି ଘର ଭାଙ୍ଗିଲା, ଚାଉଳ ବସ୍ତା ଉଠାଇ ନେଲା ଦନ୍ତା

Spread the love

Spread the loveଦେବଗଡ଼: ଗାଁରେ ଦନ୍ତାର ଉପଦ୍ରବ । ଘର ଭାଙ୍ଗିଲା, ଚାଉଳ ବସ୍ତା ଉଠାଇନେଲା । ଦେବଗଡ ବନଖଣ୍ଡ କୁଣ୍ଢେଇଗୋଳା ସେକ୍ସନ ସଙ୍ଗାପସି ଗାଁରେ ଦୀର୍ଘ ସମୟ ଧରି ଦନ୍ତାହାତୀର ଉପଦ୍ରବ । ଘର ଭାଙ୍ଗିବା ସହିତ ଚାଉଳ ବସ୍ତା ଉଠାଇ … Read More

ତହସିଲଦାରଙ୍କୁ ଟ୍ରାକ୍ଟର ଚଢାଇ ହତ୍ୟା ଉଦ୍ୟମ ଘଟଣା: ୭ ଜଣଙ୍କୁ ବାନ୍ଧିଲା ପୁଲିସ

Spread the love

Spread the loveଯାଜପୁର ରୋଡ଼: ତହସିଲଦାରଙ୍କୁ ଟ୍ରାକ୍ଟର ଚଢାଇ ହତ୍ୟା ଉଦ୍ୟମ ଘଟଣାରେ ୭ ଗିରଫ । ୬ ଟ୍ରାକ୍ଟର ସହ ଜେସିବି ମେସିନ ଜବତ । ଯାଜପୁର ଜିଲ୍ଲା ବ୍ୟାସନଗର ତହସିଲଦାର ପ୍ରଶାନ୍ତ କୁମାର ପଣ୍ଡାଙ୍କୁ ହତ୍ୟା ଉଦ୍ୟମ କରାଯାଇଥିଲା । … Read More

ଅପହରଣ ପରେ ସମ୍ପର୍କୀୟ ଭାଇକୁ ହତ୍ୟା

Spread the love

Spread the loveପୋଲସରା: ସମ୍ପର୍କୀୟ ଭାଇ ସାଜିଲା ହତ୍ୟାକାରୀ । ଅପହରଣ ପରେ ଭାଇକୁ ହତ୍ୟା କଲା ଭାଇ । ଗଞ୍ଜାମ ଜିଲ୍ଲା ପୋଲସରା ଥାନା ମାଳ ତେନ୍ତୁଳିଆ ଗାଁରେ ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ରାଜଦୀପ ସାହୁ । ଗତ … Read More

ବ୍ରହ୍ମପୁର ଷ୍ଟେସନରୁ ସଂଖ୍ୟାଲଘୁ ସଂପ୍ରଦାୟର ୩୪ ଛାତ୍ରଙ୍କୁ ଉଦ୍ଧାର କଲା ଆରପିଏଫ

Spread the love

Spread the loveଭୁବନେଶ୍ବର: ବ୍ରହ୍ମପୁର ଷ୍ଟେସନରୁ ୩୪ ଛାତ୍ର ଉଦ୍ଧାର। ହାୱଡ଼ା-ସିକନ୍ଦରାବାଦ ଫାଲକନାମା ଏକ୍ସପ୍ରେସରୁ ୩୪ ଜଣ ସଂଖ୍ୟାଲଘୁ ସଂପ୍ରଦାୟର ଛାତ୍ରଙ୍କୁ ଉଦ୍ଧାର କଲା ଆରପିଏଫ । ୩୪ ଜଣ ଛାତ୍ର ପଶ୍ଚିମବଙ୍ଗ ଓ ବିହାର ଅଞ୍ଚଳର ହୋଇଥିବା ସୂଚନା।  ଛାତ୍ର ମାନେ … Read More

ଦଣ୍ଡ ନାଁରେ ପିଲାଙ୍କ ପ୍ୟାଣ୍ଟରେ ବିଛୁଆତି ପୁରାଇ ଦେଲେ ପ୍ରଧାନଶିକ୍ଷକ, ଫାଟକ ଆଗରେ ଅଭିଭାବକଙ୍କ ଧାରଣା

Spread the love

Spread the loveଯାଜପୁର ରୋଡ: ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ । ପିଲାଙ୍କ ପ୍ୟାଣ୍ଟରେ ବିଛୁଆତି ପୁରାଇଦେଲେ ପ୍ରଧାନ ଶିକ୍ଷକ । ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ କାଳିଆପାଣି ସାରୁଆବିଲ ସ୍କୁଲରୁ ଆସିଛି ସାଂଘାତିକ ଅଭିଯୋଗ। ପୂର୍ବରୁ ପ୍ରଧାନ ଶିକ୍ଷକଙ୍କ ନାଁରେ ବିଭିନ୍ନ … Read More

ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ଗରମ ସହ ହିଟ୍ ୱେଭ ୱାର୍ଣ୍ଣିଂ

Spread the love

Spread the loveଭୁବନେଶ୍ବର: ରାଜ୍ୟରେ କଲବଲ କରୁଛି ତାତି । ଆଗାମୀ ସପ୍ତାହରେ ଆହୁରି ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢିବା ସମ୍ଭାବନା ରହିଛି ।  ଆସନ୍ତା ପାଞ୍ଚ ଦିନ ଯାଏ ତାତିରୁ ନାହିଁ ତ୍ରାହି । ୫ ଦିନ ଯାଏଁ ରାଜ୍ୟରେ … Read More

ହର୍ମୁଜ ପାର୍ ଉଦ୍ୟମ ବେଳେ ଭାରତୀୟ ଜାହାଜ ଉପରକୁ ଗୁଳିମାଡ଼

Spread the love

Spread the love ନୂଆଦିଲ୍ଲୀ : ହୋଇପାରୁନି ବୁଝାମଣା। ହର୍ମୁଜ ପ୍ରଣାଳୀରେ ଗୁଳିର ଶଦ୍ଦ। ୨ଟି ଜାହାଜ ହର୍ମୁଜ ପାରି ଉଦ୍ୟମ ବେଳେ ଗୁଳି ଶଦ୍ଦ ଶୁଣିବାକୁ ମିଳିଛି। କିନ୍ତୁ କେଉଁ ଦେଶର ଜାହାଜ ହର୍ମୁଜ ପାର ହେଉଥିଲା, ତାହା ବର୍ତ୍ତମାନ୍ … Read More