ଜାପାନରେ ଶକ୍ତିଶାଳୀ ଭୂକମ୍ପ, ସୁନାମୀ ଆଲର୍ଟ

Spread the love

Spread the loveଜାପାନ : ଉତ୍ତର ଜାପାନରେ ଶକ୍ତିଶାଳୀ ଭୂକମ୍ପ । ଯାହାର ତୀବ୍ରତା ୭.୪ ଥିବା ରେକର୍ଡ କରାଯାଇଛି । ଭୂକମ୍ପ ପରେ ତଟବର୍ତ୍ତୀ ଅଞ୍ଚଳ ପାଇଁ ତୁରନ୍ତ ସୁନାମି ଚେତାବନୀ ଜାରି କରାଯାଇଛି ।  ୩ ମିଟର ଉଚ୍ଚ ଢେଉ … Read More

ଇରାନ ଜାହାଜ ଉପରକୁ ଆମେରିକାର ଗୁଳିମାଡ଼

Spread the love

Spread the loveଆମେରିକା : ସମୁଦ୍ର ମଝିରେ ହାଇ-ଭୋଲଟେଜ୍ ଡ୍ରାମା! । ଇରାନ ଜାହାଜ ଉପରକୁ ଗୁଳିମାଡ଼! । ଆମେରିକା ନୌସେନା ହାତରେ ଜବତ ହେଲା ଇରାନର ବିଶାଳ ଜାହାଜ। ଏ ନେଇ ‘ଟ୍ରୁଥ୍ ସୋସିଆଲ୍’ ଆକାଉଣ୍ଟରେ ବଡ଼ ଘୋଷଣା କରିଛନ୍ତି ଆମେରିକା … Read More

ଉତ୍ତରପ୍ରଦେଶରେ ୪୫ ଡିଗ୍ରୀ ପାର୍ ହେଲା ତାପମାତ୍ରା, ଜରୁରୀ ନଥିଲେ ଘରୁ ନ ବାହାରିବାକୁ ପରାମର୍ଶ

Spread the love

Spread the loveଲକ୍ଷ୍ନୌ : ସମଗ୍ର ଦେଶରେ ପ୍ରବଳ ଗ୍ରୀଷ୍ମପ୍ରଭାବ ଜାରି ରହିଛି । ଉତ୍ତର ପ୍ରଦେଶରେ ଅଧିକାଂଶ ସ୍ଥାନର ତାପମାତ୍ରା ୪୫ ଡିଗ୍ରୀ ସେଲସିୟସ ପାର କରିଛି । ପାଣିପାଗ ବିଜ୍ଞାନ ବିଭାଗ ରାଜ୍ୟର ଅନେକ ଅଞ୍ଚଳ ପାଇଁ ରବିବାର ଲୁ … Read More

କେନ୍ଦ୍ରାପଡାରେ ସକାଳ ସାଢ଼େ ୬ରୁ ୯ଟା ପର୍ଯ୍ୟନ୍ତ ଖୋଲିବ ସ୍କୁଲ୍

Spread the love

Spread the loveକେନ୍ଦ୍ରାପଡା: କେନ୍ଦ୍ରାପଡାରେ ଜିଲ୍ଲାରେ ମଙ୍ଗଳବାର ଠାରୁ ସକାଳ ୬.୩୦ ରୁ୯ଟା ପର୍ଯ୍ୟନ୍ତ ଖୋଲା ହେବ ସ୍କୁଲ୍ । ପ୍ରବଳ ଖରାକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି । ଶିଶୁବାଟିକାଠାରୁ ଦ୍ବାଦଶ ଶ୍ରେଣୀ ପାଇଁ ନିର୍ଦେଶ । … Read More

କଟକରେ ୩ ଦିନ ସ୍କୁଲ ଛୁଟି, ଜାରି ରହିବ ପୂର୍ବ ନିର୍ଦ୍ଧାରିତ ପରୀକ୍ଷା

Spread the love

Spread the loveକଟକ: କଟକରେ ୩ ଦିନ ସ୍କୁଲ ଛୁଟି । ପ୍ରବଳ ଖରାକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି । ୨୧, ୨୨ ଓ ୨୩ ତାରିଖ ଜିଲ୍ଲାର ସବୁ ସ୍କୁଲ ଛୁଟି । ଶିଶୁବାଟିକାଠାରୁ ଦ୍ବାଦଶ … Read More

ନୌସେନା ପ୍ରଶିକ୍ଷଣ କେନ୍ଦ୍ର ଚିଲିକାରୁ ଅଗ୍ନିବୀର ପ୍ରଶିକ୍ଷାର୍ଥୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Spread the love

Spread the love ବାଣପୁର: ଭାରତୀୟ ନୌସେନା ପ୍ରଶିକ୍ଷଣ କେନ୍ଦ୍ର ଚିଲିକାରୁ ଜଣେ ଅଗ୍ନିବୀର ପ୍ରଶିକ୍ଷାର୍ଥୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଉଛି। ଏନେଇ ପରିବାର ପକ୍ଷରୁ ଗତକାଲି ବାଲୁଗାଁ ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ବାଲୁଗାଁ ପୁଲିସ। ମୃତ … Read More

ଦୁଇ ଶ୍ରମିକ ଗୋଷ୍ଠୀ ଭିତରେ ଗଣ୍ଡଗୋଳ: ଜଣେ ମୃତ, ୫ ଆହତ

Spread the love

Spread the loveକୋରାପୁଟ: କୋରାପୁଟରେ ଦେଖିବାକୁ ମିଳିଥିଲା ଅଘଟଣ । ଦୁଇ ଶ୍ରମିକ ଗୋଷ୍ଠୀ ଭିତରେ ଗଣ୍ଡଗୋଳ। ୫ ଜଣ ଆହତ, ଜଣେ ମୃତ । କୋରାପୁଟ ସଦର ଥାନା ଆଧିନସ୍ଥ ଜରଟି ନିକଟସ୍ଥ ରେଳବାଇ ଦୋହରିକରଣ କ୍ୟାମ୍ପରେ ଦୁଇ ଶ୍ରମିକ ଗୋଷ୍ଠୀ … Read More

ଅକ୍ଷୟ ତୃତୀୟରେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ହେଲା ଅନୁକୂଳ

Spread the love

Spread the loveପୁରୀ: ପବିତ୍ର ଅକ୍ଷୟ ତୃତୀୟରେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ ହେଲା । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ତିନିଟି ୧୨ ଫୁଟିଆ ଧଉରା କାଠକୁ ବାରିକେଡ ଘେରାଇ ରଖାଯାଇଥିଲା । ଶ୍ରୀମନ୍ଦିର ପୁରୋହିତ, ରାଜଗୁରୁ ଓ ଶୋତ୍ରୀୟ … Read More

ପ୍ରବଳ ଖରାକୁ ନଜରରେ ରଖି ଗଞ୍ଜାମରେ ୩ ଦିନ ସ୍କୁଲ ଛୁଟି

Spread the love

Spread the loveଭୁବନେଶ୍ବର: ଗଞ୍ଜାମରେ ୩ ଦିନ ସ୍କୁଲ ଛୁଟି । ପ୍ରବଳ ଖରାକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି । ୨୧, ୨୨ ଓ ୨୩ ତାରିଖ ଜିଲ୍ଲାର ସବୁ ସ୍କୁଲ ଛୁଟି । ଶିଶୁବାଟିକାଠାରୁ ଦ୍ବାଦଶ ଶ୍ରେଣୀ … Read More

ମାରଣାସ୍ତ୍ର ଧରି କୋର୍ଟରେ ଯୁବକଙ୍କ ଆତଙ୍କରାଜ, କାବୁ କଲେ ଆଇନଜୀବୀ

Spread the love

Spread the loveବ୍ରହ୍ମପୁର: ବ୍ରହ୍ମପୁର କୋର୍ଟରେ ଜଣେ ଯୁବକଙ୍କ ଆତଙ୍କରାଜ । ମାରଣାସ୍ତ୍ର ଧରି ଗୋଡାଉଥିବା ବେଳେ କାବୁ କରିଲେ ଆଇନଜୀବୀ । ଆଇନଜୀବୀ ମାନେ ଯୁକକକୁ କାବୁ କରିବା ପରେ ପୋଲିସ ହସ୍ତାନ୍ତର କଲେ । ବୈଦ୍ୟନାଥପୁର ଥାନାରେ ଯୁବକକୁ ଅଟକ … Read More