Elephant 1

ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ହାତୀପଲ, ଶହଶହ ହେକ୍ଟର ଧାନ ଗଛ କଲେ ନଷ୍ଟ

Spread the love

ଅନୁଗୁଳ: ଜଙ୍ଗଲ ଛାଡ଼ି ଗାଁ ମୁହାଁ ହାତୀପଲ । ଅନୁଗୁଳରେ ହାତୀପଲଙ୍କ ଉତ୍ପାତ । ହାତୀପଲଙ୍କୁ ଦେଖି ଭୟଭୀତ ଲୋକେ । ଅନୁଗୁଳ ଜିଲ୍ଲା ନୂଆ ସାହି, କାଙ୍ଗୁଲା ଓ ଗୋପୀନାଥପୁର ଅଞ୍ଚଳରେ ହାତୀପଲ ବ୍ୟାପକ ଫସଲ ନଷ୍ଟ କରିଛନ୍ତି । ଶହଶହ ହେକ୍ଟର ଧାନ ଗଛ ଦଳିଚକଟି କରି ଧାନ ଫସଲ କ୍ଷୟକ୍ଷତି କରିଛନ୍ତି। ଖାଦ୍ୟ ଅନ୍ବେଷଣରେ ଜଙ୍ଗଲ ଛାଡ଼ି ଗାଁ ମୁହାଁ ହୋଇଛନ୍ତି ହାତୀପଲ।

ଗତକାଲି ରାତି ୧୦ଟା ସମୟରେ ପ୍ରାୟ ୪୦ରୁ ଅଧିକ ହାତୀ ପଲ ନାଲକୋ ସ୍ମେଲ୍ଟର ପ୍ଲାଣ୍ଟ ସୀମା ଅଞ୍ଚଳ ଗୋପୀନାଥପୁର ଓ କାଙ୍ଗୁଲା ଅଞ୍ଚଳକୁ ପ୍ରବେଶ କରି ବ୍ୟାପକ ଫସଲ ନଷ୍ଟ କରିଛନ୍ତି। ପରେ ହାତୀପଲ ଏକାଠି ଜଳକ୍ରୀଡା କରିଛନ୍ତି ।

Leave a Reply

Your email address will not be published. Required fields are marked *