State ୩୮ ଲକ୍ଷ ଟଙ୍କାର ହେରୋଇନ୍ ଜବତ, ଅଭିଯୁକ୍ତକୁ କାବୁ କଲା ପୁଲିସ kartabya September 7, 2025 Spread the love କଟକ : ୩୮ ଲକ୍ଷ୍ ୫୦ ହଜାର ଟଙ୍କାର ହେରୋଇନ୍ ଜବତ୍ । ଜାତୀୟ ରାଜପଥ ୧୬, ମଙ୍ଗୁଳି ଛକ ନିକଟରେ ଧରିଲା ରାଜ୍ୟ ଅବକାରୀ ଫ୍ଲାଇଙ୍ଗ ସ୍ୱାଡ । ୩୮୫ ଗ୍ରାମ ହେରୋଇନ୍ ଜବତ୍ । ନିଶା ଦ୍ରବ୍ୟ ସହ ଅଭିଯୁକ୍ତ ଜଗନ୍ନାଥ ଜେନା ଗିରଫ । ଅଭିଯୁକ୍ତର ଘର ନାଲକୋ ଥାନା ଅନ୍ତର୍ଗତ ନାଲକୋ ନଗର ଅଞ୍ଚଳରେ ।