୧୧ ବର୍ଷ ତଳର ପୂର୍ବ ଶତ୍ରୁତାରୁ ପଥରରେ ଛେଚି ବୃଦ୍ଧଙ୍କୁ ହତ୍ୟା
ଘଷିପୁରା: କେନ୍ଦୁଝର ଘଷିପୁରାରେ ବୀଭତ୍ସ ହତ୍ୟାକାଣ୍ଡ। ପଥରରେ ଛେଚି ବୃଦ୍ଧଙ୍କୁ ହତ୍ୟା ଅଭିଯୋଗ। ୧୧ ବର୍ଷ ତଳର ପୂର୍ବ ଶତ୍ରୁତାରୁ ବୀଭତ୍ସ ହତ୍ୟାକାଣ୍ଡ। କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅନ୍ତର୍ଗତ ପାତନା ହାଟପିଣ୍ଡି ଛକଠାରେ ୧୧ ବର୍ଷ ତଳର ପୂର୍ବ ଶତ୍ରୁତାକୁ … Read More
