୧୧ ବର୍ଷ ତଳର ପୂର୍ବ ଶତ୍ରୁତାରୁ ପଥରରେ ଛେଚି ବୃଦ୍ଧଙ୍କୁ ହତ୍ୟା
ଘଷିପୁରା: କେନ୍ଦୁଝର ଘଷିପୁରାରେ ବୀଭତ୍ସ ହତ୍ୟାକାଣ୍ଡ। ପଥରରେ ଛେଚି ବୃଦ୍ଧଙ୍କୁ ହତ୍ୟା ଅଭିଯୋଗ। ୧୧ ବର୍ଷ ତଳର ପୂର୍ବ ଶତ୍ରୁତାରୁ ବୀଭତ୍ସ ହତ୍ୟାକାଣ୍ଡ। କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅନ୍ତର୍ଗତ ପାତନା ହାଟପିଣ୍ଡି ଛକଠାରେ ୧୧ ବର୍ଷ ତଳର ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ବୃଦ୍ଧଙ୍କୁ ପଥରରେ ଛେଚି ବୀଭତ୍ସ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସୋମବାର ସକାଳେ ଏହି ଅଭାବନୀୟ ଘଟଣା ଘଟିଛି।
