ଏବେ ଆଇନଗତ ହେବ ଗଭୀର ସମୁଦ୍ରରୁ ମାଛ ଧରିବା, LOA ର ଶୁଭାରମ୍ଭ କଲେ ଉପରାଷ୍ଟ୍ରପତି
ଭୁବନେଶ୍ବର : ଭାରତର ମତ୍ସ୍ୟ ସମ୍ପଦ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଦିନ । ଭୁବନେଶ୍ବରରେ ‘ଲେଟର ଅଫ୍ ଅଥରାଇଜେସନ’ର ଶୁଭାରମ୍ଭ କଲେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ । ଏହା ବଳରେ ଏବେ ଗଭୀର ସମୁଦ୍ରରେ ମାଛ ଧରିବା ଆଇନଗତ ହେବ । ଓଡ଼ିଶାର ୫ … Read More
