ଧର୍ମ ପରିବର୍ତ୍ତନ କରିବାରୁ ବୃଦ୍ଧଙ୍କୁ କବର ପାଇଁ ମିଳିଲାନି ଶ୍ମଶାନ

ରାୟଗଡା: ଧର୍ମ ପରିବର୍ତ୍ତନ ପାଇଁ ମିଳିଲାନି ଶ୍ମଶାନ । ଧର୍ମ ପରିବର୍ତ୍ତନ କରିଥିବାରୁ ଜଣେ ଆଦିବାସୀ ବୃଦ୍ଧଙ୍କୁ ଶ୍ମଶାନ ମିଳୁନଥିବା ଭଳି ଅଭାବନିୟ ଚିତ୍ର ସାମ୍ନାକୁ ଆସିଛି । ଏଭଳି ଚିତ୍ର ଦେଖିବାକୁ ମିଳିଛି ରାୟଗଡା ବ୍ଲକ ସ୍ଥିତ ଗାଜିଗାଁ ଗ୍ରାମରେ । … Read More

ଯୁବକଙ୍କୁ ହତ୍ୟା କରି ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ

ଝାରସୁଗୁଡ଼ା : ଯୁବକଙ୍କୁ ହତ୍ୟା କରି ଫିଙ୍ଗିଦେଲେ । ଝାରସୁଗୁଡ଼ା ବେଲପାହାଡ଼ ଥାନା ଅନ୍ତର୍ଗତ ମୁଚବାହାଲରେ ବୀଭତ୍ସ ଭାବେ ହତ୍ୟା କରାଯାଇଛି । ଯୁବକଙ୍କୁ ହତ୍ୟା କରି ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ । ମୃତ ଯୁବକ ଝାରଖଣ୍ଡର ସୃଜନ କୁମାର । ଘଟଣା … Read More

ପ୍ରବଳ ବର୍ଷାରେ ଜଳବନ୍ଦୀ ସ୍ଥିତି, ପାଣି ନିଷ୍କାସନ ନହେବାରୁ ରାସ୍ତାରେ କୃତ୍ରିମ ବନ୍ୟା

ବଲାଙ୍ଗିର: ପ୍ରବଳ ବର୍ଷାରେ ଜଳବନ୍ଦୀ ପରିସ୍ଥିତି । ସହରର ବିଭିନ୍ନ ସ୍ଥାନରେ ପାଣି ନିଷ୍କାସନ ନହେବାରୁ ରାସ୍ତାରେ କୃତ୍ରିମବନ୍ୟା ଭଳି ପରିସ୍ଥିତି ଉପୁଜିଥିଲା । ଏପରିକି ମାଆ ସମଲେଶ୍ୱରୀ ମନ୍ଦିର ପରିସରରେ ପାଣି ଜମି ରହିଥିଲା । ସହର ମଧ୍ୟରେ କେଉଁଠି ଡ୍ରେନ୍ … Read More

ଧାରଣାରେ ଡାକ୍ତର, ବ୍ୟବଚ୍ଛେଦ ହୋଇନପାରି ପଡ଼ିରହିଲା ନାବାଳକର ମୃତଦେହ

ଯୋଡ଼ା : ଧାରଣାରେ ଡାକ୍ତର, ହୋଇପାରୁନି ପୋଷ୍ଟମର୍ଟମ । ୨୪ ଘଣ୍ଟାରୁ ଅଧିକ ସମୟ ହେବ ଯୋଡ଼ା ହସ୍ପିଟାଲ୍ ରେ ପଡ଼ିରହିଛି ନାବାଳକର ମୃତଦେହ । ସୁନ୍ଦରଗଡ଼ କୋଇଡା ଥାନା ମାଲଦା ସଂରକ୍ଷିତ ଜଙ୍ଗଲରେ ମାଙ୍ଗାନିଜ୍ ଉତ୍ତୋଳନ ବେଳେ ଦୁର୍ଘଟଣା ଘଟିଥିଲା । … Read More

SIR ପରିଚାଳନା ପାଇଁ ‘ଭୋଟର ତାଲିକା ପର୍ଯ୍ୟବେକ୍ଷକ’ ଭାବେ ୧୦ ବରିଷ୍ଠ IAS ଅଧିକାରୀ ନିଯୁକ୍ତ

ଭୁବନେଶ୍ୱର: ଓଡ଼ିଶାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାକୁ ସୂଚାରୁରୂପେ ପରିଚାଳନା କରିବା ପାଇଁ ଭାରତୀୟ ନିର୍ବାଚନ କମିଶନଙ୍କ ଦ୍ୱାରା ଓଡ଼ିଶାର ୧୦ ଜଣ ବରିଷ୍ଠ ଆଇଏଏସ (IAS) ଅଧିକାରୀଙ୍କୁ ‘ଭୋଟର ତାଲିକା ପର୍ଯ୍ୟବେକ୍ଷକ’ (Electoral Roll Observer) ଭାବେ … Read More

ହେଲିକପ୍ଟରରେ ବୁଲା ଖର୍ଚ୍ଚ ମାମଲାରେ ନବୀନ-ପାଣ୍ଡିଆନଙ୍କୁ କୋର୍ଟଙ୍କ ନୋଟିସ୍

ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ କାର୍ତ୍ତିକ ପାଣ୍ଡିଆନଙ୍କ ଅଡୁଆ ପୁଣି ବଢ଼ିଛି। ହେଲିକପ୍ଟରରେ ବୁଲା ଖର୍ଚ୍ଚ ମାମଲାରେ ଖୋର୍ଦ୍ଧା ଜିଲ୍ଲା ଦୌରା ଜଜ୍‌ଙ୍କ ପକ୍ଷରୁ ଉଭୟଙ୍କୁ ନୋଟିସ୍‌ ଜାରି ହୋଇଛି। ୧୫ ତାରିଖ ସୁଦ୍ଧା … Read More

ଖୋଲିଲା SCERT ଏବଂ ଓସେପା ୱେବସାଇଟ୍, ଅପଲୋଡ ହେଲା ସଂଶୋଧିତ ପୁସ୍ତକ

ଭୁବନେଶ୍ଵର: ପ୍ରଥମରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଇଁ ଚଳିତ ଶିକ୍ଷା ବର୍ଷ ୨୦୨୬-୨୭ରୁ ନୂତନ ଭାବରେ ପ୍ରସ୍ତୁତ ପାଠ୍ୟପୁସ୍ତକଗୁଡ଼ିକରେ ଥିବା ତ୍ରୁଟି ସଂଶୋଧନ କରାଯିବ। ହେଲେ ଏବେ SCERT ଏବଂ ଓସେପା ୱେବସାଇଟ୍ ଖୋଲିଛି। ପ୍ରଥମରୁ ଚତୁର୍ଥ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ … Read More

PUC ସରିଯାଇଥିଲେ ପେଟ୍ରୋଲ ପମ୍ପରେ ଆଉ ମିଳିବନି ତେଲ, କଡ଼ାକଡ଼ି ହେବ ନିୟମ

ଭୁବନେଶ୍ୱର: ଯଦି ଆପଣଙ୍କ ଗାଡ଼ିର ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ସରିଯାଇଛି, ତେବେ ତୁରନ୍ତ ଏହାକୁ ନବୀକରଣ କରନ୍ତୁ। ନଚେତ୍ ଆପଣ କେବଳ ରାସ୍ତାରେ ଜରିମାନା ଦେବେନି, ବରଂ ପେଟ୍ରୋଲ ପମ୍ପରେ ତେଲ ପାଇବାରୁ ମଧ୍ୟ ବଞ୍ଚିତ ହୋଇପାରନ୍ତି। ରାଜ୍ୟରେ ଏବଂ ସାରା … Read More

ନକଲି ଆଇନ ଉଦାହରଣ ଦେଲେ ଓକିଲାତି ରଦ୍ଦ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କୋର୍ଟରେ ଚଳିବନି AI ର ଚାଲାକି! । ନକଲି ଆଇନ ଉଦାହରଣ ଦେଲେ ଓକିଲାତି ।  AI ର “ଭ୍ରମ” କୁ ନେଇ ସୁପ୍ରିମ ଚେତାବନୀ। AI ଦ୍ୱାରା ପ୍ରସ୍ତୁତ ନକଲି ଆଇନ ଉଦାହରଣ ଦେଲେ ଓକିଲଙ୍କ ବିରୋଧରେ ହେବ … Read More

‘ୟୁଜରନେମ୍’ ଫିଚର ଉପରେ ନୋଟିସ୍ ପରେ ଜବାବ ରଖିଲା ମେଟା, ସୁରକ୍ଷାକୁ ଦେଲା ଗୁରୁତ୍ୱ

ନୂଆଦିଲ୍ଲୀ : ଆପତ୍ତି ପରେ ହ୍ୱାଟସଆପ୍ ର ସ୍ପଷ୍ଟୀକରଣ!। ହ୍ୱାଟସଆପ୍ ‘ୟୁଜରନେମ୍’ ଫିଚର ଉପରେ କେନ୍ଦ୍ର ସରକାରଙ୍କ ନୋଟିସ୍ ପରେ ଜବାବ ରଖିଲା ମେଟା। ଫ୍ରଡ୍ ଏବଂ ନକଲି ଆକାଉଣ୍ଟ ରୋକିବାକୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି । ହ୍ୱାଟସଆପ୍ ର ଆଗାମୀ ‘ୟୁଜରନେମ୍’ … Read More