ଚମ୍ପୁଆରେ ଏନକାଉଣ୍ଟର, ପୋଲିସ ଗୁଳିରେ କୁଖ୍ୟାତ ଅପରାଧୀ ମହମ୍ମଦ ନାଫିସ ଗୁରୁତର
କେନ୍ଦୁଝର: ଚମ୍ପୁଆ ପୋଲିସର ଏନକାଉଣ୍ଟର । କୁଖ୍ୟାତ ଅପରାଧୀ ମହମ୍ମଦ ନାଫିସକୁ ଏନକାଉଣ୍ଟର କଲା ପୋଲିସ । ତା ନାଁରେ ୩୦ ଅପରାଧୀକ ମାମଲା ରହିଛି । ଘରେ କେହି ନଥିବା ବେଳେ କବାଟ ଭାଙ୍ଗି ଲୁଟ କରିବାରେ ବେଶ ମାହିର ଥିଲା … Read More
