ବାଜିଲା ୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ବିଗୁଲ୍ , ଜୁଲାଇ ୨୧ରେ ହାଇଲେଭଲ୍ ମିଟିଂ

ଭୁବନେଶ୍ୱର : ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବିଗୁଲ୍। ୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବିଗୁଲ୍! । ଜୁଲାଇ ୨୧ରେ ହେବ ହାଇଲେଭଲ୍ ମିଟିଂ। ପ୍ରସ୍ତୁତ ହେବ ଭୋଟର ତାଲିକା!। ଓଡ଼ିଶାରେ ୨୦୨୭ରେ ହେବାକୁ ଥିବା ପଞ୍ଚାୟତ ଏବଂ … Read More

ଚାକିରି କରାଇ ଦେବା ଆଳରେ ୪ ଲକ୍ଷ ଟଙ୍କା ଠକେଇ ଅଭିଯୋଗ

ସୁନ୍ଦରଗଡ: ଚାକିରି କରାଇ ଦେବାକୁ କହି ୪ ଲକ୍ଷ ଟଙ୍କା ଠକେଇ ଅଭିଯୋଗ । ସୁନ୍ଦରଗଡ ଜିଲ୍ଲା ବଣାଇ ଥାନାରେ ଏନେଇ ଲିଖିତ ଅଭିଯୋଗ ହୋଇଛି । ସଦର ମହାନ୍ତିପଡ଼ାର ଉମା ନାୟକ ଓ ତାଙ୍କ ସ୍ୱାମୀ ଲିଙ୍ଗରାଜ ନାୟକଙ୍କ ଅଭିଯୋଗ ଅନୁଯାୟୀ, … Read More

ଆସନ୍ତାକାଲି ମୁଣ୍ଡଳୀରେ ପହଞ୍ଚିବ ବନ୍ୟାଜଳ, ମହାନଦୀକୁ ଓହ୍ଲାଇବା ମନା

କଟକ : ଆସନ୍ତାକାଲି ମୁଣ୍ଡଳୀରେ ପହଞ୍ଚିବ ବନ୍ୟାଜଳ । ହୀରାକୁଦ ଗେଟ୍ ଖୋଲିବା ପରେ ସକାଳରୁ ମଧ୍ୟାହ୍ନ ସମୟ ଭିତରେ ବନ୍ୟା ଜଳ ପହଞ୍ଚିବ । ଆଜି ସକାଳ ୧୦ଟା ସୁଦ୍ଧା ମୁଣ୍ଡଳୀରେ ୨ଲକ୍ଷ ୩୨ହଜାର ୩୮୪ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି … Read More

ପେଟ୍ରୋଲ ଢାଳି ମହିଳାଙ୍କ ଆତ୍ମାହୁତି ଉଦ୍ୟମ ! ଅବସ୍ଥା ଗୁରୁତର

ବ୍ରହ୍ମପୁର: ବ୍ରହ୍ମପୁର ସହରରୁ ଆସିଛି ଏକ ଚାଞ୍ଚଲ୍ୟକର ଘଟଣା । ଲୋଚାପଡ଼ା ଅଞ୍ଚଳର ବାସୁଦେବନଗରରେ ଜଣେ ମହିଳା ନିଜ ଦେହରେ ପେଟ୍ରୋଲ ଢାଳି ଜୀବନ ହାରିବା ଉଦ୍ୟମ କରିଥିବା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଏହି ଉଦ୍ୟମର କାରଣ ଅସ୍ପଷ୍ଟ … Read More

ଖୋଲିଲା ହୀରାକୁଦର ୧୦ଟି ଗେଟ୍

ସମ୍ବଲପୁର : ମୋଟ୍ ୧୦ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି। ପ୍ରଥମ ପର୍ଯ୍ୟାୟରେ ୪ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଇଥିଲା। ପରେ ଖୋଲିଲାଆଉ ୬ଟି ଗେଟ୍। ହୀରାକୁଦ ନଦୀବନ୍ଧରେ ଜଳସ୍ତର ଅପ୍ରତ୍ୟାଶିତ ଭାବେ ବୃଦ୍ଧି ପାଉଥିବା ବେଳେ … Read More

ପଥର ବୋଝେଇ ଟ୍ରକ ଉପରକୁ ୫ ରାଉଣ୍ଡ ଗୁଳି ମାଡ

ସୁନ୍ଦରଗଡ଼: ସୁନ୍ଦରଗଡ଼ କୁତ୍ରାରେ ଫୁଟିଲା ଗୁଳି । ଏକ ପଥର ବୋଝେଇ ଟ୍ରକ ଉପରକୁ ୫ ରାଉଣ୍ଡ ଗୁଳି ମାଡ କରି ଦୁର୍ବୃତ୍ତ ଫେରାର । ସୌଭାଗ୍ୟବଶତଃ ଗୁଳିମାଡ଼ରୁ ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସୂଚନା ଅନୁସାରେ ଖତକୁର ବାହାଲରୁ ପଥର … Read More

ଚିଲିକାରେ ଫସିଲା ଲଞ୍ଚ: ୫୦ରୁ ଅଧିକ ଯାତ୍ରୀ ଉଦ୍ଧାର

ଚିଲିକା: ମଝି ଚିଲିକାରେ ଅଟକିଲା ଯାତ୍ରୀବାହୀ ଲଞ୍ଚ । ବାଲୁଗାଁ ଠାରୁ କୃଷ୍ଣପ୍ରସାଦ ଗଡ଼ ଅଭିମୁଖେ ଆସୁଥିବା ଯାତ୍ରୀବାହୀ ଲଞ୍ଚ ଯାନ୍ତ୍ରିକ ତ୍ରୁଟି ଯୋଗୁ ଚିଲିକା ମଧ୍ୟରେ ଅଟକି ରହିଥିବା ଜଣାପଡିଛି । ସୂଚନା ଅନୁସାରେ, ବାଲୁଗାଁରୁ କୃଷ୍ଣପ୍ରସାଦଗଡ ଜେଟି ଅଭିମୁଖେ ଯାଉଥିବା … Read More

୭ ଦିନ ହେଲା ସମୁଦ୍ରରେ ନିଖୋଜ ଟ୍ରଲର, ମିଳୁନି ୧୫ ମତ୍ସ୍ୟଜୀବୀଙ୍କ ପତ୍ତା

ଜଳେଶ୍ୱର : ଇଲିସି ମାଛ ଧରିବାକୁ ଯାଇ ଗଭୀର ସମୂଦ୍ର ରେ ନିଖୋଜ ହେଲେ ୧୫ ଜଣ ମତ୍ସ୍ଯଜିବୀ । ଗତ ଜୁଲାଇ ୨ ତାରିଖରେ ଟ୍ରଲର ନେଇ ଗଭୀର ସମୁଦ୍ରକୁ ମାଛ ଧରିବା ପାଇଁ ବାହାରିଥିଲେ ମତ୍ସ୍ଯଜିବୀ । ମାଆ କାଳୀ … Read More

ବିମାନର ସୁରକ୍ଷିତ ଉଡ଼ାଣ ପାଇଁ ବିଏମସିର ବଡ଼ ପଦକ୍ଷେପ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ବିମାନର ସୁରକ୍ଷିତ ଉଡ଼ାଣ ଓ ଅବତରଣକୁ ଦିଆଯାଇଛି ସର୍ବୋଚ୍ଚ ପ୍ରାଥମିକତା। ବିମାନର ସୁରକ୍ଷିତ ଉଡ଼ାଣ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ନେଇଛି ବଡ଼ ପଦକ୍ଷେପ । ବିମାନ ଚଳାଚଳରେ ବାଧା ସୃଷ୍ଟି କରିପାରୁଥିବା … Read More

ଆସୁଛି ଆଉ ଏକ ଲଘୁଚାପ: ୧୨ ଯାଏଁ ଭିଜିବ ସାରା ରାଜ୍ୟ, ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ। ବିଭିନ୍ନ ସ୍ଥାନରେ ପାଗ ମେଘୁଆ ରହିବା ସହ ସ୍ବଳ୍ପ ଧରଣର ବର୍ଷା ମଧ୍ୟ ହେଉଛି। ଆସନ୍ତା ୧୨ ତାରିଖରେ ରାଜ୍ୟରେ ପୁଣି ବର୍ଷା ବଢ଼ିପାରେ। । ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । … Read More