ମସ୍କ ଜଣେ ଅସୁରକ୍ଷିତ ବ୍ୟକ୍ତି: ସାମ୍ ଅଲ୍ଟମନ
ନୂଆଦିଲ୍ଲୀ: ଓପନ୍ ଏଆଇର ପ୍ରତିଷ୍ଠାତା ସାମ୍ ଅଲ୍ଟମନ ଓ ଟେସ୍ଲାର ସିଇଓ ଏଲନ୍ ମସ୍କଙ୍କ ମଧ୍ୟରେ ବିବାଦ ଥମିବାର ନାଁ ଧରୁନାହିଁ। ସେମାନଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ପାଇବାରେ ଲାଗିଛି। ଅଲ୍ଟମ୍ୟାନ୍ ତାଙ୍କର ସଦ୍ୟତମ ମନ୍ତବ୍ୟରେ ମସ୍କଙ୍କୁ ଅସୁରକ୍ଷିତ ବ୍ୟକ୍ତି ବୋଲି … Read More
