ଆମେରିକାକୁ ନାଲି ଆଖି ଦେଖାଇଲା ପାକିସ୍ତାନ: ଆଫଗାନ ଶରଣାର୍ଥୀଙ୍କୁ ଫେରାଇବାକୁ ଧମକ
ଇସଲାମାବାଦ: ଆମେରିକାରେ ପୁନର୍ବାସ ପାଇଁ ଅପେକ୍ଷା କରିଥିବା ହଜାର ହଜାର ଆଫଗାନ ନାଗରିକଙ୍କ ମାମଲା ଖାରଜ ହେଲେ କିମ୍ବା ସମୟ ମଧ୍ୟରେ ପ୍ରକ୍ରିୟାକରଣ ନ ହେଲେ ସେମାନଙ୍କୁ ଫେରାଇ ଦେବାକୁ ପାକିସ୍ତାନ ଧମକ ଦେଇଛି। ଭଏସ୍ ଅଫ୍ ଆମେରିକା ଅନୁଯାୟୀ ତୁର୍କୀର … Read More
