ମାର୍ଚ୍ଚ ପରେ ସିଦ୍ଦରମୈୟାଙ୍କ ସ୍ଥାନରେ ଶିବକୁମାର ହେବେ ମୁଖ୍ୟମନ୍ତ୍ରୀ !

ବେଙ୍ଗାଲୁରୁ : କର୍ଣ୍ଣାଟକାରେ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ଚୌକର ହେବ ପରିବର୍ତ୍ତନ। ସିଦ୍ଦରମୈୟାଙ୍କ ସ୍ଥାନରେ ଉପ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ମୁଖ୍ୟମନ୍ତ୍ରୀ ଆସନରେ ବସିବେ। ମାର୍ଚ୍ଚ ମାସ ପରେ ଏପରି ଅଦଳ ବଦଳ ହେବ ବୋଲି ଜଣାପଡ଼ିଛି। ଏଥିପାଇଁ ଶିବକୁମାରଙ୍କୁ ବିଧାୟକଙ୍କ ସମର୍ଥନର … Read More

ମହାକାଶରେ ହେବ ଗ୍ରହମାନଙ୍କ ପରେଡ୍‌, ୧୮ରେ ଦୃଶ୍ୟମାନ

ନୂଆଦିଲ୍ଲୀ : ମହାକାଶରେ ଶୁକ୍ର ଓ ଶନିଙ୍କ ମଧ୍ୟରେ ଲାଗିବ ଦୌଡ଼ ପ୍ରତିଯୋଗିତା। ଶୁକ୍ରକୁ ଟପି ଆଗକୁ ବଢିବ ଶନିଗ୍ରହ। ଜାନୁଆରୀ ୧୮ରେ ଶୁକ୍ର ଓ ଶନି ଗ୍ରହର ହେବ ମହାମିଳନ। ପୂର୍ବ ଦିଗବଳୟରେ ମଙ୍ଗଳ ଓ କିଛି ଉପରେ ଥିବ … Read More

ଘୃଣା ସୃଷ୍ଟିକାରୀ ବୟାନ ପାଇଁ ବିଜେପି ନେତାଙ୍କ ନାଁରେ ମାମଲା

ତ୍ରିଭେନ୍ଦ୍ରମ : ଘୃଣା ସୃଷ୍ଟିକାରୀ ବୟାନ ଦେଇଥିବା ଅଭିଯୋଗରେ ଫସିଛନ୍ତି ଜଣେ ବିଜେପି ନେତା। କେରଳ ବିଜେପି ନେତା ପିସି ଜର୍ଜଙ୍କ ନାଁରେ ଏଥିପାଇଁ ରୁଜୁ ହୋଇଛି ମାମଲା। ଜର୍ଜ ଦେଇଥିବା ବୟାନ ଦୁଇ ଧର୍ମର ଲୋକଙ୍କ ମଧ୍ୟରେ ଭେଦଭାବ ସୃଷ୍ଟି … Read More

ଅଯୋଧ୍ୟାରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠାର ବର୍ଷ ପୂର୍ତ୍ତି

ଅଯୋଧ୍ୟା : ଉତ୍ତର ପ୍ରଦେଶର ଅଯୋଧ୍ୟା ଆଜି ଉତ୍ସବ ମୁଖର। କାରଣ ଆଜି ହେଉଛି ଭବ୍ୟ ମନ୍ଦିରରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠାର ବର୍ଷ ପୂର୍ତ୍ତି। ଏହାକୁ ପ୍ରାଣ ପ୍ରତିଷ୍ଠା ଦ୍ୱାଦଶୀ ରୂପେ ପାଳନ କରାଯାଉଥିବା ଶ୍ରୀ ରାମ ଜନ୍ମଭୂମି ତୀର୍ଥ … Read More

ଆସାମ ଖଣିରୁ ମିଳିଲା ଆଉ ୩ ଶ୍ରମିକଙ୍କ ମୃତଦେହ, ଏବେ ବି ୫ ଜଣଙ୍କ ପତ୍ତା ମିଳୁନି

ଗୌହାଟୀ : ଆସାମର କୋଇଲା ଖଣିରୁ ଉଦ୍ଧାର ହେଲା ଆଉ ୩ଜଣ ଶ୍ରମିକଙ୍କ ମୃତଦେହ। ରାଜ୍ୟର ଦିମା ହସାଓ ଜିଲ୍ଲାର ଉମ୍ରାଙ୍ଗସୋରେ ଥିବା ବେଆଇନ କୋଇଲା ଖଣିରେ ପ୍ରାୟ ୩୧୦ ଫୁଟ ଗଭୀରରେ ଖନନ ଚାଲିଥିବା ସମୟରେ ଏହା ଭିତରେ ହଠାତ … Read More

‘ସିଏଜି ରିପୋର୍ଟରୁ ସାମ୍ନାକୁ ଆସିଲା ଆପ୍‌ର ପାପ, ଦିଲ୍ଲୀରେ ହୋଇଛି ୨୦୨୬ କୋଟି ଟଙ୍କାର ରାଜସ୍ବ କ୍ଷତି’: AAPକୁ ବିଜେପିର ଟାର୍ଗେଟ୍

ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ସରଗରମ ରହିଛି ଦିଲ୍ଲୀ ରାଜନୀତି। ଆପ୍ ଓ ବିଜେପି ପରସ୍ପର ଉପରେ ଆରୋପ ପ୍ରତ୍ୟାରୋପ ଜାରି ରଖିଛନ୍ତି। ଏହାରି ମଧ୍ୟରେ ସିଏଜି ରିପୋର୍ଟକୁ ନେଇ ପୁଣି ଜୋର ଧରିଛି ଦିଲ୍ଲୀ ରାଜନୀତି। ବିଜେପି ଆପ୍‌କୁ ଟାର୍ଗେଟ କରି … Read More

ନିଜ ବନ୍ଧୁକରୁ ନିଜକୁ ଗୁଳି କଲେ ବିଧାୟକ

ଲୁଧିଆନା : ନିଜ ବନ୍ଧୁକରୁ ନିଜକୁ ଗୁଳି କଲେ ବିଧାୟକ। ପଶ୍ଚିମ ଲୁଧିଆନାର ଆମ୍‌ ଆଦମୀ ପାର୍ଟି ବିଧାୟକ ବିଧାୟକ ଗୁରୁପ୍ରୀତ ଗୋଗିଙ୍କୁ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା … Read More

ଆସାମରେ ପଶିଲା HMPV, ୧୦ ମାସର ଶିଶୁ ସଂକ୍ରମିତ

ଗୌହାଟୀ : ଚାଇନାରେ ଆତଙ୍କ ଖେଳାଇଥିବା ଏଚଏମପିଭି ଆସାମରେ ପ୍ରବେଶ କରିଛି। ରାଜ୍ୟର ଜଣେ ୧୦ ମାସର ଶିଶୁ ଏହି ଭାଇରସରେ ସଂକ୍ରମଣ ହୋଇଛନ୍ତି। ଆସାମରେ ଏଚଏମପିଭିରରେ କେହି ସଂକ୍ରମିତ ହେବା ଚଳିତ ଋତୁରେ ପ୍ରଥମ ଘଟଣା। ୧୦ ମାସର ଶିଶୁ … Read More

ବିକଶିତ ଭାରତ ନିର୍ମାଣରେ ପ୍ରବାସୀ ଭାରତୀୟଙ୍କ ସହଯୋଗ ଜରୁରୀ: ରାଷ୍ଟ୍ରପତି

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ଦୁଇଦିନିଆ ଓଡ଼ିଶା ଗସ୍ତ ଶେଷ କରିଛନ୍ତି। ଗତକାଲି ଠାରୁ ଆରମ୍ଭ ହୋଇଥିବା ଏହି ଗସ୍ତ ଶେଷ କରିବା ପରେ ସେ ଆଜି ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ନୂଆଦିଲ୍ଲୀ ଫେରି ଯାଇଛନ୍ତି। ଏହା ପୂର୍ବରୁ … Read More

ମୁଁ ଜଣେ ମଣିଷ, ଭଗବାନ ନୁହେଁ: ମୋଦୀ

ପୋଡକାଷ୍ଟରେ ଡେବ୍ୟୁ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜେରୋଧା ସହ ପ୍ରତିଷ୍ଠାତା ନିଖିଲ କମାତଙ୍କ People by WTF seriesରେ ପ୍ରଥମଥର ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେଖିବାକୁ ମିଳିଛି। ୨ ଘଣ୍ଟାରୁ ଅଧିକ ସମୟ ଧରି ମୋଦି ପୋଡକାଷ୍ଟରେ ବସି ଅନେକ … Read More