ଟ୍ରମ୍ପଙ୍କ ଜନ୍ମ ଅଧିକାର ନାଗରିକତା ଆଇନକୁ ନେଇ ଆତଙ୍କିତ ଆମେରିକୀୟ: ସମୟ ପୂର୍ବରୁ ପ୍ରସବ ପାଇଁ ହସ୍ପିଟାଲରେ ଭିଡ଼

ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ଷମତା ଗ୍ରହଣ କରିବା ମାତ୍ରେ ଜନ୍ମ ଅଧିକାର ନାଗରିକତ୍ୱରେ ପରିବର୍ତ୍ତନ ଆଣିବାକୁ ପ୍ରସ୍ତାବ ଦେଇଛନ୍ତି। ଜନ୍ମ ଅଧିକାର ନାଗରିକତ୍ୱରେ ପରିବର୍ତ୍ତନ ଆଣିବାକୁ ସେ ଏକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶରେ ଦସ୍ତଖତ କରିଛନ୍ତି। ଏହା ଅନ୍ତର୍ଗତ, ଆମେରିକାରେ … Read More

ଭାରତ ସୀମାରେ ବଙ୍କର ତିଆରି କଲା ବାଂଲାଦେଶର ବର୍ଡର ଗାର୍ଡ୍ସ

ମାଲଦା: ବାଂଲାଦେଶର ଦୁଃସାହସ ଦିନକୁ ଦିନ ବଢିଚାଲିଛି। ପୂର୍ବରୁ ସୀମାରେ ଭାରତର ବାଡ଼ ନିର୍ମାଣ କାମରେ ପ୍ରତିବନ୍ଧକ ସୃଷ୍ଟି କରିବା ପରେ ବାଂଲାଦେଶର ସୀମା ସୁରକ୍ଷା ବାହିନୀ (ବର୍ଡର ଗାର୍ଡ୍ସ) ଏବେ ସୀମାରେ ବଙ୍କର ନିର୍ମାଣ କାମ ଆରମ୍ଭ କରିଛି । … Read More

ପ୍ରଚାର ପାଇଁ କେଜ୍ରିୱାଲ ପଞ୍ଜାବରୁ ଲୋକଙ୍କୁ ଡାକୁଛନ୍ତି: ମନୋଜ ତିୱାରୀ

ନୂଆଦିଲ୍ଲୀ: ଦେଶର ‘ମଧ୍ୟବିତ୍ତ ବର୍ଗ’ ସମ୍ପର୍କରେ ଆପ ମୁଖ୍ୟ ଅରବିନ୍ଦ କେଜରିୱାଲ ଦେଇଥିବା ବୟାନ ଉପରେ ବିଜେପି ସାଂସଦ ମନୋଜ ତିୱାରୀ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ଅରବିନ୍ଦ କେଜ୍ରିୱାଲଙ୍କ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପୂର୍ବ ପ୍ରତିଶ୍ରୁତିରୁ ଲୋକଙ୍କ … Read More

କୁମ୍ଭମେଳାରେ ଡବଲ ଡେକର ବସ୍‌ରେ ରେସ୍ତୋରାଁ; ୪୫ ପ୍ରକାରର ମିଳୁଛି ଭୋଜନ

ନୂଆଦିଲ୍ଲୀ ୨୨।୦୧: ମହାକୁମ୍ଭକୁ ନେଇ ଚାରିଆଡେ ଚର୍ଚ୍ଚା । କେତେବେଳେ ସାଧୁସନ୍ଥଙ୍କୁ ନେଇ ତ ଆଉ କେତେବେଳେ ବ୍ୟବସାୟକୁ ନେଇ । କୁମ୍ଭରେ ଜୋରଦାର ହେଉଛି ରୋଜଗାର । କିନ୍ତୁ ବର୍ତ୍ତମାନ ଏକ ନିଆରା ରେଷ୍ଟୁରାଣ୍ଟ ଖୋଲିଛି କୁମ୍ଭମେଳାରେ । ଡବଲ … Read More

ମଣିପୁର ଜେଡିୟୁ ଅଧ୍ୟକ୍ଷଙ୍କୁ ପଦରୁ ହଟାଇଲେ ନୀତୀଶ କୁମାର, ଏନଡିଏରୁ ପ୍ରତ୍ୟାହାର କରିଥିଲେ ସମର୍ଥନ

ନୂଆଦିଲ୍ଲୀ: ନୀତୀଶ କୁମାରଙ୍କ ଜନତା ଦଳ ୟୁନାଇଟେଡ୍ (ଜେଡିୟୁ) ମଣିପୁର ପ୍ରଦେଶ ଅଧ୍ୟକ୍ଷ ବୀରେନ ସିଂହଙ୍କୁ ପଦରୁ ହଟାଇଛି । ମଣିପୁରର ଏନଡିଏ ସରକାରରୁ ଜେଡିୟୁ ସମର୍ଥନ ଫେରାଇ ନେଇଥିବା ନେଇ ବୀରନେ ସିଂହ ଚିଠି ଲେଖିଥିଲେ । ଏହାପରେ ପାର୍ଟି … Read More

କ୍ୟାବିନେଟ୍ ମନ୍ତ୍ରୀଙ୍କ ସହିତ ମିଶି ସଙ୍ଗମରେ ବୁଡ଼ ପକାଇଲେ ଯୋଗୀ

ଲକ୍ଷ୍ନୌ: ପ୍ରୟାଗରାଜରେ ଅନୁଷ୍ଠିତ ମହାକୁମ୍ଭ ଅବସରର ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାର ଏକ କ୍ୟାବିନେଟ ବୈଠକ କରିଥିଲେ। ଯେଉଁଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା। ଏହି ବୈଠକରେ ଉତ୍ତର ପ୍ରଦେଶର ସମସ୍ତ କ୍ୟାବିନେଟ୍ ମନ୍ତ୍ରୀ ଅଂଶଗ୍ରହଣ … Read More

ଯୋଗୀ ଆଦିତ୍ୟନାଥଙ୍କୁ ସୁଧା ମୂର୍ତ୍ତିଙ୍କ ଭୁରିଭୁରି ପ୍ରଶଂସା 

ଲକ୍ଷ୍ନୌ: ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳା ଦେଶ ତଥା ଦେଶ ବାହାରେ ଚର୍ଚ୍ଚାରେ ରହିଛି। ଏହି ମହାକୁମ୍ଭରେ ସାମିଲ ହୋଇ ବୁଡ଼ ପକାଇବା ପାଇଁ ଦେଶ ଓ ବିଦେଶର କୋଣ-ଅନୁକୋଣରୁ ସାଧୁ ଓ ସନ୍ଥଙ୍କ ସମେତ ସାଧାରଣ ଲୋକେ ଆସି ପହଞ୍ଚୁଛନ୍ତି। … Read More

ଆକ୍ରମଣକାରୀକୁ ରୁମ୍‌ରେ ଲକ କରିଦେଇଥିଲେ ଆହତ ସୈଫ ଅଲୀ ଖାନ, କିନ୍ତୁ କେମିତି ଖସିଗଲା?

ମୁମ୍ବାଇ : ବାଂଲାଦେଶ ନାଗରିକ ଶରିଫୁଲ ଇସଲାମ ଶେହଜାଦ ନିକଟରେ ବଲିଉଡ ଅଭିନେତା ସୈଫ ଅଲୀ ଖାନଙ୍କ ଘରେ କାନ୍ଥ ଡେଇଁ ପ୍ରବେଶ କରିଥିଲା। ସେଠାରେ ସେ ଚୋରି କରିବାକୁ ଚାହୁଁଥିବା ବେଳେ ସୈଫଙ୍କ ସହ ତା’ର ମୁହାଁମୁହିଁ ହୋଇଥିଲା। ଶେହଜାଦ … Read More

ନୀତୀଶ କୁମାର ଓ ବିଜେପି: କେନ୍ଦ୍ରରେ କୋଳାକୋଳି, ମଣିପୁରରେ କଳି!

ନୂଆଦିଲ୍ଲୀ :ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପଲଟୁ ରାମ ଭାବେ ବେଶ ପରିଚିତ। କେତେବେଳେ ସେ କେନ୍ଦ୍ର ସପକ୍ଷରେ ତ କେତେବେଳେ କେନ୍ଦ୍ର ବିପକ୍ଷରେ। ଏବେ ସେ କେନ୍ଦ୍ରରେ କ୍ଷମତାସୀନ ଏନଡିଏର ଅଂଶ ବିଶେଷ। ତାଙ୍କ ଦଳ ଜେଡିୟୁର କିଛି ସଦସ୍ୟ … Read More

ନିଆଁ ଗୁଜବ ପରେ ଗୋଟିଏ ଟ୍ରେନରୁ ଡେଇଁଲେ, ଆଉ ଗୋଟିଏ ଟ୍ରେନ ନେଇ ଗଲା ୧୧ ଜୀବନ

ମୁମ୍ବାଇ : ହସ ଖୁସିରେ ଟ୍ରେନରେ ଯାତ୍ରା କରୁଥିଲେ। ନିଜର ଗନ୍ତବ୍ୟ ସ୍ଥଳରୁ ସମସ୍ତେ ଅପେକ୍ଷା କରି ରହିଥିଲେ। ହେଲେ ଅଧା ବାଟରେ ଘଟିଲା ଅଘଟଣ। ଟ୍ରେନରେ ନିଆଁ ଲାଗି ଯାଇଥିବା ଭାବି କିଛି ଲୋକ ଚେନ୍‌ ଭିଡ଼ି ଏହାକୁ ଅଟକାଇ … Read More