ଦୁଇ ବାଇକ୍ ମୁହାଁମୁହିଁ: ୩ ମୃତ , ଜଣେ ଗୁରୁତର

Spread the love

Spread the love ରାୟଗଡା: ରାୟଗଡା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ଦୁର୍ଗୀ ଗାଁରେ ଅଭାବନୀୟ ଘଟଣା ଘଟିଛି। ଏକ ଢ଼ାବା ନିକଟରେ ୨ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ହୋଇଥିବା … Read More

ବାଂଲାଦେଶରେ ନିର୍ଯାତିତା ଓଡ଼ିଆ ଝିଅ, ଉଦ୍ଧାର କରିବାକୁ ସରକାରଙ୍କୁ ପରିବାରର ନିବେଦନ

Spread the love

Spread the love ପୁରୀ : ପୁରୀରେ ଲଭ୍ ଜିହାଦ। ବାଂଲାଦେଶରେ ନିର୍ଯାତିତା ଓଡ଼ିଆ ଝିଅ । ଶ୍ରୀକ୍ଷେତ୍ରରେ କାନ୍ଦୁଛି ଝିଅର ମାଆ। ଝିଅକୁ ଉଦ୍ଧାର କରିବା ପାଇଁ ସରକାରଙ୍କୁ ପରିବାରର ନିବେଦନ ।  ବେଙ୍ଗଲି ବୋଲି କହି ଆପ ଜରିଆରେ ଝିଅକୁ … Read More

କାଠଯୋଡି ପଠାରେ ପ୍ରଚଣ୍ଡ ଶବ୍ଦ, ଲୋକେ ଛାନିଆଁ

Spread the love

Spread the love କଟକ : କଟକ ଗୋପାଳପୁର ବଢ଼େଇ ସାହି ନିକଟ କାଠଯୋଡି ନଦୀ ପଠାରେ ଏକ ଭୟଙ୍କର ଶବ୍ଦ ଶୁଣିବାକୁ ମିଳିଛି । ଶବ୍ଦର ତୀବ୍ରତା ଏତେ ଜୋର୍ ଥିଲା ଯେ ଶବ୍ଦ ହେବା ସ୍ଥାନ ଠାରୁ ୧୦ କିଲୋମିଟର … Read More

ଓଡ଼ିଶାର ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍

Spread the love

Spread the love ଭୁବନେଶ୍ୱର  : ଓଡ଼ିଶାର ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ । ଓଡ଼ିଶାରେ ରେଳ ସଂଯୋଗୀକରଣକୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୋତ୍ସାହନ ଦେଇ କେନ୍ଦ୍ର ସରକାର ପୋତ୍ତନୁର ଏବଂ ଧାନବାଦକୁ ସଂଯୋଗ କରିବା ପାଇଁ ନୂତନ ଅମୃତ … Read More

ମଧ୍ୟପ୍ରାଚ୍ୟ ମହାଯୁଦ୍ଧ ପ୍ରଭାବରେ ଇନ୍ଧନ ଗ୍ୟାସର ଅଭାବ, ଆଗକୁ ବନ୍ଦ ହେବ ହୋଟେଲ ଓ ରେଷ୍ଟୁରାଣ୍ଟ !

Spread the love

Spread the loveଭୁବନେଶ୍ବର: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଇନ୍ଧନ ଗ୍ୟାସର ଅଭାବ। ଦୁଇ ଦିନ ମଧ୍ୟରେ ଭୁବନେଶ୍ୱରରେ ହୋଟେଲ ଓ ରେଷ୍ଟୁରାଣ୍ଟ ବନ୍ଦ ଆରମ୍ଭ ହେବ । ଏଭଳି କିଛି ଆଶଙ୍କା କଲେଣି ଭୁବନେଶ୍ବର ହୋଟେଲ ଏବଂ ରେଷ୍ଟୁରାଣ୍ଟ ଆସୋସିଏସନ୍ ।  ବର୍ତ୍ତମାନ … Read More

ପୋଖରୀରେ ବୁଡ଼ି ୨ ଭାଇ ମୃତ

Spread the love

Spread the love କେନ୍ଦୁଝର : କେନ୍ଦୁଝର ଥାନା ଅଂଚଳରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଗୋଡ ଖସିଯିବାରୁ ପାଣିରେ ବୁଡି ଦୁଇ ଜଣଙ୍କର ମୃତ୍ୟୁ ଘଟିଛି ।  ପୋଖରୀରେ ଖସିଗଲା ଗୋଡ଼, ଦୁଇ ଭାଇଙ୍କ ସଲିଳ ସମାଧି ।  କେନ୍ଦୁଝର … Read More

ଜଳିଗଲା ଟ୍ରେଲର, ଅଳ୍ପକେ ବର୍ତ୍ତିଲେ ଚାଳକ

Spread the love

Spread the loveବାଂଶପାଳ: ହୁ ହୁ ହୋଇ ଜଳିଗଲା ଟ୍ରେଲର । କେନ୍ଦୁଝର ଜିଲ୍ଲା ଜଗମୋହନ୍ ପୁର ୪୯ନଂ ଜାତୀୟ ରାଜପଥ ଜନସନପୁର ଟୋଲ ଗେଟ ଠାରୁ ଗୋଟିଏ କି.ମି. ଦୁରରେ ଏକ ଟ୍ରେଲର ଜଳୁଛି । ଘଟଣାସ୍ଥଳରେ ତେଲକୋଇ ଅଗ୍ନିଶମ … Read More

ଗ୍ୟାସ ସିଲିଣ୍ଡର ପାଇଁ ଡିପୋରେ ଲମ୍ବା ଲାଇନ୍

Spread the love

Spread the loveଭୁବନେଶ୍ବର: ବଢ଼ିଲା ଗ୍ୟାସ ଟେନସନ୍ । ପ୍ରଥମେ ଏଲପିଜି ସିଲିଣ୍ଡର ରେଟ୍ ବଢ଼ିଲା ।  ଏବେ ମିଳୁନି ।  ହାଣ୍ଡିଶାଳକୁ ଗ୍ୟାସ ଚଡ଼କ ।  ସିଲିଣ୍ଡର ପାଇଁ ଲାଗିଛି ଲମ୍ବା ଲାଇନ୍ । ରାଜଧାନୀ ଭୁବନେଶ୍ବରରେ ଏହି ସ୍ଥିତି ।  … Read More

ଖାଦ୍ୟ ପାଇଁ ଗାଁ ମୁହାଁ ଭାଲୁ ପଲ

Spread the love

Spread the loveଆନନ୍ଦପୁର: ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ଭାଲୁ ପଲ । କିଛି ଦିନର ବ୍ୟବଧାନ ପରେ ପୁଣି ଗାଁ ଅଗଣାରେ ଘୁରି ବୁଲିଲେ ୫ଟି ଜଙ୍ଗଲୀ ଭାଲୁ । ଗତକାଲି ବିଳମ୍ବିତ ରାତିରେ ଖାଦ୍ଯ ଅନ୍ବେଷଣରେ ଗାଁ ମୁହାଁ ହୋଇଛନ୍ତି … Read More

ଟ୍ରେନରେ କଟି ୨ ମୃତ

Spread the love

Spread the loveଜଳେଶ୍ବର: ଟ୍ରେନ୍ ରେ କଟି ୨ ମୃତ । ବାଲେଶ୍ବର ଜଳେଶ୍ବର ଅନ୍ତର୍ଗତ ବାଘାବାଳି ରେଳ ଫାଟକ ନିକଟରେ ଧକ୍କା ଦେଲା ଟ୍ରେନ୍ । ମୃତକଙ୍କ ମଧ୍ୟରେ ଜଣେ ପୁରୁଷ ଓ ଜଣେ ମହିଳା ଅଛନ୍ତି । ଗତକାଲି ରାତିରେ … Read More