ହର୍ମୁଜ ପ୍ରଣାଳୀ ପୁଣି ବନ୍ଦ କଲା ଇରାନ

Spread the love

Spread the loveତେହେରାନ: ଆମେରିକା-ଇରାନ ଯୁଦ୍ଧ ଆରମ୍ଭ ହେବା ପରଠାରୁ ହର୍ମୁଜ ପ୍ରଣାଳୀ ବିବାଦର କେନ୍ଦ୍ର ହୋଇ ରହିଛି। ତେବେ ଇରାନ ହର୍ମୁଜ ପ୍ରଣାଳୀରୁ କଟକଣା ପ୍ରତ୍ୟାହାର କରିଥିବାବେଳେ ଶନିବାର ପୁଣି ଥରେ କଟକଣା ଲାଗୁ କରିଛି। ଆମେରିକା ଯୁଦ୍ଧ ବିରତି … Read More

ନୀତିଶ କୁମାରଙ୍କ ପୁଅ ନିଶାନ୍ତଙ୍କୁ ମିଳିଲା Z ସିକ୍ୟୁରିଟି

Spread the love

Spread the loveବିହାର : ନୀତିଶ କୁମାର ରାଜ୍ୟସଭା ଯିବା ପରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ସମ୍ରାଟ ଚୌଧୁରୀ ବିହାର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ନୀତିଶ ଗାଦି ଛାଡ଼ିବା ପରେ, ତାଙ୍କ ପୁଅ ନିଶାନ୍ତ କୁମାର ଉପମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି … Read More

ମହଙ୍ଗା ଭତ୍ତା ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁର କଲା କେନ୍ଦ୍ର କ୍ୟାବିନେଟ, ୨ ପ୍ରତିଶତ ବଢିଲା ଡିଏ

Spread the love

Spread the loveନୂଆଦିଲ୍ଲୀ : କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ସରକାରୀ କର୍ମଚାରୀଙ୍କ ପାଇଁ ୨ ପ୍ରତିଶତ ବଢ଼ିଲା ଡିଏ । ୫୮ ପ୍ରତିଶତରୁ ୬୦ ପ୍ରତିଶତକୁ ବୃଦ୍ଧି ହେଲା ମହଙ୍ଗା ଭତ୍ତା । କେନ୍ଦ୍ର କ୍ୟାବିନେଟ ମହଙ୍ଗା … Read More

ଚାରଧାମ ଯାତ୍ରା ପାଇଁ ଅଫଲାଇନ ପଞ୍ଜିକରଣ ଆରମ୍ଭ

Spread the love

Spread the loveନୂଆଦିଲ୍ଲୀ : ଚାରଧାମ ଯାତ୍ରା ପାଇଁ ଅଫଲାଇନ ପଞ୍ଜିକରଣ ଆରମ୍ଭ ହୋଇଛି । ଉତ୍ତରାଖଣ୍ଡର ଚାରଧାମ ଯାତ୍ରା ପାଇଁ ଲକ୍ଷ ଲକ୍ଷ ଭକ୍ତ ପଞ୍ଜିକରଣ କରିସାରିଛନ୍ତି । ଅଫଲାଇନ୍ ପଞ୍ଜିକରଣ ଆରମ୍ଭ ହେବାର ପ୍ରଥମ ଦିନରେ, ୨,୭୧୩ ଜଣ ପଞ୍ଜିକରଣ … Read More

ପୁଣେ ବିମାନ ବନ୍ଦରରେ ଭାରତୀୟ ବାୟୁସେନାର ହାର୍ଡ ଲ୍ୟାଣ୍ଡିଂ, ଅନେକ ଉଡାଣ ବାତିଲ

Spread the love

Spread the loveମହାରାଷ୍ଟ୍ର : ମହାରାଷ୍ଟ୍ରର ପୁଣେ ଏୟାରପୋର୍ଟରେ ବିମାନ ଚଳାଚଳ ପୁଣି ଆରମ୍ଭ ହୋଇଛି । ଶୁକ୍ରବାର ଏହା ଭାରତୀୟ ବାୟୁସେନାର ଏକ ବିମାନର ହାର୍ଡ ଲ୍ୟାଣ୍ଡିଂ କରିଛି । ଯାହା ରନୱେକୁ କ୍ଷତି ପହଞ୍ଚାଇଛି । ଫଳରେ ସମସ୍ତ ବିମାନ … Read More

ଆସନ୍ତା ସୋମବାର ଆମେରିକା-ଇରାନ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା

Spread the love

Spread the loveନୂଆଦିଲ୍ଲୀ: ଆସନ୍ତା ସୋମବାର ବଡ଼ ବୈଠକ । ପାକିସ୍ତାନରେ ଆମେରିକା-ଇରାନ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା । ଇସଲାମାବାଦରେ ହେବ ଦ୍ବିତୀୟ ପର୍ଯ୍ୟାୟ ଆଲୋଚନା । ଇରାନ ପକ୍ଷରୁ ଏହି ସୂଚନା ମିଳିଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି … Read More

ଖୁଡିକୁ ଠେଙ୍ଗାରେ ପିଟି ହତ୍ୟା, ବନ୍ଧା ହେଲା ଅଭିଯୁକ୍ତ ପୁତୁରା

Spread the love

Spread the love ପାଟଣା:ପାଟଣା ବ୍ଲକ ଅନ୍ତର୍ଗତ ଘଟଗାଁ ଥାନା ରୁଢ଼ିଆପଡା ଗ୍ରାମ ଖଡିବେଡା ସାହିରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ପୁତୁରା ବିଦ୍ୟାଧର ମହାନ୍ତ(୫୬)ଙ୍କ ଆକାଶିଆ କାଠ ଠେଙ୍ଗା ମାଡରେ ଖୁଡ଼ି ସ୍ବର୍ଗତ ରାଜୁ ମହାନ୍ତଙ୍କ ପତ୍ନୀ କୌଶଲ୍ୟା ମହାନ୍ତ ମହାନ୍ତ(୫୮)ଙ୍କର … Read More

ନିର୍ମାଣ ହେବ ହିଟ୍‌ ୱେଭ୍‌ ଆଶ୍ରୟସ୍ଥଳୀ, ରାଜସ୍ଵ ବିଭାଗର ନୂଆ ଏସ୍‌ଓପି

Spread the love

Spread the love ଭୁବନେଶ୍ଵର: ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ରାଜସ୍ଵ ବିଭାଗ ନୂଆ ଏସ୍‌ଓପି ପ୍ରସ୍ତୁତ କରିଛି। ଅଧିକ ଖରା ହେଉଥିବା ସ୍ଥାନରେ ହିଟ୍‌ ୱେଭ୍‌ ଆଶ୍ରୟସ୍ଥଳୀ ନିର୍ମାଣ ହେବ। ସକାଳ ୧୧ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ … Read More

ସ୍ତ୍ରୀକୁ ପଥରରେ ଛେଚି ହତ୍ୟା

Spread the love

Spread the loveସୁନ୍ଦରଗଡ଼ : ପଥରରେ ଛେଚି ସ୍ତ୍ରୀକୁ ହତ୍ୟା କଲା ମଦ୍ୟପ ସ୍ୱାମୀ। ଏଭଳି ଏକ ଅଭାବନୀୟ ଘଟଣା ସୁନ୍ଦରଗଡ଼ର ତଳସରା ଥାନା ଡମକୁଡା ଗ୍ରାମରେ ଘଟିଛି। ଘରୋଇ କଳିରୁ ନିଜ ସ୍ତ୍ରୀର ମୁଣ୍ଡରେ ପଥର ଛେଚି ହତ୍ୟା କରିଛି … Read More

ଅଂଶୁଘାତରେ ଯୁବକଙ୍କ ମୃତ୍ୟୁ !

Spread the love

Spread the love ସମ୍ବଲପୁର : ସମ୍ବଲପୁରରେ ପ୍ରଥମ ଅଂଶୁଘାତ ଜନିତ ମୃତ୍ୟୁ ଅଭିଯୋଗ ଶନିବାର ହୋଇଛି। ସମ୍ବଲପୁର ଜିଲା ଝାଙ୍କରପାଲି ଗ୍ରାମ ପଞ୍ଚାୟତର ରସିଆପାଲି ଗ୍ରାମର ୪୪ ବର୍ଷୀୟ ଯୁବକ ବିଶ୍ୱଜିତ ସାହୁ ଆଜି ସକାଳ ପ୍ରାୟ ୯ ଟା … Read More