ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା ; ମତଦାନ ବେଳେ ବିଜେପି ପ୍ରାର୍ଥୀଙ୍କୁ ଟିଏମସି କର୍ମୀଙ୍କ ଆକ୍ରମଣ

Spread the love

Spread the loveକଲକତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ସମୟରେ କୁମାରଗଞ୍ଜ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ସରକାରଙ୍କୁ ତୃଣମୂଳ କଂଗ୍ରେସ ସମର୍ଥକମାନେ ଆକ୍ରମଣ କରିଛନ୍ତି। ଯାହାର ଭିଡ଼ିଓ ମଧ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ଅଭିଯୋଗ ଅନୁସାରେ ମତଦାନ … Read More

ଦିଲ୍ଲୀରୁ ସିମଲା ସିଫ୍ଟ ହେଲା ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ

Spread the love

Spread the loveହିମାଚଳ ପ୍ରଦେଶ : ଦିଲ୍ଲୀରୁ ସିମଲାକୁ ସିଫ୍ଟ ହେଲେ ରାଷ୍ଟ୍ରପତି । ଏଥିପାଇଁ ଦିଲ୍ଲୀର ରାଷ୍ଟ୍ରପତି କାର୍ଯ୍ୟାଳୟ ସିମଲାକୁ ସିଫ୍ଟ କରିଦିଆଯାଇଛି । ୬ ଦିନ ପାଇଁ ଦିଲ୍ଲୀରେ ହେଉଥିବା ସମସ୍ତ କାର୍ଯ୍ୟ ଏବେ ସିମଲା କରାଯିବ । ତେବେ … Read More

ପଶ୍ଚିମବଙ୍ଗରେ ୯୧.୪୬ , ତାମିଲନାଡୁରେ ୮୪.୪୧ % ଭୋଟ

Spread the love

Spread the love ନୂଆଦିଲ୍ଲୀ:ଆଜି ପଶ୍ଚିମବଙ୍ଗ ଏବଂ ତାମିଲନାଡୁରେ ମତଦାନ ହୋଇଛି। ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟରେ ୧୫୨ଟି ନିର୍ବାଚନମଣ୍ଡଳୀରେ ମତଦାନ ହୋଇଥିଲା।ଏବଂ ତାମିଲନାଡୁରେ ସମସ୍ତ ୨୩୪ଟି ନିର୍ବାଚନମଣ୍ଡଳୀରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହୋଇଥିଲା। ସନ୍ଧ୍ୟା ୬ଟାରେ ଆନୁଷ୍ଠାନିକ ଭାବରେ ମତଦାନ ଶେଷ … Read More

ଆଇଆରଏସ ଅଧିକାରୀଙ୍କ ଝିଅକୁ ଦୁଷ୍କର୍ମ ଓ ହତ୍ୟା ଘଟଣା: ହତ୍ୟାକାରୀ ଘରୋଇ ସହାୟକକୁ ଗିରଫ କଲା ପୋଲିସ

Spread the love

Spread the loveନୂଆଦିଲ୍ଲୀ : ଦିଲ୍ଲୀର ଦକ୍ଷିଣ-ପୂର୍ବ ଅଞ୍ଚଳରେ ଥିବା ଅମର କଲୋନୀରେ ଆଇଆରଏସ ଅଧିକାରୀଙ୍କ ଝିଅକୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ନୂଆ ମୋଡ଼ । ପୋଲିସର ସନ୍ଦେହ ସତ ହୋଇଛି । ଘରୋଇ ସହାୟକ ହିଁ ସାଜିଲା ହତ୍ୟାକାରୀ । … Read More

ଖୋଲିଲା ବାବା ବଦ୍ରିନାଥଙ୍କ କପାଟ, ମୁଖ୍ୟମନ୍ତ୍ରୀ କଲେ ପ୍ରଥମ ପୂଜା

Spread the love

Spread the loveଉତ୍ତରାଖଣ୍ଡ : ବାବା କେଦାରନାଥଙ୍କ କପାଟ ଖୋଲିବା ପରେ ବାବା ବଦ୍ରିନାଥଙ୍କ କପାଟ ଖୋଲିଛି । ପାରମ୍ପରିକ ରୀତିନୀତି ଏବଂ ବୈଦିକ ମନ୍ତ୍ରୋଚାରଣ ମଧ୍ୟରେ ଗୁରୁବାର ସକାଳ ୬ଟା ୧୫ ମିନିଟରେ ଭଗବାନ ବଦ୍ରି ବିଶାଳଙ୍କ ମନ୍ଦିରର କବାଟ ଶ୍ରଦ୍ଧାଳୁଙ୍କ … Read More

କାର୍ ଓ ବୋଲେରୋକୁ ଧକ୍କା ଦେଲା ଟ୍ରକ, ୧୧ ମୃତ

Spread the love

Spread the loveଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ମିର୍ଜାପୁରର ଡ୍ରମଣ୍ଡଗଞ୍ଜ ଘାଟିରେ ଭୟଙ୍କର ଦୁର୍ଘଟଣା । ବିଳମ୍ବିତ ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ … Read More

ବ୍ୟାଙ୍କରେ ଗ୍ରାହକଙ୍କୁ ମରଣାନ୍ତକ ଆକ୍ରମଣ କଲେ କ୍ୟାସିୟର

Spread the love

Spread the love ଆରଡି : ଭଦ୍ରକ ଜିଲା ଆରଡି ପୀଠରେ ଥିବା ଏସବିଆଇ(ଭାରତୀୟ ଷ୍ଟେଟ ବ୍ୟାଙ୍କ) ଶାଖାରେ ଜଣେ ଗ୍ରାହକଙ୍କୁ ମରଣାତ୍ମକ ଆକ୍ରମଣ କରିଛନ୍ତି କ୍ୟାସିୟର। ଘଟଣା ଅନୁଯାୟୀ ଜଣେ ଛାତ୍ରୀ ତାଙ୍କର ବୃତ୍ତି ଟଙ୍କାରୁ ୮ହଜାର ଟଙ୍କା ଉଠାଇବା … Read More

ଗର୍ଭଗୃହରୁ ବାଲି କାଢ଼ିଲେ ସୂର୍ଯ୍ୟ ମନ୍ଦିର ପ୍ରତି କୌଣସି ବିପଦ ନାହିଁ !

Spread the love

Spread the love ଗୋପ: ବିଶ୍ୱ ଐତିହ୍ୟ ସୂର୍ଯ୍ୟ ମନ୍ଦିର ଗର୍ଭଗୃହରୁ ବାଲି କଢ଼ାଯିବା ପ୍ରକ୍ରିୟା ପାଇଁ ଆଉ ପାଦେ ଆଗେଇଲା ପ୍ରତ୍ନତତ୍ତ୍ୱ ବିଭାଗ। ମାଡ୍ରାସ ଆଇଆଇଟି ଦ୍ୱାରା ମନ୍ଦିର ଗର୍ଭଗୃହରେ ଥିବା ବାଲିର ସ୍ଥିତି ଯାଞ୍ଚ ପରେ ରିପୋର୍ଟ ଦିଆଯାଇଛି। … Read More

୧୯ OAS ଅଧିକାରୀଙ୍କୁ ବଦଳି କଲେ ସରକାର

Spread the love

Spread the love ଭୁବନେଶ୍ୱର : OAS ସ୍ତରରେ ଅଦଳବଦଳ। ୧୯ ଜଣ OAS ଅଧିକାରୀଙ୍କୁ ବଦଳି କଲେ ସରକାର। ରତ୍ନାକର ସାହୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ଶାସନ ସଚିବ। ଜାତୀୟ ସ୍ବାସ୍ଥ୍ୟ ମିଶନର ନୋଡାଲ ଅଧିକାରୀ ଭାବେ … Read More

ଜନଗଣନା କର୍ମଚାରୀଙ୍କ ସୁରକ୍ଷା ପାଇଁ SOP: ବାଧା ଦେଲେ ଜୋରିମାନା ସହ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ

Spread the love

Spread the love ଭୁବନେଶ୍ୱର : ୨୦୨୭ ଜନଗଣନାର ପ୍ରଥମ ପର୍ଯ୍ୟାୟ ପାଇଁ ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଏକ ନୂଆ ମାର୍ଗଦର୍ଶିକା (SOP) ଜାରି କରିଛନ୍ତି ।  ନିକଟରେ ଘର ଘର ବୁଲି ତଥ୍ୟ ସଂଗ୍ରହ କରୁଥିବା … Read More