ଗୁଣି ସନ୍ଦେହରେ କବିରାଜଙ୍କୁ ବିଭତ୍ସ ହତ୍ୟା
ରାଇରଙ୍ଗପୁର : ମୟୂରଭଞ୍ଜ ଜିଲ୍ଲାରେ ଗୁଣିଗାରେଡ଼ି ସନ୍ଦେହରେ ଗୋରୁମହିଷାଣୀ ଥାନା ଅଧୀନ ମଢ଼େଇକଚା ପଞ୍ଚାୟତ କାକୁଡ଼ିରୁମା-ଖେଜୁରୀ ଗାଁରେ ଜଣେ କବିରାଜ (ଆୟୁର୍ବେଦ ଚିକିତ୍ସକ)ଙ୍କୁ ହତ୍ୟା କରାଯାଇଛି। ସୂଚନାନୁସାରେ, ମୃତକ ଜଣକ ହେଉଛନ୍ତି ଗୋରୁମହିଷାଣୀ ଥାନା ତାଣ୍ଡିପାଣି ଗ୍ରାମର ବୁଧୁ ପିଙ୍ଗୁଆଙ୍କ ପୁଅ ରାମେଶ୍ୱର … Read More
