୪ ଦଫା ଦାବି ନେଇ ଗାନ୍ଧୀ ମାର୍ଗରେ ଗର୍ଜିଲେ ହଜାର ହଜାର ଶିକ୍ଷକ

ଭୁବନେଶ୍ୱର : ଗୁରୁ ଦିବସରେ ଗୁରୁ ଗର୍ଜନ । ରାଜଧାନୀରେ ଶିକ୍ଷକ ଓ ଅଧ୍ୟାପକଙ୍କ ମହାସମାବେଶ । ଗୋଟିଏ ପଟେ ସାରା ଦେଶ ଗୁରୁ ଦିବସ ପାଳନ କରୁଥିବାବେଳେ ଭୁବନେଶ୍ବର ରାଜରାସ୍ତାରେ ହଜାର ହଜାର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ପୁରାତନ ଛାତ୍ରଛାତ୍ରୀ, ଅଭିଭାବକ … Read More

୧୩ରେ ଲଘୁଚାପ, ୧୦ ତାରିଖ ପରେ ରାଜ୍ୟରେ ପୁଣି ବଢ଼ିବ ବର୍ଷାର ପ୍ରକୋପ !

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ବିଶେଷ ବର୍ଷା ସମ୍ଭାବନା ନାହିଁ । ଆସନ୍ତା ୪ ଦିନ ପର୍ଯ୍ୟନ୍ତ କୌଣସି ସତର୍କ ସୂଚନା ଜାରି କରିନାହିଁ ପାଣିପାଗ ବିଭାଗ। ପାଗ ମୁଖ୍ୟତଃ ଶୁଖିଲା ରହିବ। ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। … Read More

କୋଲକାତା ଏୟାରପୋର୍ଟରେ ଆତଙ୍କ, ଇଣ୍ଡିଗୋ ବିମାନରେ ବୋମା ଥିବା ନେଇ ମିଳିଲା ଚିଠି

କୋଲକାତା : କୋଲକାତା ବିମାନବନ୍ଦରରେ ଶୁକ୍ରବାର ସନ୍ଧ୍ୟାରେ ବୋମା ଆତଙ୍କ ସୃଷ୍ଟି ହୋଇଥିଲା । ଗୋରଖପୁର ଅଭିମୁଖେ ଉଡ଼ାଣ ପାଇଁ ପ୍ରସ୍ତୁତ ଥିବା ଏକ ଇଣ୍ଡିଗୋ ବିମାନର ଶୌଚାଳୟରୁ ବୋମା ଥିବା ନେଇ ଏକ ଚିଠି ମିଳିବା ପରେ ଯାତ୍ରୀଙ୍କ ମଧ୍ୟରେ … Read More

ବ୍ରିକ୍ସ ସମ୍ମିଳନୀ ପାଇଁ ୧୧ରେ ଦିଲ୍ଲୀର ସମସ୍ତ କେନ୍ଦ୍ରୀୟ କାର୍ଯ୍ୟାଳୟ ଛୁଟି

ନୂଆଦିଲ୍ଲୀ : ବ୍ରିକ୍ସ ସମ୍ମିଳନୀ ନିମନ୍ତେ ସେପ୍ଟେମ୍ବର ୧୧ ତାରିଖକୁ ଦିଲ୍ଲୀର ସମସ୍ତ କେନ୍ଦ୍ରୀୟ ସରକାରୀ କାର୍ଯ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି। ଏ ସମ୍ପର୍କରେ ଗୁରୁବାର କାର୍ମିକ, ସାଧାରଣ ଅଭିଯୋଗ ଓ ପେନସନ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦେଶନାମା ଜାରି କରାଯାଇଛି। ବ୍ରିକ୍ସ … Read More

ଅଶୋଧିତ ତେଲ ଚୋରି ଉଦ୍ୟମ ବେଳେବିଷାକ୍ତ ଗ୍ୟାସ୍ ସଂସ୍ପର୍ଶରେ ଆସି ୩୭ ମୃତ

ନୂଆଦିଲ୍ଲୀ: ଅଶୋଧିତ ତେଲ ଚୋରି ଉଦ୍ୟମ ବେଳେ ଅଘଟଣ ।  ବିଷାକ୍ତ ଗ୍ୟାସ୍ ସଂସ୍ପର୍ଶରେ ଆସି ୩୭ ମୃତ ।  ନାଇଜେରିଆର ରିଭର୍ସ ଷ୍ଟେସ୍ ସ୍ଥିତ ଓକାରି ଜେଟି ଅଞ୍ଚଳରେ ଘଟିଛି ଏହି ଦୁର୍ଘଟଣା ।  ରିପୋର୍ଟ ଅନୁଯାୟୀ, କିଛି ଲୋକ … Read More

ଜମ୍ମୁ କଶ୍ମୀରରେ ପୋଲିସ ଓ CRPFର ମିଳିତ ଅପରେସନ, ଜଣେ ଆତଙ୍କୀ ନିହତ

ଜମ୍ମୁ କଶ୍ମୀର : ଜମ୍ମୁ-କଶ୍ମୀରର ବଡଗାମ ଅଞ୍ଚଳରେ ସୁରକ୍ଷାବାହିନୀକୁ ବଡ଼ ସଫଳତା ମିଳିଛି । ଭାରତୀୟ ସେନା, ଜମ୍ମୁ-କଶ୍ମୀର ପୋଲିସ ଏବଂ ଶ୍ରୀନଗର CRPFର ମିଳିତ ଅପରେସନରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଦକ୍ଷିଣ କଶ୍ମୀରର ପୁଲୱାମା ଜିଲ୍ଲା … Read More

CBI ତଦନ୍ତକୁ ନେଇ ସନ୍ତୁଷ୍ଟ ନାହାନ୍ତି ଆରଜି କର ପୀଡିତାଙ୍କ ମା’, ନ୍ୟାୟ ପ୍ରକ୍ରିୟାକୁ ପ୍ରଶ୍ନବାଚୀ

କୋଲକତା : ସିବିଆଇ ଯାଞ୍ଚରେ ଖୁସିନାହାନ୍ତି କୋଲକତାର ଆରଜି କର ମେଡିକାଲ କଲେଜ ପୀଡ଼ିତାଙ୍କ ମା ତଥା ବିଜେପି ବିଧାୟିକା ରତ୍ନା ଦେବନାଥ । ଆରଜି କର ଡାକ୍ତର ଛାତ୍ରୀଙ୍କ ଦୁଷ୍କର୍ମ ଓ ହତ୍ୟା ମାମଲାରେ CBI ତଦନ୍ତକୁ ନେଇ ଅସନ୍ତୋଷ ପ୍ରକାଶ … Read More

ନେପାଳ ଜଳପ୍ରଳୟର ୯ ଦିନ ପରେ ସୁଡ଼ଙ୍ଗରୁ ଜୀବନ୍ତ ଉଦ୍ଧାର ହେଲେ ୨ ଶ୍ରମିକ

କାଠମାଣ୍ଡୁ : ନେପାଳ ଜଳପ୍ରଳୟର ୯ ଦିନ ପରେ ଜଳବିଦ୍ୟୁତ୍ ସୁଡ଼ଙ୍ଗରୁ ଜୀବନ୍ତ ଉଦ୍ଧାର ହେଲେ ୨ ଶ୍ରମିକ । ତ୍ରିଶୁଳି-୩A ପ୍ରକଳ୍ପରୁ ମେକାନିକାଲ ଫୋରମ୍ୟାନ୍ ଓ ସୁପରଭାଇଜରଙ୍କୁ ସୁରକ୍ଷିତ ବାହାର କଲା ସେନା । ରସୁୱା ଜିଲ୍ଲାରେ ଥିବା ଅପର୍ ତ୍ରିଶୁଳି-୩A … Read More

ପାର୍କିଂ ବେଳେ ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ, ବ୍ରେକ ସିଷ୍ଟମ ଫେଲ୍ ଯୋଗୁଁ ଦୁର୍ଘଟଣା

ଜମ୍ମୁ କଶ୍ମୀର : ମୁମ୍ବାଇରୁ ଶ୍ରୀନଗର ପହଞ୍ଚିଥିବା ଇଣ୍ଡିଗୋ ବିମାନ ଲାଣ୍ଡିଂ ସମୟରେ ଦୁର୍ଘଟଣାର ଶିକାର ହୋଇଛି । ବିମାନ ପାର୍କିଂ ପାଇଁ ଯାଉଥିବା ବେଳେ ବ୍ରେକ ସିଷ୍ଟମ ଫେଲ୍ ହୋଇଯାଇଥିଲା । ଫଳରେ ବିମାନଟି ରୋକିହୋଇନଥିଲା । ପାର୍କିଂ ବେଳେ ଥିବା … Read More

ମହାକାଶକୁ ଗଲା ଭାରତର ପ୍ରଥମ ଜିଓ-ଇମେଜିଂ ସାଟେଲାଇଟ୍ EOS-05

ନୂଆଦିଲ୍ଲୀ: ମହାକାଶରେ ଭାରତର ନୂଆ ଆଖି । EOS-05ର ସଫଳ ଉତକ୍ଷେପଣ । ମହାକାଶ କ୍ଷେତ୍ରରେ ଭାରତକୁ ମିଳିଛି ଆଉ ଏକ ବଡ଼ ସଫଳତା । ଶୁକ୍ରବାର ଭୋର ୨ଟା ୫୫ ମିନିଟ୍ ରେ ଇସ୍ରୋର GSLV-F17 ରକେଟ୍ ମହାକାଶକୁ ସଫଳତାର ସହ … Read More