ସ୍ପାମ୍ କଲ୍ରେ ଲାଗିବ ଲଗାମ, ଟ୍ରାଇର ନୂଆ ନିୟମ, ୫ଟି ନମ୍ବର ଧରାପଡ଼ିଲେ କଟିପାରେ କନେକ୍ସନ୍
ନୂଆଦିଲ୍ଲୀ: ଫେକ୍ କଲ୍, ସ୍ପାମ୍ କଲ୍ ଓ ଅନିଚ୍ଛାକୃତ କମର୍ସିଆଲ୍ କଲ୍ରେ ଲାଗିବ ଲଗାମ। ଟେଲିକମ୍ ରେଗୁଲେଟରୀ ଅଥରିଟି ଅଫ୍ ଇଣ୍ଡିଆ (TRAI) ଏନେଇ ଶୁକ୍ରବାର ନୂଆ ନିୟମ ଲାଗୁ କରିଛି। ନୂଆ ବ୍ୟବସ୍ଥାରେ ରୋବୋକଲ୍, ଅଟୋମେଟେଡ୍ କଲ୍ ଏବଂ ଏଆଇ … Read More
