ପାର୍କିଂ ବେଳେ ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ, ବ୍ରେକ ସିଷ୍ଟମ ଫେଲ୍ ଯୋଗୁଁ ଦୁର୍ଘଟଣା
ଜମ୍ମୁ କଶ୍ମୀର : ମୁମ୍ବାଇରୁ ଶ୍ରୀନଗର ପହଞ୍ଚିଥିବା ଇଣ୍ଡିଗୋ ବିମାନ ଲାଣ୍ଡିଂ ସମୟରେ ଦୁର୍ଘଟଣାର ଶିକାର ହୋଇଛି । ବିମାନ ପାର୍କିଂ ପାଇଁ ଯାଉଥିବା ବେଳେ ବ୍ରେକ ସିଷ୍ଟମ ଫେଲ୍ ହୋଇଯାଇଥିଲା । ଫଳରେ ବିମାନଟି ରୋକିହୋଇନଥିଲା । ପାର୍କିଂ ବେଳେ ଥିବା … Read More
