ତାମିଲନାଡୁ ସରକାରଙ୍କ ବଡ଼ ଘୋଷଣା: ୩ୟ ସନ୍ତାନ ପାଇଁ ମଧ୍ୟ ମିଳିବ ବର୍ଷେ ମାତୃତ୍ୱ ଛୁଟି

ଚେନ୍ନାଇ: ତାମିଲନାଡୁ ସରକାର ମହିଳା ସରକାରୀ କର୍ମଚାରୀଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ, ମହିଳା କର୍ମଚାରୀମାନେ ଏବେ ସେମାନଙ୍କର ତୃତୀୟ ସନ୍ତାନର ଜନ୍ମ ପାଇଁ ମଧ୍ୟ ୩୬୫ ବା ବର୍ଷେ ମାତୃତ୍ୱ ଛୁଟି ପାଇବେ। ପୂର୍ବରୁ, … Read More

ଜମ୍ମୁ-କାଶ୍ମୀର ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ପରିବର୍ତ୍ତନ କଲା ଆମେରିକା, ଚୀନ ଓ ପାକିସ୍ତାନକୁ ଶକ୍ତ ଝଟକା

ଶ୍ରୀନଗର : ଭାରତ ପାଇଁ ଏକ ବଡ଼ କୂଟନୈତିକ ବିଜୟ ସ୍ୱରୂପ, ଆମେରିକା ଏବେ ଜମ୍ମୁ-କାଶ୍ମୀର ପ୍ରସଙ୍ଗରେ ନିଜର ଦୀର୍ଘ ଦିନର ଆଭିମୁଖ୍ୟ ପରିବର୍ତ୍ତନ କରିଛି। ଗତ ୧୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ କୌଣସି ଆମେରିକୀୟ ରାଷ୍ଟ୍ରଦୂତ କାଶ୍ମୀର ଗସ୍ତ … Read More

କ୍ରମାଗତ ଚତୁର୍ଥ ଦିନ ପାଇଁ ବଢ଼ିଲା ଅଶୋଧିତ ତୈଳ ଦର, ବଢୁଛି ଆମେରିକା-ଇରାନ ଯୁଦ୍ଧ ଆଶଙ୍କା

ନୂଆଦିଲ୍ଲୀ : ଆମେରିକା ଏବଂ ଇରାନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ରାଜନୈତିକ ଉତ୍ତେଜନା ବିଶ୍ୱ ଅର୍ଥନୀତି ପାଇଁ ଏବେ ଚିନ୍ତାର କାରଣ ପାଲଟିଛି। ଏହାର ସିଧାସଳଖ ପ୍ରଭାବ ବିଶ୍ୱ ତୈଳ ବଜାର ଉପରେ ପଡ଼ୁଥିବା ଦେଖିବାକୁ ମିଳିଛି। … Read More

ମଦ ମାଫିଆଙ୍କ ସହ ମଧୁଚନ୍ଦ୍ରିକା ଅଭିଯୋଗରେ ଫାଣ୍ଡି ଅଧିକାରୀ ନିଲମ୍ବିତ

ମୟୁରଭଞ୍ଜ: ମଦ ମାଫିଆଙ୍କ ସହ ମଧୁଚନ୍ଦ୍ରିକା ଅଭିଯୋଗରେ ଫାଣ୍ଡି ଅଧିକାରୀ ସସପେଣ୍ଡ । କାର୍ଯ୍ୟରେ ଅବହେଳା ଓ ନିଜ ଦାୟିତ୍ୱ ପାଳନରେ ଅବହେଳା ଅଭିଯୋଗରେ ମୟୂରଭଞ୍ଜ ମୋରଡା ଥାନା ଅଧୀନ ଚିତ୍ରଡା ଫାଣ୍ଡିରେ କାର୍ଯ୍ୟରତ ASI ଭୀମସେନ ମଲ୍ଲିକଙ୍କୁ ନିଲମ୍ବିତ କରାଯାଇଛି।  ଚିତ୍ରଡା … Read More

ଇଟାଭାଟି କର୍ମଚାରୀଙ୍କୁ ଗୁଳିମାଡ଼

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ଇଟାଭାଟି କର୍ମଚାରୀଙ୍କୁ ଗୁଳିମାଡ଼ । କେନ୍ଦ୍ରାପଡ଼ା ସଦର ଥାନା ଅନୁଆପଡାଠାରେ ଥିବା ଇଟାଭାଟିରେ ଗୁଳିମାଡ କରି ଦୁର୍ବୃତ୍ତ ଫେରାର । ଗୁଳିମାଡ଼ରେ ଆହତ ହୋଇଛନ୍ତି ଗୌର ଚନ୍ଦ୍ର ରାଉତ । ଗୌରଚନ୍ଦ୍ରଙ୍କ ଡାହାଣ ଗୋଡ଼ରେ ବାଜିଛି ଗୁଳି । ଦାଦା … Read More

ନିଶା ଚକୋଲେଟ୍ ଖୁଆଇ ୩ ଛାତ୍ରୀଙ୍କୁ ଅପହରଣ ଉଦ୍ୟମ

ରାଇରଙ୍ଗପୁର : ନିଶା ଚକୋଲେଟ୍ ଖୁଆଇ ୩ ଛାତ୍ରୀଙ୍କୁ ଅପହରଣ ପାଇଁ ଉଦ୍ୟମ । ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅଞ୍ଚଳର ଏକ ସ୍କୁଲ ପରିସରରୁ ତିନି ଜଣ ପ୍ରାଥମିକ ସ୍କୁଲ ଛାତ୍ରୀଙ୍କୁ ନିଶା ଚକୋଲେଟ ଦେଇ ଅପହରଣ ପାଇଁ ଉଦ୍ୟମ କରାଯାଇଥିବା … Read More

ଓଡ଼ିଶାକୁ ରେଳବାଇର ବଡ଼ ଭେଟି; ୭,୨୨୧ କୋଟିର କ୍ୟାବିନେଟ୍‌ ମଞ୍ଜୁରୀ

ଭୁବନେଶ୍ବର:ରେଲୱେ କ୍ଷେତ୍ରରେ ଓଡ଼ିଶାକୁ ବଡ଼ ଭେଟି। ଓଡ଼ିଶାର ରେଲୱେ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ଦିଗରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। କଟକ-ପାରାଦୀପ ତୃତୀୟ ଓ ଚତୁର୍ଥ ଲାଇନ୍‌, ଭଦ୍ରକ-ହରିଦାସପୁର ଚତୁର୍ଥ ଲାଇନ୍‌ ଏବଂ ଖଡ଼ଗପୁର-ଭଦ୍ରକ (ରାଣୀତାଲ) ଚତୁର୍ଥ ଲାଇନ୍‌ … Read More

ସୁବର୍ଣ୍ଣରେଖାରେ ବଢୁଛି ଜଳସ୍ତର, ରାତି ୧୨ଟା ସୁଦ୍ଧା ପୀକ୍ ଫ୍ଲଡ୍ ସମ୍ଭାବନା

ଭୁବନେଶ୍ୱର : ସୁବର୍ଣ୍ଣରେଖା ନଦୀରେ ବଢୁଛି ଜଳସ୍ତର । ଗାଲୁଡିହିରୁ ସାଢ଼େ ୬ ହଜାର କ୍ୟୁସେକ୍ ପାଣି ଆସିଛି । ଆଜି ରାତି ୧୨ଟା ସୁଦ୍ଧା ସୁବର୍ଣ୍ଣରେଖାରେ ପୀକ୍ ଫ୍ଲଡ୍ ଆସିବାର ସମ୍ଭାବନା ରହିଛି ବୋଲି ଦିଲୀପ କୁମାର ରାଉତ ସର୍ବୋଚ୍ଚ ଯନ୍ତ୍ରୀ … Read More

ରାକ୍ଷି ପୂର୍ଣ୍ଣିମାକୁ ନେଇ ଦ୍ବନ୍ଦ୍ବ ଦୂର, ୨୭ରେ ରକ୍ଷା ବନ୍ଧନ ପାଳନ

ପୁରୀ : ପବିତ୍ର ରାଖି ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମାକୁ ନେଇ ଦ୍ବନ୍ଦ୍ବ । ଆସନ୍ତା ୨୭ ତାରିଖ ସକାଳ ୯ଟା ୭ଟାରୁ ପୂର୍ଣ୍ଣିମା ତିଥି ଲାଗୁଥିବା ବେଳେ ଜନସାଧାରଣ ରକ୍ଷା ବନ୍ଧନ କାର୍ଯ୍ୟ କରି ପାରିବେ । ୨୭ ତାରିଖ ସକାଳ … Read More

ବୋଲଗଡ଼ ମୁଗମଣ୍ଡା ଆଶ୍ରମ ବିଦ୍ୟାଳୟରେ ଜଣ୍ଡିସ୍ ଆତଙ୍କ, ୧୫ ଦିନ ଛୁଟି ଘୋଷଣା

ବେଗୁନିଆ : ଜଣ୍ଡିସ୍ ପାଇଁ ସ୍କୁଲ ଛୁଟି । ୧୫ଦିନ ପାଇଁ ଛୁଟି ଘୋଷଣା କଲେ ସ୍କୁଲ କର୍ତ୍ତୃପକ୍ଷ । ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ମୁଗମଣ୍ଡା ଆଶ୍ରମ ବିଦ୍ୟାଳୟରେ ଜଣ୍ଡିସ୍ ଆତଙ୍କ । ଅନେକ ପିଲା ଜଣ୍ଡିସରେ ଆକ୍ରାନ୍ତ ହେବା ପରେ ସ୍କୁଲ … Read More