ଶ୍ରାବଣ ସୋମବାରରେ ୯ ଘଣ୍ଟା ଉପବାସ ରହିଲେ ପ୍ରଭୁ ଲିଙ୍ଗରାଜ

ଭୁବନେଶ୍ୱର : ଶ୍ରାବଣରେ ପବିତ୍ର ସୋମବାରରେ ୯ ଘଣ୍ଟା ଉପବାସ ରହିଲେ ପ୍ରଭୁ ଲିଙ୍ଗରାଜ। ଦୀର୍ଘ ୯ ଘଣ୍ଟା ପରେ ଲିଙ୍ଗରାଜ ମନ୍ଦିରରେ ସ୍ବାଭବିକ ହେଲା ନୀତିକାନ୍ତି। ପୂଜାପଣ୍ଡା ସେବାୟତଙ୍କ ସହ ଆଲୋଚନା ପରେ ନୀତିକାନ୍ତି ସ୍ବାଭବିକ ହେବା ନେଇ ଭୁବନେଶ୍ବର … Read More

ଓଡ଼ିଶାରେ ମହାମହିମ, ଜଗତଗୁରୁ କୃପାଳୁଜୀ ବିଶ୍ୱବିଦ୍ୟାଳୟର କଲେ ଉଦଘାଟନ

ଭୁବନେଶ୍ବର : ଓଡ଼ିଶାରେ ମହାମହିମ ଦ୍ରୌପଦୀ ମୁର୍ମୁ ।  କଟକ ବାଆଁରାରେ ଜଗତଗୁରୁ କୃପାଳୁଜୀ ବିଶ୍ୱବିଦ୍ୟାଳୟର କଲେ ଉଦଘାଟନ । ଆସନ୍ତାକାଲି ସକାଳେ ସ୍ବତନ୍ତ୍ର ଟ୍ରେନ ଯୋଗେ କରିବେ ବ୍ରହ୍ମପୁର ଗସ୍ତ । ରାଷ୍ଟ୍ରପତିଙ୍କ ଟ୍ରେନ ବ୍ରହ୍ମପୁର ଷ୍ଟେସନର ୪ ନଂ ପ୍ଲାଟଫର୍ମରେ … Read More

ଜଗା ଦର୍ଶନ ପାଇଁ ରାଜସ୍ଥାନରୁ ଚାଲି ଚାଲି ଶ୍ରୀକ୍ଷେତ୍ର ଆସୁଛନ୍ତି ଦୁଇ ଶ୍ରଦ୍ଧାଳୁ

ବିନିକା :  ଜଗା ଦର୍ଶନ ପାଇଁ ରାଜସ୍ଥାନରୁ ଚାଲି ଚାଲି ଶ୍ରୀକ୍ଷେତ୍ର ଆସିଲେ ଶ୍ରଦ୍ଧାଳୁ । ଯେତେ ସମୟ ଲାଗୁ, ଯେତେ ବାଧା ହେଉ, ଲକ୍ଷ୍ୟ ମହାପ୍ରଭୁଙ୍କ ଦର୍ଶନ କରିବା । କାଳିଆ ପ୍ରେମରେ ରାଜସ୍ଥାନରୁ ଚାଲି ଚାଲି ପୁରୀ ଯାଉଛନ୍ତି ଦୁଇ … Read More

ତ୍ରୁଟିପୂର୍ଣ୍ଣ ଚିକିତ୍ସା ଯୋଗୁ ରୋଗୀ ମୃତ୍ୟୁ ଅଭିଯୋଗ, ଡାକ୍ତରଖାନରେ ଉତ୍ତେଜନା

ସୁବର୍ଣ୍ଣପୁର : ଭୁଲ ଇଞ୍ଜେକ୍ସନ ଯୋଗୁ ରୋଗୀ ମୃତ୍ୟୁ ନେଇ ହୋଇଛି ଅଭିଯୋଗ ।  ଫଳରେ ଡାକ୍ତରଖାନରେ ଉତ୍ତେଜନା ସୃଷ୍ଟି ହୋଇଛି । ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନରେ ଦେଖାଯାଇଛି ଏହି ଅଭାବନୀୟ ଘଟଣା । ପାଣିସିଆଲି ଗାଁର ପ୍ରଶାନ୍ତ ତ୍ରିପାଠୀଙ୍କ … Read More

ଅଙ୍ଗନବାଡ଼ି ପିଲାଙ୍କ ଖାଇବାରେ ଝିଟିପିଟି, ୭ ରୁ ଅଧିକ ଛାତ୍ର ଗୁରୁତର

ସୋରୋ : ପିଲାଙ୍କ ଖାଇବାରେ ଝିଟିପିଟି ।  ୭ ରୁ ଅଧିକ ଛାତ୍ର ଗୁରୁତର ।  ଅଙ୍ଗନବାଡ଼ି ପିଲାଙ୍କ ଖାଦ୍ୟରେ ଝିଟିପିଟି ପଡି ୭ ରୁ ଉର୍ଦ୍ଧ୍ବ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।  ବାଲେଶ୍ଵର ଜିଲ୍ଲା ସିମୁଳିଆ ମେଡ଼ିକାଲରେ ଭର୍ତ୍ତି … Read More

ବନ୍ୟାରେ ସମ୍ପୂର୍ଣ୍ଣ ଘର ଭାଙ୍ଗିଥିଲେ ମିଳିବ ୧.୨ ଲକ୍ଷ ଟଙ୍କାର କ୍ଷତିପୂରଣ

ଭୁବନେଶ୍ୱର : ବନ୍ୟାରେ ୨୨ ଜିଲ୍ଲାର ୮୫ ବ୍ଲକ, ୧୫ ସହରାଞ୍ଚଳ କ୍ଷତିଗ୍ରସ୍ତ ହୋଇଛି । ବନ୍ୟା କ୍ଷୟକ୍ଷତି ନେଇ ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ସାଢ଼େ ୮ ଲକ୍ଷରୁ ଊର୍ଦ୍ଧ୍ବ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି । … Read More

ୟୁନେସ୍କୋ ତାଲିକାରେ ରଥଯାତ୍ରାକୁ ସାମିଲ କରିବା ପାଇଁ କେନ୍ଦ୍ରକୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ୟୁନେସ୍କୋ ତାଲିକାରେ ରଥଯାତ୍ରା ପାଇଁ ସ୍ଥାନ । କେନ୍ଦ୍ରକୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ । ପୁରୀ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ୟୁନେସ୍କୋର ‘ଇଣ୍ଟାଞ୍ଜିବଲ୍ କଲଚରାଲ୍ ହେରିଟେଜ୍ ଅଫ୍ ହ୍ୟୁମାନିଟି’ ତାଲିକାରେ ସାମିଲ କରିବା ପାଇଁ ଓଡ଼ିଶା ସରକାର ପଦକ୍ଷେପକୁ ଆହୁରି ଜୋରଦାର … Read More

ମହିଳାଙ୍କୁ ଟାଣି ନେଲା କୁମ୍ଭୀର, ମିଳୁନି ପତ୍ତା

କେନ୍ଦ୍ରାପଡା : ମହିଳାଙ୍କୁ ଟାଣିନେଲା କୁମ୍ଭୀର । ନିଖୋଜ ମହିଳା ପଟ୍ଟାମୁଣ୍ଡାଇ ବ୍ଲକ ଅଳପୁଆ ଦାମୋଦର ପାଟଣାର ଶୁଚିସ୍ମିତା ଦାସ । ବ୍ରାହ୍ମଣୀ ନଦୀକୁ ଶୌଚ ହେବାକୁ ଯାଇଥିବାବେଳେ ମହିଳାଙ୍କୁ କୁମ୍ଭୀର ଟାଣି ନେଇଥିବା ସନ୍ଦେହ କରାଯାଉଛି । ଦୀର୍ଘ ସମୟ ଧରି … Read More

PMAY ତାଲିକାକୁ ନେଇ ତେଜିଲା ବିବାଦ, ଅଧିକାରୀଙ୍କୁ ତାଗିଦ କଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ଭୁବନେଶ୍ୱର : ସରକାରୀ ଅଧିକାରୀଙ୍କୁ ମନ୍ତ୍ରୀଙ୍କ ତାଗିଦ ବିବାଦ। କୃଷ୍ଣଚନ୍ଦ୍ର ପାତ୍ରଙ୍କ ବିରୋଧରେ ଅଭିଯୋଗ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀ ଚୟନକୁ ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଆଚରଣକୁ କେନ୍ଦ୍ର କରି ରାଜ୍ୟରେ ବିବାଦ … Read More

ବନ୍ୟା ସ୍ଥିତି ପରଖିଲେ ଜିଲ୍ଲାପାଳ, ୯ ପଞ୍ଚାୟତରେ ସ୍କୁଲ ଛୁଟି

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ୯ ପଂଚାୟତରେ ସ୍କୁଲ ଛୁଟି । ବନ୍ୟାକୁ ଦୃଷ୍ଟିରେ ରଖି ଆରଡ଼ି, ନାନ୍ଦପୁର, ସୁନ୍ଦରପୁର, ଓଳଗ, ମାଧପୁର, ଭୂଇଁବୃତୀ, ଖେରଙ୍ଗ, ନାଲଗୁଣ୍ଡା, ତେନ୍ତୁଳିଡ଼ିହି,ପଂଚାୟତରେ ସ୍କୁଲ ଛୁଟି କରାଯାଇଛି। ଗତକାଲି ଚାନ୍ଦବାଲି ବ୍ଳକର ବିଭିନ୍ନ ଅଞ୍ଚଳ ବୁଲି … Read More