କଲମ୍ବିଆରେ ଶକ୍ତିଶାଳୀ ଭୂମିକମ୍ପ : ୧୩୨ ମୃତ, ୨୭୦୦ ନିଖୋଜ
ନୂଆଦିଲ୍ଲୀ : କଲମ୍ବିଆରେ ଭୟଙ୍କର ଭୂମିକମ୍ପ ପରେ ଉଦ୍ଧାର ଓ ସନ୍ଧାନ ଅଭିଯାନ ଜୋରଦାର ଭାବେ ଜାରି ରହିଛି । ଭୂମିକମ୍ପର ତୀବ୍ରତା ୭.୪ ରହିଥିଲା । ଭୂମିକମ୍ପରେ ମୃତକଙ୍କ ସଂଖ୍ୟା ୧୩୨ରେ ପହଞ୍ଚିଥିବା ବେଳେ ୫୭୦ରୁ ଅଧିକ ଲୋକ ଆହତ ହୋଇଛନ୍ତି … Read More
