ସ୍ବାଧୀନତା ଦିବସ ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ସମେତ ୬ ସ୍ଥାନକୁ ବୋମା ଧମକ

ନୂଆଦିଲ୍ଲୀ: ସ୍ବାଧୀନତା ଦିବସ ପୂର୍ବରୁ ଦିଲ୍ଲୀର ହାଇକୋର୍ଟ ସମେତ ରାଜଧାନୀର ୬ ଟି ସ୍ଥାନକୁ ବୋମା ଧମକ ମିଳିଛି । ଧମକ ପାଇବା ପରେ ସୁରକ୍ଷା ଏଜେନ୍ସିଗୁଡିକ ସକ୍ରିୟ ହେବା ସହ ଯାଞ୍ଚକୁ ଜୋରଦାର ଆରମ୍ଭ କରିଛିନ୍ତି । ଇ-ମେଲ ମାଧ୍ୟମରେ ଏହି … Read More

‘ପାଣି ରୋକିଲେ ଯୁଦ୍ଧ ହେବ’, ପିଏମ୍ ମୋଦିଙ୍କୁ ପାକିସ୍ତାନର ଚେତାବନୀ!

ନୂଆଦିଲ୍ଲୀ: ଭାରତକୁ ପୁଣି ଆଖି ଦେଖାଇଲା ପାକିସ୍ତାନ|ପ୍ରଧାନମନ୍ତ୍ରୀ ଶାହବାଜଙ୍କ ମୁହଁରେ ଯୁଦ୍ଧ ଧମକ| ଭାରତ ଓ ପାକିସ୍ତାନ ମଧ୍ୟରେ ସିନ୍ଧୁ ଜଳ ସନ୍ଧିକୁ ନେଇ ପୁଣିଥରେ ଉତ୍ତେଜନା ବଢ଼ିଛି। ପାକିସ୍ତାନର ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଭାରତକୁ ଖୋଲାଖୋଲି … Read More

ଚମୋଲିରେ ସୁଡ଼ଙ୍ଗ ଭୁଶୁଡ଼ି ୭ ଶ୍ରମିକ ମୃତ, ୧୪ ଆହତ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ଚମୋଲି ଟନେଲ୍ ରେ ବଡ଼ ଅଘଟଣ। ମାଟି ଓ ପାଣି ପଶିବାରୁ ଫସିଗଲେ ଶ୍ରମିକ। ଉତ୍ତରାଖଣ୍ଡର ଚାମୋଲିରେ ନିର୍ମାଣଧୀନ ଜଳବିଦ୍ୟୁତ ସୁଡ଼ଙ୍ଗ ଭିତରକୁ ହଠାତ୍ ପାଣି ଏବଂ ମାଟି-ପଥର ପଶିଯିବା ଯୋଗୁଁ ୭ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି ଏବଂ … Read More

କ୍ବାର୍ଟରରୁ ସବଜେଲ ୱାର୍ଡରଙ୍କ ମୃତଦେହ ଉଦ୍ଧାର

ବ୍ରହ୍ମପୁର  : ସବ ଜେଲ ୱାର୍ଡରଙ୍କ ସନ୍ଦେହଜନକ ମୃତ୍ୟୁ । କ୍ବାର୍ଟରରୁ ସବଜେଲ ୱାର୍ଡରଙ୍କ ମୃତଦେହ ଉଦ୍ଧାର। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସବଜେଲ ୱାର୍ଡର ଶିବାନନ୍ଦ ସ୍ୱାଇଁଙ୍କ ମୃତ୍ୟୁ। ଶିବାନନ୍ଦ ସ୍ୱାଇଁ କୋଟିନଡା ଥାନା ନୂଆପଲ୍ଲୀ ଗାଁ ର l ଆଠ ଦିନ … Read More

ଲାଇନଚ୍ୟୁତ ହେଲା ତାଳଚେର-ପୁରୀ ଟ୍ରେନ୍‌, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ପୁରୀ : ପୁରୀ ରେଳଷ୍ଟେସନରେ ବଡ଼ ଧରଣର ଅଘଟଣରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ରେଳ ଟ୍ରାକରୁ ଖସିଗଲା ତାଳଚେର – ପୁରୀ ମେମୁ ଟ୍ରେନ୍ ଚକ୍ । ରେଳ ଷ୍ଟେସନକୁ ଟ୍ରେନଟି ପଶୁଥିବା ବେଳେ ୩ ନମ୍ବର ପ୍ଲାଟଫର୍ମର କିଛି … Read More

ସରକାରୀ ଜମିରେ ଗଞ୍ଜେଇ ଚାଷରେ ଲାଗିବ ରୋକ୍, ୬ ଜିଲ୍ଲାର ଜିଲ୍ଲାପାଳଙ୍କୁ ରାଜସ୍ୱ ସଚିବଙ୍କ ଚିଠି

ଭୁବନେଶ୍ଵର: ଏଣିକି ସରକାରୀ ଜମିରେ ବେଆଇନ ଗଞ୍ଜେଇ ଚାଷରେ ଲାଗିବ ସମ୍ପୂର୍ଣ୍ଣ ରୋକ୍ । ଗଞ୍ଜେଇ ଚାଷ ରୋକିବାକୁ ପ୍ରଶାସନ ପକ୍ଷରୁ ନିରନ୍ତର ଓ ସମନ୍ୱିତ ନିରୀକ୍ଷଣ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯିବ ।  ଏ ସଂକ୍ରାନ୍ତରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, … Read More

ଯୌତୁକ ପାଇଁ ସ୍ତ୍ରୀକୁ ମାରି ହାତ ବାନ୍ଧି ପୋଖରୀକୁ ଫିଙ୍ଗିଦେଲା ସ୍ୱାମୀ !

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡଗାଁ ଥାନା ଅନ୍ତର୍ଗତ ବେଲଦ୍ୱାର ଗାଁରେ ଏକ ମର୍ମନ୍ତୁଦ ଘଟଣା ସାମ୍ନାକୁ ଆସିଛି । ଯୌତୁକ ଜନିତ କଳହକୁ କେନ୍ଦ୍ର କରି ଜଣେ ନୃଶଂସ ସ୍ୱାମୀ ନିଜ ସ୍ତ୍ରୀଙ୍କୁ ନିର୍ମମ ଭାବେ ହତ୍ୟା କରିବା ପରେ ହାତ ବାନ୍ଧି … Read More

ଆସନ୍ତା ୧୭ରେ ହେବନି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

ଭୁବନେଶ୍ବର: ଆସନ୍ତା ସୋମବାର (ଅଗଷ୍ଟ ୧୭)ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିବ। ମୁଖ୍ୟମନ୍ତ୍ରୀଙ୍କ ଅନ୍ୟ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ଥିବାରୁ ଏହି ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବୋଲି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏକ … Read More

ବିଶିଷ୍ଟ ସେବା ପାଇଁ IPS ସଞ୍ଜୀବ ପଣ୍ଡାଙ୍କୁ ରାଷ୍ଟ୍ରପତି ପଦକ

ଭୁବନେଶ୍ୱର : IPS ସଞ୍ଜୀବ ପଣ୍ଡାଙ୍କୁ ରାଷ୍ଟ୍ରପତି ପଦକ । ବିଶିଷ୍ଟ ସେବା ପାଇଁ ସଞ୍ଜୀବ ପଣ୍ଡାଙ୍କୁ ରାଷ୍ଟ୍ରପତି ପଦକ । ୧୯୯୪ ବ୍ୟାଚ୍ ର ବରିଷ୍ଠ IPS, ନକ୍ସଲ ବିରୋଧୀ ଅଭିଯାନରେ ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା । ବିଶିଷ୍ଟ ସେବା ପାଇଁ … Read More

ମଧୁ ବାବୁ ପେନ୍‌ସନ୍ ଯୋଜନାରେ ପଡ଼ି ରହିଥିବା ଆବେଦନ ଯାଞ୍ଚ କରି ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ମଧୁ ବାବୁ ପେନ୍‌ସନ୍ ଯୋଜନାରେ ପଡ଼ି ରହିଥିବା ଆବେଦନଗୁଡ଼ିକର ଯାଞ୍ଚ ପାଇଁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ବିଭାଗୀୟ ସଚିବ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଆବେଦନଗୁଡ଼ିକର ତୁରନ୍ତ ଯାଞ୍ଚ କରିବାକୁ କହିଛନ୍ତି। ସୂଚନା ଅନୁଯାୟୀ, ମଧୁ ବାବୁ … Read More