Warder e1786720601723 300x220

କ୍ବାର୍ଟରରୁ ସବଜେଲ ୱାର୍ଡରଙ୍କ ମୃତଦେହ ଉଦ୍ଧାର

Spread the love

ବ୍ରହ୍ମପୁର  : ସବ ଜେଲ ୱାର୍ଡରଙ୍କ ସନ୍ଦେହଜନକ ମୃତ୍ୟୁ । କ୍ବାର୍ଟରରୁ ସବଜେଲ ୱାର୍ଡରଙ୍କ ମୃତଦେହ ଉଦ୍ଧାର। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସବଜେଲ ୱାର୍ଡର ଶିବାନନ୍ଦ ସ୍ୱାଇଁଙ୍କ ମୃତ୍ୟୁ। ଶିବାନନ୍ଦ ସ୍ୱାଇଁ କୋଟିନଡା ଥାନା ନୂଆପଲ୍ଲୀ ଗାଁ ର l ଆଠ ଦିନ ହେବ ସେ କାର୍ଯ୍ୟରେ ଯୋଗ ଦେଇଥିଲେ l ପୂର୍ବରୁ ସେ ପୁରୀ ଜେଲରେ କାମ କରୁଥିଲେ l ପାରିବାରିକ ଅଶାନ୍ତିରୁ ଆତ୍ମହତ୍ୟା କରିଥିବା ଅନୁମାନ କରୁଛି ପୋଲିସ l ଘଟଣା ସ୍ଥଳରେ ବ୍ରହ୍ମପୁର ଜେଲ ଡି ଆଇ ଜି ପହଞ୍ଚି ପରିଦର୍ଶନ କରିଛନ୍ତି l

Leave a Reply

Your email address will not be published. Required fields are marked *