ଝାଡ଼ଖଣ୍ଡରେ ଛାତ୍ର ଆନ୍ଦୋଳନ, ବିଫଳ ହେଲା ସରକାର-ଛାତ୍ରନେତାଙ୍କ ଆଲୋଚନା

ରାଞ୍ଚି:ଝାଡ଼ଖଣ୍ଡରେ ଛାତ୍ର ଆନ୍ଦୋଳନକୁ ନେଇ ସରକାର ଓ ଛାତ୍ରନେତାଙ୍କ ମଧ୍ୟରେ ଚାଲିଥିବା ଆଲୋଚନାରୁ ମିଳିଲାନି ସମ୍ପୂର୍ଣ୍ଣ ସମାଧାନ। ପ୍ରାୟ ୫ ଘଣ୍ଟା ଧରି ଆଲୋଚନା ହୋଇଥିଲେ ମଧ୍ୟ ଛାତ୍ରନେତାଙ୍କ ସମସ୍ତ ଦାବି ଉପରେ ସହମତି ହୋଇପାରିନାହିଁ। ଫଳରେ ଛାତ୍ର ଆନ୍ଦୋଳନ ଜାରି … Read More

ଅବତରଣ ବେଳେ ଲେଜର ଆଲୋକରେ ଶିକାର ହେଲା ବିମାନ; ବର୍ତ୍ତିଲେ ୧୫୯ ଯାତ୍ରୀ

କଲକାତା:କଲକାତା ବିମାନବନ୍ଦରରେ ବଡ ଅଘଟଣ।ମାଲେସିଆ ଏୟାରଲାଇନ୍ସର MH-184 ବିମାନଟି କଲକାତା ବିମାନବନ୍ଦରରେ ଅବତରଣ କରିବା ସମୟରେ ଲେଜର ଆଲୋକରେ ଶିକାର ହୋଇଛି।ବିମାନଟି କ୍ୱାଲାଲମ୍ପୁରରୁ ୧୫୯ ଜଣ ଯାତ୍ରୀଙ୍କୁ ନେଇ କଲକାତା ଆସୁଥିବା ବେଳେ ଘଟିଛି ଏଭଳି ଘଟଣା। ଲେଜର ଆଲୋକ ସିଧାସଳଖ କକପିଟ୍‌ ଦିଗକୁ ପଡ଼ିବାରୁ ପାଇଲଟ୍‌ଙ୍କ ଦୃଷ୍ଟି କିଛି ସମୟ ପାଇଁ ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, … Read More

ମମତା ବାନାର୍ଜୀଙ୍କ କାଫଲା ଉପରେ ପଥର ମାଡ଼

କଲକାତା : ଉତ୍ତର ୨୪ ପରଗନାର ହାଲିଶହରରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କାଫଲାକୁ ରବିବାର ଦିନ ପ୍ରତିବାଦକାରୀମାନେ ଅଟକାଇଥିଲେ। ସେମାନେ କାଫଲା ଉପରେ ପଥର ମାଡ଼ କରିଥିଲେ। ବାନାର୍ଜୀ ତୃଣମୂଳ କଂଗ୍ରେସ କର୍ମୀ ମୃତ ବିରଜୁ କେଓଟଙ୍କ ପରିବାରକୁ … Read More

ମହାକାଳଙ୍କୁ ଦର୍ଶନ କରି ଫେରିବା ବେଳେ ଦୁର୍ଘଟଣା, ଚାଲିଗଲା ୬ ଯୁବକଙ୍କ ଜୀବନ

ଉଜ୍ଜୈନ : ମଧ୍ୟପ୍ରଦେଶ ଧାର ଜିଲ୍ଲା ବଦନାବର-ଉଜ୍ଜୈନ ହାଇୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୬ ଜଣ ଯୁବକଙ୍କ ଜୀବନ ଚାଲିଯାଇଛି । ଦୁର୍ଘଟଣା ଗ୍ରାମ ପଞ୍ଚକବାସା ନିକଟରେ ଅପରାହ୍ନ ୧ଟାରେ ହୋଇଥିବା ଜଣାପଡିଛି । ଏକ ଦ୍ରୁତଗାମୀ ଡମ୍ପର … Read More

କଶ୍ମୀର ଉପମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ

ଜମ୍ମୁ କଶ୍ମୀର : ଜମ୍ମୁ-କଶ୍ମୀରର ଉପ ମୁଖ୍ୟମନ୍ତ୍ରୀ ସୁରିନ୍ଦର ଚୌଧୁରୀଙ୍କ କାରକେଡ଼ରେ ସାମିଲ ଥିବା ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଜମ୍ମୁ କଶ୍ମୀରର ଗାଙ୍ଗ୍ୟାଲରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ସମୟରେ କାରକେଡ଼ରେ ଉପମୁଖ୍ୟମନ୍ତ୍ରୀ ନଥିଲ … Read More

ଚୀନରେ ଟାଇଫୁନ୍ ଡଲଫିନ୍ ର ତାଣ୍ଡବ, ରେଡ୍ ଆଲର୍ଟ ଜାରି

ନୂଆଦିଲ୍ଲୀ: ଟାଇଫୁନ୍ ଡଲଫିନ୍ ଚୀନ୍‌ର ପୂର୍ବ ଉପକୂଳରେ ସ୍ଥଳଭାଗ ଛୁଇଁଛି। ଝଡ଼ର ତୀବ୍ରତାକୁ ଦୃଷ୍ଟିରେ ରଖି, ଚୀନ୍‌ର ଜାତୀୟ ପାଣିପାଗ ବିଭାଗ ରବିବାର ଦିନ ଏକ ରେଡ୍ ଆଲର୍ଟ ଜାରି କରିଛି। ଝଡ଼ ଆସିବା ମାତ୍ରେ ଝେଜିଆଙ୍ଗ ପ୍ରଦେଶର ଉପକୂଳବର୍ତ୍ତୀ ଅଞ୍ଚଳରେ … Read More

କଥା ହେଲେ ଜେଡି ଭାନ୍ସ ଓ ପିଏମ୍ ମୋଦି, ଆହୁରି ମଜଭୁତ ହେବ ଭାରତ-ଆମେରିକା ସମ୍ପର୍କ

ନୂଆଦିଲ୍ଲୀ: ମୋଦୀ-ଭାନ୍ସ ଫୋନରେ ଆଲୋଚନା । ମୋଦିଙ୍କୁ ଫୋନ୍ କଲେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ । ଭାରତ-ଆମେରିକା ସମ୍ପର୍କ ନେଇ ବଡ଼ ଆଲୋଚନା । ଆହୁରି ମଜଭୁତ ହେବ ଭାରତ-ଆମେରିକା ସମ୍ପର୍କ । ରଣନୈତିକ ଭାଗିଦାରୀ ଉପରେ ଫୋକସ୍ । ବାଣିଜ୍ୟରୁ … Read More

୧୬୯ ଜନଜାତି ଗୋଷ୍ଠୀକୁ ST ତାଲିକାରେ ସାମିଲ କରିବା ନେଇ ନବୀନଙ୍କ ଦାବି

ଭୁବନେଶ୍ୱର : ରାଜ୍ୟର ୧୬୯ଟି ଜନଜାତି ଗୋଷ୍ଠୀକୁ ଅନୁସୂଚିତ ଜନଜାତି ତାଲିକାରେ ସାମିଲ କରାଯାଉ । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଉଦ୍ୟମ ଜାରି ରହିବ। ଶଙ୍ଖ ଭବନରେ ଆୟୋଜିତ ବିଶ୍ୱ ଆଦିମ ଜନଜାତି ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ଏହି କହିଛନ୍ତି ବିଜେଡି … Read More

ଢେପାଗୁଡ଼ାରେ ଭୂ-ସ୍ଖଳନ ଆଶଙ୍କା; ପ୍ରଶାସନର ନିଷେଧାଜ୍ଞା ସ୍ୱତ୍ତେ ଭିଟାମାଟି ଛାଡୁନାହାନ୍ତି ଗ୍ରାମବାସୀ

ଭଞ୍ଜନଗର:ବାରମ୍ବାର ଭୂ-ସ୍ଖଳନ ଘଟି ଜନ ଜୀବନ ପ୍ରତି ବିପଦ ସୃଷ୍ଟି କରିଥିବା ଢ଼େପଗୁଡ଼ା ଗ୍ରାମବାସୀଙ୍କ ପାଇଁ ଏବେ ନିର୍ଣ୍ଣାୟକ ସ୍ଥିତି ଉପୁଜିଛି। ଗୁରୁବାର ରାତିରେ ଗ୍ରାମର ବିଜୟ ନାୟକ, ଅନନ୍ତ ନାୟକ ଓ ବୃନ୍ଦା ନାୟକଙ୍କ ଘର ସମ୍ମୁଖରେ ଭୁ – … Read More

ଓଡ଼ିଶା ହାଇକୋର୍ଟର ୨ ବିଚାରପତିଙ୍କ ବଦଳି ପାଇଁ ସୁପାରିଶ

ଭୁବନେଶ୍ୱର: ସୁପ୍ରିମକୋର୍ଟ କଲେଜିୟମ ଓଡ଼ିଶା ହାଇକୋର୍ଟର ଦୁଇଜଣ ବିଚାରପତିଙ୍କୁ ବଦଳି କରିବାକୁ ସୁପାରିଶ କରିଛନ୍ତି। ସୁପ୍ରିମକୋର୍ଟଙ୍କ ଦ୍ୱାରା ଜାରି ଏକ ବିବୃତ୍ତି ଅନୁଯାୟୀ, ଅଗଷ୍ଟ ୬ ତାରିଖରେ ଅନୁଷ୍ଠିତ କଲେଜିୟମର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। କଲେଜିୟମ ଜଷ୍ଟିସ ମାନଶ ରଞ୍ଜନ … Read More