ବିଜେପିର ନୂଆ ଟିମ୍‌ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନ୍ଥନ; ଯୁବପିଢ଼ିଙ୍କ ସହ ଯୋଡ଼ିହେବା ଉପରେ ଗୁରୁତ୍ୱ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ସନ୍ଧ୍ୟାରେ ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ପହଞ୍ଚି ଦଳର ନବନିଯୁକ୍ତ ଜାତୀୟ ପଦାଧିକାରୀଙ୍କ ସହ ବୈଠକ କରିଛନ୍ତି। ନୂତନ ଟିମ୍‌ ଘୋଷଣା ହେବା ପରେ ପ୍ରଧାନମନ୍ତ୍ରୀଙ୍କ ସହ ଏହା ପ୍ରଥମ ସାକ୍ଷାତ୍‌କାର।ବୈଠକ ପରେ ପ୍ରଧାନମନ୍ତ୍ରୀ ‘ଏକ୍ସ’ରେ … Read More

ଛିନ୍ଦୱାଡ଼ା ଜିଲ୍ଲା ହସ୍ପିଟାଲ ନବଜାତ ୱାର୍ଡରେ ଅଗ୍ନିକାଣ୍ଡ, ଜଣେ ମୃତ, ୨ ଗୁରୁତର

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ଛିନ୍ଦୱାଡ଼ା ଜିଲ୍ଲା ହସ୍ପିଟାଲରେ ନବଜାତ NICU ରେ ଅଗ୍ନିକାଣ୍ଡ ହୋଇଛି । ଶନିବାର ମଧ୍ୟରାତ୍ରିରେ ଏକ ୱାର୍ମର ମେସିନରେ ହଠାତ୍ ସ୍ପାର୍କିଂ ହୋଇ ନିଆଁ ଲାଗିଯାଇଥିଲା । ଫଳରେ ୱାର୍ଡରେ ଥିବା ତିନୋଟି ନବଜାତ ଶିଶୁ ଗୁରୁତର ଭାବେ … Read More

୫ ପଥଚାରୀଙ୍କ ଉପରେ ମାଡ଼ିଗଲା ବୋଲେରୋ, ୪ ମୃତ

ଜୟପୁର : ରାଜସ୍ଥାନର ଜୟପୁର ଗ୍ରାମୀଣ ଜିଲ୍ଲାରେ ଏକ ବୋଲେରୋ ଧକ୍କାରେ ୪ ମୃତ୍ୟୁ ହୋଇଛି । ଫାଗି ଥାନା ଅଞ୍ଚଳରେ ରାସ୍ତା କଡ଼ରେ ଚାଲି ଚାଲି ଘରକୁ ଫେରୁଥିବା ୫ ଜଣଙ୍କୁ ବୋଲେରୋ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ୪ … Read More

ବିଦ୍ୟୁତ୍ ବିଭ୍ରାଟ ଯୋଗୁ ପରୀକ୍ଷାରୁ ବଞ୍ଚିତ ହେଲେ ୪୯ ପରୀକ୍ଷାର୍ଥୀ

ଜୟପୁର:ସାରା ଦେଶରେ ପ୍ରଶ୍ନ ପତ୍ର ଲିକ୍ ଘଟଣା ଚର୍ଚ୍ଚାର କେନ୍ଦବିନ୍ଦୁ ସାଜିଥିବା ବେଳେ ପୁଣି ବିଦ୍ୟୁତ ବିଭ୍ରାଟ କାରଣରୁ ପରୀକ୍ଷାରୁ ବଞ୍ଚିତ ହେଲେ ୪୯ ପରୀକ୍ଷାର୍ଥୀ। ଏଭଳି ଅଭାବନୀୟ ଘଟଣା ଘଟିଛି ରାଜସ୍ଥାନର ଜୟପୁର ସ୍ଥିତ ଏକ ପରୀକ୍ଷା କେନ୍ଦ୍ରରେ।  ଅଖିଳ … Read More

ସିମେଣ୍ଟ କାରଖାନାରେ ବିସ୍ଫୋରଣ, ୩ ଇଞ୍ଜିନିୟରଙ୍କ ମୃତ୍ୟୁ

ଝାଡ଼ଖଣ୍ଡ : ଝାଡ଼ଖଣ୍ଡର ରାମଗଢ ଜିଲ୍ଲାର ବରକାକାନା ଅଞ୍ଚଳରେ ଥିବା ଏକ ସିମେଣ୍ଟ କାରଖାନାରେ ଭୟଙ୍କର ଦୁର୍ଘଟଣା ଘଟିଛି । ବରକାକାନା ହେହଲସ୍ଥିତ ମା ଛିନ୍ନମସ୍ତିକା ସିମେଣ୍ଟ ଆଣ୍ଡ ଇସ୍ପାତ ପ୍ରାଇଭେଟ୍ ଲିମିଟେଡରେ ଟର୍ବାଇନ୍ ବିସ୍ଫୋରଣକୁ ନେଇ ଆତଙ୍କ ସୃଷ୍ଟି ହୋଇଛି । … Read More

ଅର୍କେଷ୍ଟ୍ରା ଦେଖୁଥିବା ବେଳେ ଚଢିଗଲା ବସ୍, ୫ ମୃତ ଓ ଅନେକ ଆହତ

ବିହାର: ବିହାରର ପଶ୍ଚିମୀ ଚମ୍ପାରଣରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏକ ବସ୍ ନିୟନ୍ତ୍ରଣ ହରାଇ ଅର୍କେଷ୍ଟ୍ରା ଦେଖୁଥିବା ଲୋକଙ୍କୁ ଧକ୍କା ଦେଇଥିବା ଜଣାପଡିଛି । ଫଳରେ ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ କେତେକ ଆହତ ହୋଇଛନ୍ତି … Read More

ମୋବାଇଲ ପାଇଁ ଉଜୁଡ଼ିଗଲା ପୁରା ପରିବାର, ପାହାଡ଼ରୁ ଡେଇଁ ବାପ-ପୁଅ-ମାଆ ମୃତ

ମହାରାଷ୍ଟ୍ରର : ମୋବାଇଲ ଉଜାଡିଦେଲା ପୁରା ପରିବାର । ସାମାନ୍ୟ ମୋବାଇଲ ଦେଖିବା ଅଜବ ଜିଦରୁ ଚାଲିଗଲା ବାପା-ପୁଅ -ମାଙ୍କ ଜୀବନ । ଆଖି ପିଛୁଳାକେ ଉଜୁଡ଼ିଗଲା ପୂରା ପରିବାର ।  ମୋବାଇଲ ବ୍ୟବହାରକୁ ନେଇ ତାଗିଦ କରିବାରୁ ପାହାଡ଼ରୁ ଡେଇଁଲା … Read More

ବୌଦ୍ଧ ମଠ ଉପରେ ମିଆଁମାର ସେନାର ଏୟାରଷ୍ଟ୍ରାଇକ; ୧୪ ମୃତ, ୨୦ ଆହତ

ନୂଆଦିଲ୍ଲୀ:ଶୁକ୍ରବାର ଦିନ ମିଆଁମାର ସେନା କେନ୍ଦ୍ରୀୟ ସାଗାଇଙ୍ଗ ଅଞ୍ଚଳରେ (monastery in Sagaing Region)ଥିବା ଏକ ବୌଦ୍ଧ ମଠ ଉପରେ ଏୟାରଷ୍ଟ୍ରାଇକ କରିଛି । ଏହି ଆକ୍ରମଣରେ ଏକ ସପ୍ତାହ ବ୍ୟାପୀ ଧ୍ୟାନ ଶିବିରରେ ଅଂଶଗ୍ରହଣ କରୁଥିବା ୧୪ ଜଣ ଲୋକଙ୍କ … Read More

ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ସରକାରୀ ଡ୍ରାଇଭିଂ ଟ୍ରେନିଂ ସ୍କୁଲର ପୂର୍ବତନ ଅଧ୍ୟକ୍ଷଙ୍କୁ ୩ ବର୍ଷ ଜେଲ

ଭୁବନେଶ୍ୱର : ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଭୁବନେଶ୍ୱର ସରକାରୀ ଡ୍ରାଇଭିଂ ଟ୍ରେନିଂ ସ୍କୁଲର ପୂର୍ବତନ ଅଧ୍ୟକ୍ଷ ପ୍ରଭାକର ବେହେରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।  ଭୁବନେଶ୍ୱରସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ତାଙ୍କୁ ୩ ବର୍ଷ କାରାଦଣ୍ଡ ସହ ଏକ ଲକ୍ଷ … Read More

ପିଆଜ ଦର ଆକାଶ ଛୁଆଁ, କେଜି ଛୁଇଁଲା ୫୦ ଟଙ୍କା

କଟକ: ପିଆଜ ଦର ଆକାଶ ଛୁଆଁ । କଟକ ଛତ୍ର ବଜାର ପରିବା ମାର୍କେଟରେ ପିଆଜ କେଜି ରହିଛି ୫୦ଟଙ୍କା । ୩ କେଜିକୁ ୧୪୦ ଟଙ୍କା ରହିଛି। କିଛି ଦିନ ତଳେ ପିଆଜ ୩୫ ଟଙ୍କା ରହିଥିଲା । ହଠାତ ପିଆଜ … Read More