ବଦଳିବ ଆଇଟି ନିୟମ ; ୩ ଘଣ୍ଟାରେ ହଟିବ ବେଆଇନ ଏଆଇ ବିଷୟବସ୍ତୁ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଦେଶର ଆଇଟି ନିୟମକୁ ଅଧିକ କଠୋର କରିବାକୁ ଯାଉଛନ୍ତି। ଏହି କ୍ରମରେ ବର୍ତ୍ତମାନର ନିୟମରେ ସଂଶୋଧନ ପାଇଁ ଇଲେକଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବଦ୍ୟା ମନ୍ତ୍ରାଳୟ (ଏମଇଟି) ପ୍ରସ୍ତାବ ଦେଇଛି। ପ୍ରସ୍ତାବିତ ନିୟମରେ ବେଆଇନ ଏଆଇ ବିଷୟବସ୍ତୁ … Read More

ଟ୍ରମ୍ପଙ୍କ ହେଲିକପ୍ଟର ନିକଟରେ ଉଡ଼ିଲା ଯାତ୍ରୀବାହୀ ବିମାନ

ୱାଶିଂଟନ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୁରକ୍ଷା ବ୍ୟବସ୍ଥାରେ ଏକ ବଡ଼ ଧରଣର ତ୍ରୁଟି ପରିଲକ୍ଷିତ ହୋଇଛି। ରାଷ୍ଟ୍ରପତିଙ୍କ ସରକାରୀ ହେଲିକପ୍ଟର ‘ମାରିନ୍ ୱାନ୍’ ଏକ ଯାତ୍ରୀବାହୀ ବିମାନର ଅତି ନିକଟତର ହୋଇଯାଇଥିବା ଜଣାପଡ଼ିଛି। ଏହି ଗୁରୁତର ସୁରକ୍ଷା ତ୍ରୁଟିକୁ … Read More

୩ ଝିଅ ଥାଇ ବି ବୃଦ୍ଧାଶ୍ରମ କର୍ମଚାରୀ କଲେ ଅନ୍ତିମ ସଂସ୍କାର, ଭିଡିଓ କଲରେ ଦେଲେ ବାପାଙ୍କୁ ଶେଷ ବିଦାୟ

ହରିୟାଣା: ହରିୟାଣାର ସୋନିପତରୁ ଆସିଛି ଏକ ଦୁଃଖଦ ଘଟଣା । ଯାହା ଶୁଣିବା ପରେ ଅନେକ ଲୋକ ଭାବପ୍ରବଣ ହୋଇପଡ଼ିଛନ୍ତି । ଜୀବନ ସାରା ଯେଉଁ ସନ୍ତାନଙ୍କ ପାଇଁ ବାପା-ମା’ ସବୁକିଛି କରନ୍ତି, ସେହି ସନ୍ତାନମାନେ ଯଦି ଶେଷ ସମୟରେ ସାଥିରେ ନ … Read More

ସ୍କୁଲରେ ଗୁଳିକାଣ୍ଡ, ୬ ମୃତ

ବ୍ୟାଙ୍କକ: ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକର ଏକ ସ୍କୁଲ ପରିସରରୁ ଏକ ଭୟଙ୍କର ଗୁଳିକାଣ୍ଡ ଘଟଣା ସାମ୍ନାକୁ ଆସିଛି । ଯେଉଁଥିରେ ୩ଜଣ ଶିକ୍ଷକ ଏବଂ ତିନି ଜଣ ଛାତ୍ରଙ୍କ ସମେତ ଅତି କମରେ ଛଅ ଜଣଙ୍କର ମୃତ୍ୟୁ ଘଟିଛି । ଯାହା ସମସ୍ତଙ୍କୁ … Read More

ମେଟାକୁ ୫୦୦୦ କୋଟି ଜରିମାନା ନିର୍ଦ୍ଦେଶ ଦେଲେ କୋର୍ଟ

ନୂଆଦିଲ୍ଲୀ : ଇନଷ୍ଟାଗ୍ରାମ ଏବଂ ଫେସବୁକର ମୂଳ କମ୍ପାନୀ Metaକୁ ନ୍ୟୁ ମେକ୍ସିକୋର ଏକ କୋର୍ଟର ବଡ଼ ଝଟକା । ସୋସିଆଲ ମିଡିଆ ଦ୍ୱାରା ଯୁବକମାନଙ୍କୁ କ୍ଷତି ପହଞ୍ଚାଇବା ପାଇଁ କମ୍ପାନୀକୁ କ୍ଷତିପୂରଣ ପାଇଁ ୫୬୭ ନିୟୁତ କିମ୍ବା ୫୦୦୦ କୋଟି ଟଙ୍କା … Read More

ହସ୍ତତନ୍ତ ଦିବସରେ ମୋଦିଙ୍କ ଆହ୍ୱାନ, ହସ୍ତଶିଳ୍ପକୁ ପ୍ରୋତ୍ସାହିତ କରିବାକୁ କଲେ ନିବେଦନ

ନୂଆଦିଲ୍ଲୀ: ଜାତୀୟ ହସ୍ତତନ୍ତ ଦିବସରେ ସ୍ଥାନୀୟ ବସ୍ତ୍ର ଏବଂ ପାରମ୍ପାରିକ ହସ୍ତଶିଳ୍ପକୁ ପ୍ରୋତ୍ସାହିତ କରିବାକୁ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଦେଶକୁ ସମ୍ବୋଧିତ କରି ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି । ସ୍ଥାନୀୟ ବସ୍ତ୍ରର ଲୋକପ୍ରିୟତା … Read More

ଗୁଜରାଟରେ ବିରଳ ଦୃଶ୍ୟ, କୂଅ ଭିତରେ ପାଣିର ଢେଉ

ଗୁଜରାଟ: ଗୁଜରାଟରେ ଅଜବ ଦୃଶ୍ୟ । କୂଅ ଭିତରେ ପାଣିର ଢେଉ । ୧୮ ଫୁଟ ଗଭୀର କୂଅର ପାଣି ହଠାତ ନିଜେ ନିଜେ ଢେଉ ଭଳି ଦୋହଲିବା ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକେ ଏହାକୁ ପ୍ରେତାତ୍ମା … Read More

ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ପରବର୍ତ୍ତୀ କିସ୍ତି ଟଙ୍କା

ଭୁବନେଶ୍ବର: ସୁଭଦ୍ରା ଯୋଜନାର ହିତାଧିକାରୀଙ୍କ ପାଇଁ ଆସିଛି ଖୁସି ଖବର । ଆସନ୍ତା ରାକ୍ଷୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରା ଯୋଜନାର ପରବର୍ତ୍ତୀ କିସ୍ତି ଟଙ୍କା ପ୍ରଦାନ କରାଯିବ। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି । ଉପମୁଖ୍ୟମନ୍ତ୍ରୀଙ୍କ କହିବା ଅନୁଯାୟୀ, … Read More

ଚଳନ୍ତା ଟ୍ରେନରୁ ଯୁବକଙ୍କୁ ଠେଲିଦେଲେ ଅଜଣା ବ୍ୟକ୍ତି

ଭୁବନେଶ୍ୱର : ଚଳନ୍ତା ଟ୍ରେନରୁ ଯୁବକଙ୍କୁ ଠେଲିଦେଲେ ଅଜଣା ବ୍ୟକ୍ତି । ଏନେଇ ଅଭିଯୋଗ ପରେ ତଦନ୍ତ କରୁଛି ଭୁବନେଶ୍ବର ଜିଆରପି । ମଞ୍ଚେଶ୍ୱର ରେଳଷ୍ଟେସନ ନିକଟରେ ଯୁବକଙ୍କୁ ଚଳନ୍ତା ଟ୍ରେନରୁ ଠେଲିଦେଇଥିବା ଅଭିଯୋଗ ହୋଇଛି । ଯୁବକଙ୍କ ଡାହାଣ ହାତରେ ଆଘାତ … Read More

ଓଡ଼ିଶାରେ ଲୁହାପଥର ଉତ୍ପାଦନ କରିବ କୋଲ୍‌ ଇଣ୍ଡିଆ

ଭୁବନେଶ୍ୱର: ଓଡ଼ିଶାରେ ଲୁହାପଥର ଉତ୍ପାଦନ କରିବ କୋଲ୍‌ ଇଣ୍ଡିଆ। କେବଳ କୋଇଲା କ୍ଷେତ୍ରରେ ସୀମିତ ଥିବା କୋଲ୍‌ ଇଣ୍ଡିଆ ଏହାର ବିବିଧକରଣ ନୀତି ଅନୁସାରେ ଅନ୍ୟ କ୍ଷେତ୍ରରେ ପ୍ରବେଶ କରିବାକୁ ଯାଉଛି। ପ୍ରଥମ ଥର ପାଇଁ କମ୍ପାନୀ କୋଇଲା ଖଣି ବାହାରେ … Read More