ଏଯାଏଁ ଶକ୍ତିଶାଳୀ ହୋଇନି ଏଲ୍‌ନିନୋ, ତଥାପି ବିଶ୍ୱ ଉପରେ ଭୟଙ୍କର ପ୍ରଭାବ

ନୂଆଦିଲ୍ଲୀ: ପ୍ରଶାନ୍ତ ମହାସାଗରରେ ଏଲ୍‌ନିନୋ କ୍ରମଶଃ ଶକ୍ତିଶାଳୀ ହେଉଛି। ତେବେ ଏହି ଘଟଣା ଏଯାଏଁ ତା’ର ସର୍ବୋଚ୍ଚ ସ୍ତରରେ ପହଞ୍ଚି ନ ଥିଲେ ମଧ୍ୟ ବିଶ୍ୱର ବିଭିନ୍ନ ଅଞ୍ଚଳରେ ଏହାର ପ୍ରଭାବ ଦେଖାଦେଇଛି। ବୈଜ୍ଞାନିକମାନଙ୍କ ଆକଳନ ଅନୁସାରେ, ୨୦୨୬-୨୭ର ଏଲ୍‌ନିନୋ ଅତି … Read More

ଝାଡ଼ଖଣ୍ଡ ସରକାରଙ୍କୁ ଶକ୍ତ ଝଟକା, JPSC ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରହିତାଦେଶ

ରାଞ୍ଚି: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କ ସରକାରଙ୍କୁ ଶକ୍ତ ଝଟକା ଲାଗିଛି। ଝାଡ଼ଖଣ୍ଡ ହାଇକୋର୍ଟ JPSC ପରୀକ୍ଷା ରଦ୍ଦ କରିବା ନେଇ ସରକାରଙ୍କ ନିଷ୍ପତ୍ତି ଉପରେ ରହିତାଦେଶ ଜାରି କରିଛନ୍ତି। ଏହାସହ ଏହି ମାମଲାରେ ୧୫ ଦିନ ମଧ୍ୟରେ ଜବାବ ଦାଖଲ … Read More

ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ, ୧୯୮୪ ଦଙ୍ଗା ମାମଲାରେ ଆଜୀବନ ସଜା କାଟୁଥିଲେ

ନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ ଘଟିଛି। ୧୯୮୪ ଶିଖ୍‌-ବିରୋଧୀ ଦଙ୍ଗା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ଭୋଗୁଥିବା ସଜ୍ଜନ କୁମାର ଅସୁସ୍ଥତା ଯୋଗୁଁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲକୁ ଆସିଥିଲେ। ତେବେ ଡାକ୍ତର ତାଙ୍କୁ ମୃତ … Read More

ପତ୍ନୀ ଓ ଭଉଣୀକୁ ହତ୍ୟା କରିବା ପରେ ନିଜ ଜୀବନ ହାରିଲେ ବ୍ୟାଙ୍କ କର୍ମଚାରୀ

ଲକ୍ଷ୍ନୌ : ଲକ୍ଷ୍ନୌର ଗୋମତୀ ନଗର ଅଞ୍ଚଳରେ ଜଣେ ବ୍ୟାଙ୍କ କର୍ମଚାରୀ ନିଜ ସ୍ତ୍ରୀ ଓ ଭଉଣୀଙ୍କୁ ଗୁଳି କରି ହତ୍ୟା କରିବା ପରେ ନିଜ ଜୀବନକୁ ଶେଷ କରିଛନ୍ତି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି … Read More

କ୍ୟାନସରକୁ ହରାଇବ ମଡେର୍ଣ୍ଣା ଟିକା

ନୂଆଦିଲ୍ଲୀ : କ୍ୟାନସରକୁ ହରାଇବ ମଡେର୍ଣ୍ଣା ଟିକା । ମଡେର୍ଣ୍ଣା ଏବଂ ମର୍କ କମ୍ପାନୀର କ୍ୟାନସର ଟିକା ‘ଇନଟିସମେରାନ୍’  ଏକ ଐତିହାସିକ ଶେଷ ପର୍ଯ୍ୟାୟ ବା ଫେଜ୍-୩ କ୍ଲିନିକାଲ୍ ପରୀକ୍ଷାରେ ସଫଳତା ପାଇଛି । ଏହି ବଡ଼ ସଫଳତା ଯୋଗୁଁ ବିଶ୍ୱର ପ୍ରଥମ … Read More

ଆସିଲା ସୁପ୍ରିମ ରାୟ, ସନ୍ତାନଙ୍କୁ ସମ୍ପତ୍ତିରୁ ବେଦଖଲ କରିପାରିବେ ମାତାପିତା

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଣି କରିଛନ୍ତି । ବୟସ ବଢିବାର ଅର୍ଥ ନୁହେଁ ଯେ, ଅପମାନ ହେବା । ପ୍ରତ୍ୟେକ ବ୍ୟକ୍ତିଙ୍କୁ ଜୀବନ ସାରା ସମ୍ମାନର ସହ ବଞ୍ଚିବାର ଅଧିକାର ରହିଛି । ଯଦି ବାପା-ମାଙ୍କ ସୁରକ୍ଷାରେ କିମ୍ବା ଭରଣପୋଷଣରେ … Read More

ପ୍ରିନ୍ସିପାଲଙ୍କୁ ୨୭ ଥର ଛୁରି ଭୁସି ହତ୍ୟା କଲା ଛାତ୍ର

ହାଇଦ୍ରାବାଦ: ତେଲଙ୍ଗାନାର ନଲଗୋଣ୍ଡା ଜିଲ୍ଲାରେ ଜଣେ ସ୍କୁଲର ପ୍ରିନ୍ସିପାଲଙ୍କୁ ହତ୍ୟା କରିବା ଅଭିଯୋଗରେ ଦୁଇଜଣ ଦଶମ ଶ୍ରେଣୀ ଛାତ୍ରଙ୍କୁ ଗିରଫ କରିଛି ପୋଲିସ । ନାଗାର୍ଜୁନ ପବ୍ଲିକ ସ୍କୁଲର ପ୍ରିନ୍ସିପାଲ ୪୯ ବର୍ଷୀୟା କାଲ୍ଲୁ ରୂପା ରେଡ୍ଡୀ ଅଗଷ୍ଟ ୧୧ରେ ନିଜ ଘରେ … Read More

କେନିଆରେ ବିମାନ ଦୁର୍ଘଟଣା, ୭ ମୃତ

ନୂଆଦିଲ୍ଲୀ : କେନିଆର ସାମ୍ବୁରୁ କାଉଣ୍ଟିରେ ଏକ ପର୍ଯ୍ୟଟକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ । ଏହି ଦୁର୍ଘଟଣାରେ ଇକ୍ୱାଡୋରର ଗୁଇନ୍ଦା ମୁଖ୍ୟ ମିକେଲ ସେନ୍ସି-କୋଣ୍ଟୁଗି, ତାଙ୍କ ପତ୍ନୀଙ୍କ ସମେତ ମୋଟ ୭ ଜଣଙ୍କ ମୃତ୍ୟୁ ଘଟିଛି । କେନିଆ ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ … Read More

ତହସିଲଦାରଙ୍କ ଘରେ ଭିଜିଲାନ୍ସ,, ଗାଡ଼ି ଯାଞ୍ଚ ବେଳେ ୫ ଲକ୍ଷ ଟଙ୍କା ଜବତ

ସୁନ୍ଦରଗଡ଼ : ଭିଜିଲାନ୍ସ ଟିମ୍ ୫ ଲକ୍ଷ ଟଙ୍କା ନଗଦ ଜବତ କରିଛି । ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ତହସିଲଦାର ତଥା ସବ୍‌ରେଜିଷ୍ଟ୍ରାର ମୁରଲୀଧର ଉର୍ମାଲଙ୍କୁ ରାଜାବସା ଛକ ନିକଟରେ  କାବୁ କରିଛି । ମୁରଲୀଧର ଉର୍ମାଲ ଲାଠିକଟା କାର୍ଯ୍ୟାଳୟରୁ ଭଡ଼ା ଅଫିସ୍ … Read More

ବିଲ ପାଣିରୁ ମୃତଦେହ ମିଳିବା ଘଟଣା: ମିଳିଲା ଯୁବକଙ୍କ କଟାମୁଣ୍ଡ, ବଳି ଦେଇଥିବା ଚର୍ଚ୍ଚା

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ଏକ ବିଲରୁ ମୁଣ୍ଡ ବିହୀନ ମୃତଦେହ ମିଳିବା ଘଟଣାର ନୂଆ ମୋଡ। ମୃତ ଯୁବକ ଜଣକ ବଗଡା ଗାଁର ସନ୍ତୋଷ ଖର୍ସେଲ (୪୦) ହୋଇଥିବା ବେଳେ ତାଙ୍କୁ ବିଭତ୍ସ ହତ୍ୟା କରାଯାଇଥିବା ଜଣାପଡିଛି। … Read More