ନାଇଜେରିଆରେ ଡଙ୍ଗା ବୁଡ଼ି ୫୦ରୁ ଅଧିକ ମୃତ

ଆବୁଜା: ନାଇଜେରିଆର ଉତ୍ତର-ପଶ୍ଚିମ ସୋକୋଟୋ ରାଜ୍ୟରେ ଡଙ୍ଗା ବୁଡ଼ି ଅତି କମ୍‌ରେ ୫୦ ଜଣଙ୍କ ମୃତ୍ୟୁ ହୋଇଛି। ଗୋରାଉ ଅଞ୍ଚଳ ନିକଟ ଗୋରୋନ୍ୟୋ ପାଖ ନଦୀରେ ଗୁରୁବାର ଏହି ଦୁର୍ଘଟଣା ଘଟିଥିବା ଅଧିକାରୀମାନେ କହିଛନ୍ତି। ମୃତକଙ୍କ ମଧ୍ୟରେ ପ୍ରାୟ ୪୦ ଜଣ ଶିଶୁ … Read More

୩୧ ଯାଏ ବଢ଼ିଲା ପ୍ରଧାନମନ୍ତ୍ରୀ ଫସଲ ବୀମା ପଞ୍ଜୀକରଣ ଅବଧି

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଖରିଫ-୨୦୨୬ ପାଇଁ ଚାଲିଥିବା ପଞ୍ଜୀକରଣ ଅବଧି ଅଗଷ୍ଟ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପ୍ରାକୃତିକ ବିପର୍ଯ୍ୟୟ ଏବଂ ଅନ୍ୟାନ୍ୟ ଅନିଶ୍ଚିତତା ହେତୁ … Read More

FIR ରୁଜୁ ଦାବିରେ ସଂସଦ ମାର୍ଗ ଥାନାରେ ରାହୁଲ ଗାନ୍ଧୀଙ୍କ ଧାରଣା

ନୂଆଦିଲ୍ଲୀ : ଦିଲ୍ଲୀ ସଂସଦ ମାର୍ଗ ଥାନାରେ ହାଇଭୋଲଟେଜ୍ ଡ୍ରାମା । ଛାତ୍ର ଆନ୍ଦୋଳନ ବେଳେ ପେଲେଟ୍ ମାଡ଼ ଘଟଣାରେ FIR ରୁଜୁ ଦାବିରେ ସଂସଦ ମାର୍ଗ ଥାନାରେ ଥାନାରେ ରାହୁଲ ଗାନ୍ଧୀ ଧାରଣା ଦେଇଛନ୍ତି । ଜୁଲାଇ ୨୦ରେ ଦିଲ୍ଲୀରେ ହୋଇଥିବା … Read More

ମଲ୍ ରେ ଧସିଲା ସେଣ୍ଟ୍ରିଂ, ୩ ଶ୍ରମିକ ମୃତ

ମଥୁରା : ମଥୁରା ବୃନ୍ଦାବନରେ ଏକ ନିର୍ମାଣାଧୀନ ମଲରେ ଅଭାବନୀୟ ଅଘଟଣ । ଓମେକ୍ସ କୋର୍ଟୟାର୍ଡ ମଲ୍ ରେ ଢଳେଇ କାମ ଚାଲିଥିବା ବେଳେ ହଠାତ୍ ସେଣ୍ଟ୍ରିଂ ଧସିବା ଯୋଗୁଁ ୩ ଜଣ ଶ୍ରମିକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ଘଟଣାରେ … Read More

ଜୟପୁରରେ ସରକାରୀ ସ୍କୁଲରେ ପହଞ୍ଚିଥିଲେ CJP କର୍ମୀ, ଆକ୍ରମଣ କଲେ ଗ୍ରାମବାସୀ

ଜୟପୁର : ରାଜସ୍ଥାନର ଜୟପୁରରେ CJP କର୍ମୀଙ୍କୁ ଆକ୍ରମଣ କରିଛନ୍ତି ଗ୍ରାମବାସୀ । CJP କର୍ମୀଙ୍କୁ ଠେଲାପେଲା କରିବା ସହ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ ଗ୍ରାମବାସୀ । ରାଜସ୍ଥାନ ଜୟପୁରର ରାମପୁରା କନୱରପୁରାଠାରେ ଥିବା ଏକ ସରକାରୀ ସ୍କୁଲ ପରିଦର୍ଶନ ସମୟରେ କୋକ୍ରୋଚ୍ … Read More

ଆଲାସ୍କାରେ ଚାର୍ଟର ବିମାନ ଦୁର୍ଘଟଣାଗ୍ରସ୍ତ, ୮ ମୃତ

ଆମେରିକା : ଆମେରିକାର ଆଲାସ୍କାର ପଶ୍ଚିମ ଅଞ୍ଚଳରେ ଏକ ଚାର୍ଟର୍ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ବିମାନରେ ୨ ପାଇଲଟଙ୍କ ସହିତ ୬ ଜଣ ଯାତ୍ରୀ ରହିଥିଲେ । ବିମାନରେ ମୋଟ ୮ ଜଣ ଥିଲେ । ମୃତକମାନଙ୍କ ପରିଚୟ ସମ୍ପର୍କରେ … Read More

ଆସନ୍ତାକାଲି ଭଦ୍ରକ ଜିଲ୍ଲାର ୧୩୯ ସ୍କୁଲ ବନ୍ଦ

ଭଦ୍ରକ: ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲାର ୧୩୯ଟି ସ୍କୁଲକୁ ଆସନ୍ତାକାଲି ପାଇଁ ଛୁଟି ଘୋଷଣା କରାଯାଇଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ସୂଚନା ଅନୁଯାୟୀ, ଭଦ୍ରକ, ତିହିଡ଼ି, ଧାମନଗର … Read More

ସ୍ତ୍ରୀକୁ ଘରକୁ ଫେରାଇ ଆଣିବା ଲାଗି ନରବଳି, ଅଭିଯୁକ୍ତ ଗିରଫ

ବଲାଙ୍ଗିର : ସ୍ତ୍ରୀ ଘରକୁ ଫେରିବ ବୋଲି ନରବଳି । ବଲାଙ୍ଗିର ଥାନା ବଗଡା ଗାଁରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ପାରିବାରିକ ଶାନ୍ତି ଓ ସ୍ଵାମୀ ସ୍ତ୍ରୀ ବିବାଦ ସମାଧାନ ସହିତ ସ୍ତ୍ରୀ ନିଜଘରକୁ ଫେରିବ ବୋଲି ନରବଳି ।  … Read More

 ମଞ୍ଚେଶ୍ଵର ଷ୍ଟେସନରେ ଟ୍ରେନ ଧକ୍କାରେ ଯୁବକ ମୃତ

ବାରଙ୍ଗ : ମଞ୍ଚେଶ୍ଵର ରେଳ ଷ୍ଟେସନରେ ଟ୍ରେନ ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି । ଯୁବକଙ୍କ ପରିଚୟ ମିଳି ପାରିନଥିବା ବେଳେ ତାଙ୍କ ବୟସ ଅନୁମାନ ୪୦ ହେବ। ସେ ଆଖପାଖ ଅଞ୍ଚଳରେ କାର୍ଯ୍ୟ କରୁଥିବା ଅନୁମାନ କରାଯାଉଛି । ଯୁବକ ଜଣକ … Read More

ଅନଲାଇନ ଡ୍ରାଇଭରଙ୍କ ହିଂସାତ୍ମକ ଆଚରଣ, କ୍ଷମା ମାଗିଲା ଅଟୋ ଚାଳକ ସଂଘ

ଭୁବନେଶ୍ୱର : କ୍ଷମା ମାଗିଲା ଅଟୋ ଡ୍ରାଇଭର ସଂଘ ।  ମାଷ୍ଟରକ୍ୟାଣ୍ଟିନରେ ଅନଲାଇନ ଅଟୋ ଚାଳକଙ୍କ ହିଂସାତ୍ମକ ଆଚରଣ ।  ମୁହଁ ଖୋଲିଲେ ସ୍ମାର୍ଟ ସିଟି ଅନଲାଇନ ଟ୍ୟାକ୍ସି ଓ ଅଟୋମହାସଂଘର ସଭାପତି ଦୀନବନ୍ଧୁ ନାୟକ ।  ସେଦିନର ଘଟଣା ପାଇଁ ଜନସାଧାରଣଙ୍କୁ … Read More