ଭୋଜି ଖାଇ ୭୦ରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ
ଜଳେଶ୍ୱର : ଭୋଜି ଖାଇବା ପରେ ଅଚାନକ ଆରମ୍ଭ ହେଲା ଝାଡ଼ାବାନ୍ତି । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଖରିଦା ଗ୍ରାମରେ ଏହି ଘଟଣା ଦେଖାଦେଇଛି । ଏକ ଘର ପ୍ରତିଷ୍ଠା ଉତ୍ସବରେ ଭୋଜି ଖାଇବା ପରେ ଅଚାନକ ଝାଡ଼ାବାନ୍ତି ବ୍ୟାପିବାରୁ … Read More
