‘ଗୋ-ବ୍ୟାକ୍’ ନାରାକୁ ନେଇ ନବୀନଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର

ସମ୍ବଲପୁର : ‘ନିଟ୍’ ବିବାଦକୁ କେନ୍ଦ୍ର କରି ରାଜ୍ୟରେ ବିଜୁ ଜନତା ଦଳ ଏବଂ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ତୀବ୍ର ହେବାରେ ଲାଗିଛି । ଶନିବାର ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲଠାରେ ଆୟୋଜିତ ଏକ … Read More

ଏଣିକି NHରୁ ହଟିବେ ବୁଲା ଗାଈ ଗୋରୁ, ରାସ୍ତା କଡ଼ରେ ପ୍ରତି ୧୦୦ କିମିରେ ରହିବ ଗୋଶାଳା

ଭୁବନେଶ୍ୱର: ଦୁର୍ଘଟଣା ରୋକିବାକୁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ। ଏଣିକି NHରୁ ହଟିବେ ଗୋରୁ ଗାଈ। ପରିବହନ ବିଭାଗ, NHAI ଓ ପ୍ରାଣୀ ସମ୍ପଦ ବିଭାଗର ମିଳିତ ଆକ୍ସନ। ରାସ୍ତା କଡ଼ରେ ପ୍ରତି ୧୦୦ କିମିରେ ହେବ ଗୋଟିଏ ଗୋଶାଳା। ଏନେଇ … Read More

ଆଇଆଇଟି ଦିଲ୍ଲୀର ୫୭ତମ ସମାବର୍ତ୍ତନ ସମାରୋହ, ‘ବିକଶିତ ଭାରତ’ ପାଇଁ ଯୁବପିଢ଼ିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ: ମୋଦୀ

ନୂଆଦିଲ୍ଲୀ:ଆଇଆଇଟି ଦିଲ୍ଲୀର ସମାବର୍ତ୍ତନ ଉତ୍ସବରେ ଶନିବାର ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତ ଗଠନ ଓ ଦେଶର ବିକାଶରେ ଯୁବପିଢ଼ିର ଭୂମିକା ନେଇ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଅବସରରେ ଛାତ୍ରମାନଙ୍କ ମନରେ ଭବିଷ୍ୟତକୁ ନେଇ ଚାଲିଥିବା ଚିନ୍ତାଧାରାର ଉଦାହରଣ ଦେବା … Read More

ପ୍ରବଳ ବର୍ଷାରେ ଭୁଶୁଡ଼ିଲା ୨ ମହଲା କୋଠା

ଉତ୍ତରପ୍ରଦେଶ : ଦେଶରେ ଲଗାତାର ହେଉଥିବା ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ୟୁପି ଆଗ୍ରାରେ ଲଗାତାର ହେଉଥିବା ବର୍ଷା ଯୋଗୁଁ ଦୁଇ ମହଲା ବିଲିଡିଂ ଭୁଶୁଡ଼ି ପଡିଛି । ଘଟଣା ଥାନା ଛତ୍ତା ଅଞ୍ଚଳରେ ବେଲନଗଂଜ ବଜାରରେ … Read More

ଖାଇକୁ ଖସିଲା ଘରୋଇ ବସ୍, ୭ ମୃତ

ହିମାଚଳ ପ୍ରଦେଶ: ଆଜି ସକାଳେ ହିମାଚଳ ପ୍ରଦେଶ ଚମ୍ବା ଜିଲ୍ଲାର ତୀସା-ବୈରଗଡ଼ ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୭ଜଣଙ୍କର ଦୁଃଖଦ ମୃତ୍ୟୁ ଘଟିଥିବାବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି । ଚାଲୁଜ ମୋଡ଼ ନିକଟରେ ବସଟି ଓଲଟି … Read More

ମାତ୍ର ୩ରୁ ୪ ଘଣ୍ଟାରେ ମିଳିବ ଏଲପିଜି ସିଲିଣ୍ଡର, ‘ଇଣ୍ଡେନ୍ ଏକ୍ସଟ୍ରାଲାଇଟ୍ ନାଉ’ ସେବା ଲଞ୍ଚ କଲା ଇଣ୍ଡିଆନ ଅଏଲ

ନୂଆଦିଲ୍ଲୀ: ରୋଷେଇ ପାଇଁ ଏଲପିଜି ଗ୍ୟାସ ସିଲିଣ୍ଡର ବୁକ୍ କରିବା ପରେ ଆଉ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଗ୍ରାହକମାନଙ୍କୁ ଅଧିକ ସୁବିଧା ଏବଂ ଦ୍ରୁତ ସେବା ଯୋଗାଇଦେବା ପାଇଁ ଇଣ୍ଡିଆନ ଅଏଲ୍ ପକ୍ଷରୁ ଏକ ନୂଆ ଏବଂ … Read More

ରୁଷ ତେଲକୁ ନେଇ ଭାରତର ନୂଆ ଟେନସନ୍, ଆମେରିକା ସିନେଟ୍‌ରେ ବିଲ୍ ପାସ୍

ନୂଆଦିଲ୍ଲୀ: ରୁଷ ତେଲକୁ ନେଇ ଭାରତର ନୂଆ ଟେନସନ। US ସିନେଟ୍ ରେ ପାସ୍ ରୁଷ ପ୍ରତିବନ୍ଧକ ବିଲ। ରୁଷ ତେଲ କିଣୁଥିବା ଦେଶ ଉପରେ ଆମେରିକାର ନଜର। ଭାରତ-ଚୀନକୁ ପ୍ରଭାବିତ କରିପାରେ ନୂଆ ପ୍ରତିବନ୍ଧକ ବିଲ। ରୁଷ ଉପରେ ଆର୍ଥିକ ଚାପ … Read More

ହନି ଟ୍ରାପ୍‌ରେ IAF ୱିଙ୍ଗ କମାଣ୍ଡର୍, ପାକିସ୍ତାନକୁ ଗୋପନୀୟ ସୂଚନା ଦେଇ ବନ୍ଧା ହେଲେ

ନୂଆଦିଲ୍ଲୀ: ହନି ଟ୍ରାପ୍‌ରେ ପଡି ଫଶିଗଲେ IAF ୱିଙ୍ଗ କମାଣ୍ଡର୍। ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ୍ ଭାରତୀୟ ବାୟୁସେନାର ଜଣେ ୱିଙ୍ଗ କମାଣ୍ଡରଙ୍କୁ ପ୍ରତିରକ୍ଷା କାଗଜପତ୍ର ଲିକ୍ କରିବା ଅଭିଯୋଗରେ ଗିରଫ କରିଛି। ଜାତୀୟ ପ୍ରତିରକ୍ଷା ସମ୍ପର୍କିତ ସମ୍ବେଦନଶୀଳ ସୂଚନା ଲିକ୍ … Read More

ଚୀନକୁ ଭାରତର କଡ଼ା ଜବାବ; ମାନଚିତ୍ରରେ ସାମିଲ ହେଲା ଅରୁଣାଚଳ ପ୍ରଦେଶର ୨୭ଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନର ନାମ

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ବିଭିନ୍ନ ଅଞ୍ଚଳ ଓ ସ୍ଥାନଗୁଡ଼ିକର ନାମ ବାରମ୍ବାର ବଦଳାଇବାକୁ ଚୀନ୍‌ କରିଆସୁଥିବା କୁତ୍ସିତ ପ୍ରୟାସକୁ ଭାରତ ଜବରଦସ୍ତ କାଉଣ୍ଟର କରିଛି । ବେଜିଂର ଏଭଳି ଅମୂଳକ ଓ କାଳ୍ପନିକ ନାମକରଣକୁ ଖାରଜ କରି ଭାରତ ସରକାର ଅରୁଣାଚଳ … Read More

ଭାରତ ସମେତ ୫ ଦେଶ ଉପରେ ୧୦୦% ଟାରିଫ୍ ଲଗାଇପାରେ ଆମେରିକା

ନୂଆଦିଲ୍ଲୀ: ରୁଷର ତୈଳ ଏବଂ ଗ୍ୟାସ ବିକ୍ରୟ ଉପରେ କଟକଣା ଲଗାଇବା ପାଇଁ ଆମେରିକାର ସେନେଟ୍ ଏକ ବିଲକୁ ମଞ୍ଜୁର କରିଛି। ଏହି ବିଲ୍ କାର୍ଯ୍ୟକାରୀ ହେବା ଦ୍ୱାରା ଭାରତ, ଚୀନ୍, ଜାପାନ ଏବଂ କିଛି ୟୁରୋପୀୟ ଦେଶ ଉପରେ ସର୍ବାଧିକ … Read More