ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ, ବଜ୍ରାଘାତରେ ଗୁରୁତର ମହିଳାଙ୍କୁ ଷ୍ଟ୍ରେଚରରେ ବୋହିଲେ ଗ୍ରାମବାସୀ
ଯାଜପୁର : ଦେଢ଼ କିମି ଷ୍ଟ୍ରେଚରରେ ବୁହାହେଲେ ବ୍ରଜଘାତରେ ଶିକାର ହୋଇଥିବା ମହିଳା । ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ସିହା ପଞ୍ଚାୟତ ମଙ୍ଗରାଜପୁର ଗାଁରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଦୃଶ୍ୟ । ଆଜି ଅପରାହ୍ନରେ ବର୍ଷା ସହ ବିଜୁଳି ମାରିବାରୁ … Read More
