ନାବାଳିକାକୁ ଗଣଦୁଷ୍କର୍ମ: ୫ ଗିରଫ
ଗୁଆହାଟୀ: ଆସାମର ବିଶ୍ୱନାଥ ଜିଲ୍ଲାର ଜଣେ ୧୫ ବର୍ଷୀୟା ନାବାଳିକାକୁ ଚଳନ୍ତା ଗାଡ଼ିରେ ଅନେକ ମାସ ଧରି ବାରମ୍ବାର ଗଣଦୁଷ୍କର୍ମ କରିବା ଅଭିଯୋଗରେ ପାଞ୍ଚ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଅପରାଧରେ ବ୍ୟବହୃତ ଗାଡି ଜବତ କରାଯାଇଛି ବୋଲି ପୁଲିସ ନିଶ୍ଚିତ କରିଛି। … Read More
