ଛୁରୀ ଭୁଷି ଯୁବକଙ୍କୁ ହତ୍ୟା

ଟିଟିଲାଗଡ଼ : ଟିଟିଲାଗଡ଼ ସହର ଅନ୍ତର୍ଗତ ମଦଭାଟି ପଡ଼ାରେ ଜଣେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଥବା ଅଭିଯୋଗ ହୋଇଛି। ଯୁବକ ଜଣକ ସତୀଶ ଶବରୱାଲଙ୍କ ପୁଅ ଜିତେନ ମାଝୀ(୩୫) ବୋଲି ଜଣାପଡିଛି। ସେ ଟିଟିଲାଗଡ଼ ଠାରେ ପୁଲିସର ୧୧୨ ଗାଡିରେ … Read More

ମହିଳା ଶୌଚାଳୟରେ ସ୍ପାଏ କ୍ୟାମେରା ଲଗାଇ ଚାକିରିରୁ ବିଦା ହେଲେ ସରକାରୀ ବାବୁ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରଥମ ମହଲାରେ ଥିବା ମହିଳା ଶୌଚାଳୟ ଭିତରେ ସ୍ପାଏ କ୍ୟାମେରା ଲଗା ଯାଇଥିବା ଘଟଣା ସାରା ରାଜ୍ୟରେ ଚହଳ ପକାଇଥିଲା। ଘଟଣାରେ ସଞ୍ଜୟ ଅଧେକା ନାମକ ଜଣେ କର୍ମଚାରୀଙ୍କୁ ନିଲମ୍ବିତ କରିଛି … Read More

ଶୀତଳ ଷଷ୍ଠୀ ପାଇଁ ୧କୋଟି ୮ଲକ୍ଷ ଘୋଷଣା

ସମ୍ବଲପୁର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆଦେଶ କ୍ରମେ ସମ୍ବଲପୁର ଜିଲ୍ଲା ଶୀତଳ ଷଷ୍ଠୀ ପର୍ବ ପାଳନ ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ୧ କୋଟି ୮ଲକ୍ଷ ଟଙ୍କା ଆର୍ଥିକ ଅନୁଦାନ ରାଶି ପ୍ରଦାନ … Read More

ସରକାରୀ ଅର୍ଥ ହଡ଼ପ ଅଭିଯୋଗ: ସମବାୟ ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

କଟକ : ଭିଜିଲାନ୍ସ ଜାଲରେ ସମବାୟ ଅଧିକାରୀ ।  ୩୩ ଲକ୍ଷ ୮୦ ହଜାର ଟଙ୍କା ସରକାରୀ ଅର୍ଥ ହଡ଼ପ ଅଭିଯୋଗରେ ସମବାୟ ଅଧିକାରୀଙ୍କୁ ଗିରଫ କରିଛି ଭିଜିଲାନ୍ସ ।  ଅନୁଗୁଳ ଜିଲ୍ଲାର ସମବାୟ ବ୍ୟାଙ୍କିଂ ବ୍ୟବସ୍ଥାରେ ଏହି ୩୩ ଲକ୍ଷ ୮୦ … Read More

ମହାନଦୀ ଜଳ ବିବାଦକୁ ନେଇ ୨ ରାଜ୍ୟ ମଧ୍ୟରେ ଅନେକ ପ୍ରସଙ୍ଗରେ ସହମତି ହୋଇଛି, ଜୁନ ୬ରେ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ : ମହାନଦୀ ଜଳ ବିବାଦଗକୁ ନେଇ ଓଡ଼ିଶା-ଛତିଶଗଡ଼ ମଧ୍ୟରେ ଅନେକ ପ୍ରସଙ୍ଗରେ ସହମତି ହୋଇଛି। ଟ୍ରିବ୍ୟୁନାଲ ନିକଟରେ ୧୫ଟି ପ୍ରସଙ୍ଗ ଦାଖଲ ହୋଇଥିଲା। ସେଥିରୁ ୧୨ଟି ପ୍ରସଙ୍ଗରେ ଦୁଇଟି ରାଜ୍ୟ ମଧ୍ୟରେ ସହମତି ପ୍ରକାଶ ପାଇଥିବା ଟ୍ରିବ୍ୟୁନାଲ କହିଛନ୍ତି। ମହାନଦୀ ଟ୍ରିବ୍ୟୁନାଲ … Read More

୧୦ ଦିନ ମଧ୍ୟରେ ଦାବି ପୂରଣ ନ ହେଲେ ଧର୍ମଘଟ କରିବ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ

ଭୁବନେଶ୍ୱର : ସରକାରଙ୍କୁ ୧୦ ଦିନ ସମୟ ଦେଲା ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ।  ଦାବି ପୂରଣ ପାଇଁ ୧୦ ଦିନର ମହଲତ ।  ଦାବି ପୂରଣ ନ ହେଲେ ଧର୍ମଘଟକୁ ଓହ୍ଲାଇବ ସଂଘ ।  ଗଡିବ ନାହିଁ ବସ। … Read More

ପ୍ରେମ ପାଇଁ ଥାର୍ ଚଢାଇ ହତ୍ୟା।, ୫ ଗିରଫ

ଭୁବନେଶ୍ୱର : ପ୍ରେମ ପାଇଁ ରାସ୍ତାରେ ମର୍ଡର । ଥାର ଗାଡ଼ି ଚଢାଇ ହତ୍ୟା। ଭୁବନେଶ୍ବର ଚନ୍ଦ୍ରଶେଖରପୁର ଥାନା ହିଟ ଆଣ୍ଡ ରନ୍ ମାମଲାରେ ନୂଆ ଟୁଇଷ୍ଟ । ପ୍ରେମ ପାଇଁ ପ୍ରେମିକଙ୍କ ମଧ୍ୟରେ ବିବାଦ ନେଇଛି ହତ୍ୟାର ରୂପ । ମୃତ … Read More

ଝାରସୁଗୁଡ଼ାରେ ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର

ଝାରସୁଗୁଡା: ଡକାୟତି ଉଦ୍ୟମ ବେଳେ ପୋଲିସ ଏନକାଉଣ୍ଟର । ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ କଦମଘାଟ ନିକଟରେ ପୋଲିସର ଏନକାଉଣ୍ଟର । ଦୁର୍ଦ୍ଦାନ୍ତ ଅପରାଧୀ ଜୟ ଚୌହାନ ଆହତ ହୋଇଛନ୍ତି । ଜୟର ଗୋଡ଼ରେ ବାଜିଛି ଗୁଳି । ତା ନାଁରେ … Read More

କାରକୁ ଧକ୍କା ଦେଇ ୫୦୦ ମିଟର ଘୋଷାଡ଼ି ନେଲା ହାଇଓ୍ବା

ଭୁବନେଶ୍ବର: ଆତଙ୍କ ଖେଳାଇଲା ହାଇଓ୍ବା ଟ୍ରକ। ରାଜଧାନୀରେ ରାସ୍ତା ଉପରେ ହାଇଓ୍ବେ ହରର । କାରକୁ ଧକ୍କା ଦେଇ ୫୦୦ ମିଟର ଘୋଷାଡ଼ି ନେଲା ହାଇଓ୍ବା ଟ୍ରକ । ଏନ୍ ଏଚ ୧୬ ଉପରେ ଘଟିଛି ଛାତିଥରା ଦୃଶ୍ୟ । ବିଳମ୍ବିତ … Read More

କାଳବୈଶାଖୀର ତାଣ୍ଡବ : ବଜ୍ରାଘାତରେ ୪ ଗୁରୁତର

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ବାଳୁଅକଟା ଗ୍ରାମରେ ବଜ୍ରାଘାତରେ ଚାରି ଜଣ ଗୁରୁତର ଗୁରୁତରଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗୁରୁତର ମାନେ ହେଲେ ବାଳୁଅକଟା ଗ୍ରାମର ସରୋଜ ଗୋଚ୍ଛାୟତ, ସ୍ତ୍ରୀ କଳ୍ପନା ଗୋଚ୍ଛାୟତ, … Read More