Bus 6 e1780153646284 300x170

୧୦ ଦିନ ମଧ୍ୟରେ ଦାବି ପୂରଣ ନ ହେଲେ ଧର୍ମଘଟ କରିବ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ

Spread the love

ଭୁବନେଶ୍ୱର : ସରକାରଙ୍କୁ ୧୦ ଦିନ ସମୟ ଦେଲା ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ।  ଦାବି ପୂରଣ ପାଇଁ ୧୦ ଦିନର ମହଲତ ।  ଦାବି ପୂରଣ ନ ହେଲେ ଧର୍ମଘଟକୁ ଓହ୍ଲାଇବ ସଂଘ ।  ଗଡିବ ନାହିଁ ବସ। ବସ ଭଡ଼ା ବୃଦ୍ଧି ଏବଂ ବାର୍ଷିକ ରକ୍ଷଣାବେକ୍ଷଣ ବାବଦରେ ବେଶ୍ ପ୍ରାଇଜ ବୃଦ୍ଧି କରି ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ରାଜ୍ୟ ସରକାରଙ୍କୁ ସ୍ମାରକ ପତ୍ର ପ୍ରଦାନ କରିବାକୁ ଆଜି ସଂଘର କାର୍ଯ୍ୟକାରୀ କମଟି ବୈଠକ ଅନୁଷ୍ଠିତ ବସିଥିଲା ।  ସମସ୍ତ ଜିଲ୍ଲାରୁ କର୍ମକର୍ତ୍ତା ବୈଠକରେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *