ଦୀପାବଳି ଯାଏଁ ଆନ୍ଦୋଳନ ସ୍ଥଗିତ: ଅଭିଜିତ୍ ଦୀପକେ

ନୂଆଦିଲ୍ଲୀ: ଦୀପାବଳିରେ ପରିବାର ସହ ସମୟ ବିତାନ୍ତୁ। ସେ ଯାଏଁ ଆନ୍ଦୋଳନ ସ୍ଥଗିତ ରହିବ। ଏନେଇ କକ୍ରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଏବଂ ସଂଯୋଜକ ଅଭିଜିତ୍ ଦୀପକେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଦଳର ସହ-ସଂଯୋଜକ ଆଶୁତୋଷ ରାଙ୍କା … Read More

ଟାଇଗର ଶ୍ରଫଙ୍କୁ ଗୁଳିମାଡ଼ ଘଟଣା: ୩ ଅଭିଯୁକ୍ତଙ୍କୁ ୧୦ ଦିନିଆ ରିମାଣ୍ଡରେ ନେଲା ପୋଲିସ

ମୁମ୍ବାଇ : ବଲିଉଡ୍ ଅଭିନେତା ଟାଇଗର ଶ୍ରଫଙ୍କୁ ଟାର୍ଗେଟ୍ କରି ହୋଇଥିବା ଗୁଳିମାଡ଼ ଘଟଣାରେ ୩ ଅଭିଯୁକ୍ତଙ୍କୁ ୧୦ଦିନିଆ ରିମାଣ୍ଡରେ ନେଲା ପୋଲିସ । ୩୧ ଯାଏଁ ପୋଲିସ ରିମାଣ୍ଡରେ ୩ ଅଭିଯୁକ୍ତ । ଗିରଫ ହୋଇଥିବା ୩ ଅଭିଯୁକ୍ତଙ୍କୁ ୩୧ ତାରିଖ … Read More

ପିକଅପ୍ ଭ୍ୟାନ୍ ଚଢ଼ାଇ ୨ ଯୁବକଙ୍କୁ ହତ୍ୟା

କର୍ଣ୍ଣାଟକ: ମୋବାଇଲ୍ ପାଇଁ ମର୍ଡର । ମୋବାଇଲ୍ କୁ କେନ୍ଦ୍ର କରି ଝଗଡ଼ା । ପରେ ପିକଅପ୍ ଭ୍ୟାନ୍ ମାଡ଼ିଦେଇ କର୍ଣ୍ଣାଟକରେ ୨ ଜଣଙ୍କୁ ହତ୍ୟା କରାଯାଇଛି । ସୋମବାର ସନ୍ଧ୍ୟାରେ କର୍ଣ୍ଣାଟକ ମାଙ୍ଗାଲୁରୁର ଏକ ପେଟ୍ରୋଲ ପମ୍ପ ନିକଟରେ ମର୍ମନ୍ତୁଦ ଘଟଣା … Read More

ମୂର୍ତ୍ତି ବିସର୍ଜନ ବେଳେ ଓଲଟିଲା ଡଙ୍ଗା, ବୁଡ଼ିଗଲେ ୪ ଯୁବକ

ରାଜସ୍ଥାନ : ରାଜସ୍ଥାନ କୋଟାର କୋଟଡି ସହରରେ ଡଙ୍ଗାରେ ବିସର୍ଜନ ପାଇଁ ଯାଉଥିବା ବେଳେ ୬ଜଣ ବୁଡି ଯାଇଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇ ଜଣ ଉଦ୍ଧାର ହୋଇଥିବା ବେଳେ ୪ ଜଣ ନିଖୋଜ ଅଛନ୍ତି । ନିଖୋଜଙ୍କ ସନ୍ଧାନ ପାଇଁ ଅଗ୍ନିଶମ … Read More

ଦିଲ୍ଲୀ ଏୟାରପୋର୍ଟରେ ୩ ଘଣ୍ଟା ଅଟକ ରହିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କଲା ଆପ୍

ନୂଆଦିଲ୍ଲୀ : ଦିଲ୍ଲୀ ବିମାନବନ୍ଦରରେ ଅଟକ ରହିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ । ବିଳମ୍ବିତ ରାତିରେ ଦିଲ୍ଲୀ ଏୟାରପୋର୍ଟରେ ପ୍ୟାରିସରୁ ଫେରୁଥିବା ବେଳେ ଭଗୱନ୍ତ ସିଂ ମାନଙ୍କୁ ୩ ଘଣ୍ଟା ଦିଲ୍ଲୀ ଏୟାରପୋର୍ଟରେ ଅଟକ ରଖାଯାଇଥିଲା । ଘଟଣାକୁ ଆମ୍ ଆଦମୀ ପାର୍ଟି ନିନ୍ଦା … Read More

କଇଁଚିରେ ଆକ୍ରମଣ କରି ଦୁଇ ସନ୍ତାନଙ୍କୁ ହତ୍ୟା କଲା ମା’, ନିଜେ ବି ହାରିଲା ଜୀବନ

ନୂଆଦିଲ୍ଲୀ: ପିଲାମାନେ ଜିଦ୍‌ କରିବେ, ବାହାରକୁ ଖେଳିବାକୁ ଯିବେ । କିନ୍ତୁ ଏତିକି କଥାରେ, ନିଜ ଜନ୍ମକଲା ପିଲାଙ୍କୁ ମା’ ହତ୍ୟା କରିଦେବ, ଭାବିଲେ ଲୋମ ଟାଙ୍କୁରି ଉଠିବ । ଠିକ୍‌ ଏଭଳି ଏକ ଲୋକହର୍ଷଣକାରୀ ଘଟଣା ରାଜସ୍ଥାନର ଅଲଓ୍ବର ଜିଲ୍ଲାରେ ଘଟିଛି … Read More

ନିୟନ୍ତ୍ରଣ ହରାଇ ଚଢ଼ିଗଲା କାର, ୯ ଶ୍ରମିକ ମୃତ

ଚଣ୍ଡିଗଡ଼: ପଂଜାବର ସଂଗରୁର ଜିଲ୍ଲାରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ଦ୍ରୁତଗାମୀ କାର ନିୟନ୍ତ୍ରଣ ହରାଇଛି। ଫଳରେ କାରଟି ମନେରେଗା ଶ୍ରମିକଙ୍କ ଉପରେ ଚଢ଼ି ଯାଇଛି। ଦୁର୍ଘଟଣା କାରଣରୁ ୯ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିଲା ବେଳେ ଅନ୍ୟ କିଛି … Read More

କାର୍ – ବସ୍ ଧକ୍କା, ଚାଲିଗଲା ୫ ଜଣଙ୍କ ଜୀବନ

ମହାରାଷ୍ଟ୍ର: ମହାରାଷ୍ଟ୍ରର ବୀଡ଼ ଜିଲ୍ଲାରେ ଘଟିଛି ଏକ ଭୟଙ୍କର ସଡ଼କ ଦୁର୍ଘଟଣା । ଖାମଗାଓଁ-ପଣ୍ଢରପୁର ଜାତୀୟ ରାଜପଥର ମାଜଲଗାଓଁ ତାଲୁକା ଅନ୍ତର୍ଗତ ଶିନ୍ଦେୱାଡ଼ି ଫାଟା ନିକଟରେ ଏକ କାର୍ ଓ ST ବସ୍ ମଧ୍ୟରେ ଭୟଙ୍କର ଧକ୍କା ହୋଇଛି । ଏହି ଦୁର୍ଘଟଣାରେ … Read More

ବଲିଉଡ ଅଭିନେତା ଟାଇଗର ଶ୍ରଫଙ୍କୁ ଗୁଳିମାଡ଼

ମୁମ୍ବାଇ: ମୁମ୍ବାଇରେ ବଲିଉଡ ଅଭିନେତା ଟାଇଗର ଶ୍ରଫଙ୍କ ଉପରେ ଆକ୍ରମଣ ହୋଇଛି। ମୁମ୍ବାଇର ଜୁହୁରେ ଅଭିନେତାଙ୍କୁ ଗୁଳି କରାଯାଇଥିଲା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଟାଇଗରଙ୍କ ଉପରେ ହୋଇଥିବା ଏହି ମରଣାନ୍ତକ ଆକ୍ରମଣ ଖବର ସମଗ୍ର ସିନେ ଜଗତରେ ଭୟର … Read More

ଆସନସୋଲ୍ ପାୱାର ପ୍ଲାଣ୍ଟରେ ନିର୍ମାଣାଧୀନ ଚିମିନି ଭୁଶୁଡ଼ି ୪ ମୃତ

କୋଲକତା : ପଶ୍ଚିମବଙ୍ଗର ଆସନସୋଲରେ ଏକ ପାୱାର ପ୍ଲାଣ୍ଟର ନିର୍ମାଣାଧୀନ ଚିମିନିର ଏକ ଅଂଶ ଭୁଶୁଡ଼ି ପଡ଼ିବାରୁ ୪ ଜଣଙ୍କ ମୃତ୍ୟୁ ହୋଇଛି । ସହରର ଜାମୁଡ଼ିଆ ଅଞ୍ଚଳରେ ଥିବା ଶ୍ୟାମ୍ ଏସ୍ଇଏଲ୍ ଆଣ୍ଡ ପାୱାର ଲିମିଟେଡରେ ଏହି ଦୁର୍ଘଟଣା ଘଟିଛି … Read More