ଫେବ୍ରୁଆରୀରେ ମୋଦି ଆସୁଛନ୍ତି ହ୍ବାଇଟ ହାଉସ, ଟ୍ବିଟ କରି ସୂଚନା ଦେଲେ ଟ୍ରମ୍ପ

ନୂଆଦିଲ୍ଲୀ : ଫେବ୍ରୁଆରୀରେ ପୁଣି ପ୍ରଧାନମନ୍ତ୍ରୀ ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭେଟଘାଟକୁ ନେଇ ଚର୍ଚ୍ଚା । ନିଜେ ଟ୍ବିଟ କରି ଏହି ସୂଚନା ଦେଇଛନ୍ତି ଟ୍ରମ୍ପ । ଗଣମାଧ୍ୟମକୁ ଇଣ୍ଟରଭ୍ୟୁରେ ଟ୍ରମ୍ପ କହିଛନ୍ତି ସୋମବାର ଭାରତର ପ୍ରଦାନମନ୍ତ୍ରୀ … Read More

ଉତ୍କର୍ଷ ଓଡ଼ିଶା କନକ୍ଲେଭ: “ନୂଆ ଭାରତ ଗଠନରେ ଓଡ଼ିଶାର ପ୍ରମୂଖ ଭୂମିକା ରହିବ” କହିଲେ ମୋଦି

ଭୁବନେଶ୍ୱର : ଉତ୍କର୍ଷ ଓଡ଼ିଶା କନକ୍ଲେଭ-୨୦୨୫ ଭୁବନେଶ୍ୱର ଜନତା ମଇଦାନରେ ଉଦଘାଟିତ ହୋଇଛି ।  ଆନୁଷ୍ଠାନିକ ଭାବେ ଉତ୍କର୍ଷ ଓଡ଼ିଶା କନକ୍ଲେଭକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ‘ଜୟ ଜଗନ୍ନାଥ’ରୁ ଉଦବୋଧନ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହୁରି … Read More

ସରକାରୀ ପାଣ୍ଠିରେ ପୁନରୁଦ୍ଧାର ହେବ ରାଷ୍ଟ୍ରାୟତ୍ତ କମ୍ପାନୀ: ‘ପବନ ହଂସ’ରେ ପ୍ରାୟ ୨୩୦ ନିୟୁତ ଡଲାରରୁ ୩୫୦ ନିୟୁତ ଡଲାର ପୁଞ୍ଜି ନିବେଶ କରିବାକୁ ଯୋଜନା

ନୂଆଦିଲ୍ଲୀ: ଆଞ୍ଚଳିକ ଦଳ ସହଯୋଗରେ କ୍ଷମତାକୁ ଫେରିବା ପରେ ଚାପରେ ଥିବା ମୋଦୀ ସରକାର ଘରୋଇକରଣ ଛାଡ଼ି ଋଗ୍ଣ ସରକାରୀ ଉଦ୍ୟୋଗରେ କୋଟି କୋଟି ଟଙ୍କା ନିବେଶ କରୁଛନ୍ତି। ୨୦୨୫ରେ ଗୋଟିଏ ମାସ ମଧ୍ୟରେ, କେନ୍ଦ୍ର ସରକାର ଦୁଇଟି ରାଷ୍ଟ୍ରାୟତ୍ତ ଫାର୍ମକୁ … Read More

ଶ୍ରୀଲଙ୍କା ନୌସେନା ଗୁଳିରେ ୫ ଭାରତୀୟ ମତ୍ସ୍ୟଜୀବୀ ଆହତ

ଭାରତୀୟ ମତ୍ସ୍ୟଜୀବୀଙ୍କ ଉପରେ ଗୁଳି ଚଳାଇଛି ଶ୍ରୀଲଙ୍କା ନୌସେନା । ଏଥିରେ ୫ ମତ୍ସ୍ୟଜୀବୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଏହି ଘଟଣାରେ ଭାରତର ବୈଦେଶିକ ମନ୍ତ୍ରଣାଳୟ କଡ଼ା ପ୍ରତିକ୍ରିୟା ଦେଇ … Read More

ମୁଇଜୁଙ୍କ ସଙ୍କଟ ବଢ଼ିଲା: ବାଚସ୍ପତିଙ୍କ ସହ ବିବାଦ

ମାଲେ: ମାଳଦ୍ୱୀପର ରାଜନୀତି ପୁଣି ଥରେ ସରଗରମ ହେବାରେ ଲାଗିଛି। ଦେଶର ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଏବଂ ସଂସଦ ବାଚସ୍ପତି ଅବଦୁଲ ରହିମ ଅବଦୁଲ୍ଲାଙ୍କ ମଧ୍ୟରେ ବିବାଦ ସାମ୍ନାକୁ ଆସିଛି। ମହମ୍ମଦ ମୁଇଜୁ ବାଚସ୍ପତି ଅବଦୁଲ ରହିମଙ୍କ ପୁଅ ଇବ୍ରାହିମ ଫୈ … Read More

ପୁଣି ଜେଲରୁ ବାହାରିଲେ ରାମ ରହିମ, ଦିଲ୍ଲୀ ନିର୍ବାଚନ ପୂର୍ବରୁ ୩୦ ଦିନିଆ ପାରୋଲ

ରୋହତକ: ଦୁଷ୍କର୍ମ ଓ ହତ୍ୟା ମାମଲାରେ ସୁନାରିଆ ଜେଲରେ ଦଣ୍ଡ ଭୋଗୁଥିବା ସିରସା ଡେରା ମୁଖ୍ୟ ରାମ ରହିମ ନବମ ଥର ପାଇଁ ପାରୋଲରେ ଜେଲରୁ ବାହାରିଛନ୍ତି। ଦିଲ୍ଲୀ ନିର୍ବାଚନ ପୂର୍ବରୁ ରାମ ରହିମଙ୍କୁ ୩୦ ଦିନିଆ ପାରୋଲ ମିଳିଛି। ରାମ … Read More

ଟେକନଲୋଜୀ ନକଲ କରି ଡିପସିକ୍ ଏଆଇ ତିଆରି କରିଛି ଚୀନ : ମସ୍କ

ନ୍ୟୁୟର୍କ: ଶସ୍ତା ଏଆଇ ଆର-୧ ଆଣି ବିଶ୍ୱର ବଡ଼ ଟେକନୋଲୋଜି କମ୍ପାନୀ ମାଇକ୍ରୋସଫ୍ଟ, ଗୁଗୁଲ, ମେଟା, ଏନଭିଡିଆ ଏବଂ ଓପନ ଏଆଇର ମୁଣ୍ଡ ବ୍ୟଥା ବଢାଇଥିବା ଚାଇନାଷ୍ଟାର୍ଟଅପ୍ ଡିପସିକର ଦାବିକୁ ନେଇ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି। ଏପରିକି ଦୀପସିକ ବିରୋଧରେ … Read More

ଟିକ୍‌ଟକ୍‌ କିଣିବ ମାଇକ୍ରୋସଫ୍ଟ !

ଓ୍ବାଶିଂଟନ: ଆମେରିକାରେ ଟିକ୍‌ଟକ୍‌କୁ କିଣିପାରେ ମାଇକ୍ରୋସଫ୍ଟ। ସୋମବାର ଏନେଇ ସୂଚନା ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସେ କହିଛନ୍ତି ଯେ, ଚାଇନିଜ୍ ଆପ୍ ଟିକ୍‌ଟକ୍‌ର ଆମେରିକୀୟ ବ୍ୟବସାୟକୁ ମାଇକ୍ରୋସଫ୍ଟ କ୍ରୟ କରିପାରେ। ଟ୍ରମ୍ପ କହିଛନ୍ତି, ବର୍ତ୍ତମାନ ଉଭୟ ପକ୍ଷ ମଧ୍ୟରେ … Read More

୪୦୦ କୋଟି ବାକି, ୬୦୦ ହସ୍ପିଟାଲ ବନ୍ଦ କରିବେ ଆୟୁଷ୍ମାନ ଭାରତ ସେବା

୪୦୦ କୋଟି ଟଙ୍କା ବକେୟା ଥିବାରୁ ହରିୟାଣାର ୬୦୦ ଘରୋଇ ହସ୍ପିଟାଲ ଫେବୃଆରୀ ୩ ତାରିଖରୁ ଆୟୁଷ୍ମାନ ଭାରତ ସେବା ବନ୍ଦ କରିବେ ବୋଲି ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍ (ଆଇଏମ୍ଏ) ଘୋଷଣା କରିଛି। ରାଜ୍ୟ ସରକାରଙ୍କ ଦେୟରେ ବିଳମ୍ବ ଯୋଗୁଁ ହସ୍ପିଟାଲଗୁଡ଼ିକ … Read More

ବେଆଇନ ବାଂଲାଦେଶୀଙ୍କୁ ଭାରତକୁ ଆସିବାକୁ ଦିଅ : ପିତ୍ରୋଡା

ନୂଆଦିଲ୍ଲୀ : ପୁଣି ଥରେ ନିଜର ବିବାଦୀୟ ବୟାନ ପାଇଁ କଂଗ୍ରେସକୁ ସମସ୍ୟାରେ ପକାଇଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ସାମ ପିତ୍ରୋଡା । ସେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଭାରତରେ ଆଶ୍ରୟ ଦେବା ସପକ୍ଷରେ ମତ ଦେଇଛନ୍ତି । ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ … Read More