ଦୁର୍ଘଟଣାର ଶିକାର ପରେ କାର୍ଯ୍ୟକ୍ରମରେ ସାମିଲ ହୋଇ କଥା ରଖିଲେ ସୌରଭ ଗାଙ୍ଗୁଲି

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଅଧିନାୟକ ଏବଂ ପୂର୍ବତନ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି। ସୌଭାଗ୍ୟବଶତଃ ଦୁର୍ଘଟଣାରୁ ସୌରଭ ଗାଙ୍ଗୁଲି ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତାଙ୍କୁ କୌଣସି ପ୍ରକାର ଆଘାତ ଲାଗିନାହିଁ। ପ୍ରକାଶିତ ରିପୋର୍ଟ ଅନୁସାରେ, … Read More

ଗିଲ୍‌ଙ୍କ ଜବରଦସ୍ତ ଶତକ: ବାଂଲାଦେଶକୁ ପରାସ୍ତ କଲା ଭାରତ

ଦୁବାଇ,୨୦।୨: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ପ୍ରଥମ ମ୍ୟାଚ୍‌ରେ, ଭାରତୀୟ ଦଳ ବାଂଲାଦେଶକୁ ୬ ଉଇକେଟ୍‌ରେ ପରାସ୍ତ କରିଛି। ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ବାଂଲାଦେଶ ଦଳର ଅଧିନାୟକ ନାଜମୁଲ ହୋସେନ ସାଣ୍ଟୋ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ … Read More

ନାଗପୁରରେ ବାଂଲାଦେଶୀ ବିମାନର ଜରୁରୀକାଳୀନ ଅବତରଣ, ଅନ୍ୟ ଏକ ବିମାନରେ ଗଲେ ଯାତ୍ରୀ

ନାଗପୁର: ପ୍ରାୟ ୪୦୦ ଯାତ୍ରୀ ଥିବା ବାଂଲାଦେଶ ଏୟାରଲାଇନ୍ସ ‘ବିମାନ ବାଂଲାଦେଶ’ର ଏକ ବିମାନ ବୁଧବାର ରାତିରେ ମହାରାଷ୍ଟ୍ରର ନାଗପୁର ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିଲା। ଏହି ବିମାନରେ ଧୂଆଁ ଦେଖିବା ପରେ ନାଗପୁର ବିମାନ ବନ୍ଦରରେ ଅବତରଣ କରାଯାଇଥିଲା। ବିମାନଟି … Read More

ସମ୍ଭଲରେ ଆଇନଜୀବୀ ବିଷ୍ଣ ଶଙ୍କର ଜୈନଙ୍କୁ ହତ୍ୟା ଷଡ଼ଯନ୍ତ୍ର ହୋଇଥିଲା

ସମ୍ବଲ : ଗତବର୍ଷ ଶେଷ ଆଡ଼କୁ ଉତ୍ତରପ୍ରଦେଶର ସମ୍ଭାଲ ଜିଲ୍ଲା ଚର୍ଚ୍ଚାରେ ରହିଥିଲା। ଗତ ନଭେମ୍ବର ମାସରେ ଏଠାରେ ଥିବା ସାହି ଜାମା ମସଜିଦର ସର୍ଭେ ବେଳେ ହିଂସା କାଣ୍ଡ ଘଟିଥିଲା, ଯେଉଁଥିରେ କିଛି ଲୋକ ପ୍ରାଣ ହରାଇଥିଲେ ଏବଂ ଅନେକ … Read More

ଓଟିଟି ପ୍ଲାଟ୍‌ଫର୍ମ ପାଇଁ ଆସିଲା କେନ୍ଦ୍ରର ନୂଆ ଆଡଭାଇଜରି: କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୦।୨: ସୋସିିଆଲ ମିଡିଆରେ ଅଶ୍ଳୀଳ ମଜାକ୍‌ ବିବାଦକୁ ନେଇ କେନ୍ଦ୍ର ସରକାର ଓଭର ଦି ଟପ୍‌ (ଓଟିଟି) ପ୍ଲାଟ୍‌ଫର୍ମଗୁଡ଼ିକ ଉପରେ କଟକଣା ଜାରି କରିଛନ୍ତି। ଆଇନ ଦ୍ୱାରା ନିଷିଦ୍ଧ ହୋଇଥିବା ବିଷୟବସ୍ତୁ ପ୍ରସାରଣ ନ କରିବା ପାଇଁ ଉକ୍ତ ପ୍ଲାଟ୍‌ଫର୍ମଗୁଡ଼ିକୁ ଚେତାବନୀ … Read More

ବଡ଼ ପରିବର୍ତ୍ତନ କଲା କଂଗ୍ରେସ, ୬ ରାଜ୍ୟ ପାଇଁ ୬ ମହିଳାଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୦।୨: କଂଗ୍ରେସ ଦଳ ସାରା ଦେଶରେ ସଂଗଠନକୁ ମଜବୁତ କରିବା ପାଇଁ ବଡ଼ ପରିବର୍ତ୍ତନ କରୁଛି। କଂଗ୍ରେସ ଏବେ ଅନେକ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ମହିଳା ମୋର୍ଚ୍ଚା ପାଇଁ ସଭାପତି ଘୋଷଣା କରିଛି। କଂଗ୍ରେସ ସାରିକା ସିଂଙ୍କୁ ରାଜସ୍ଥାନ ମହିଳା … Read More

ଏନଡିଏ ବୈଠକରେ ମୋଦିଙ୍କ ବଡ଼ ଘୋଷଣା: ଆଗାମୀ ୨ ବର୍ଷ ଭିତରେ ଯେଉଁଠି ନିର୍ବାଚନ ହେବ ସେଠି ଜିତିବୁ

ନୂଆଦିଲ୍ଲୀ,୨୦।୨: ଦିଲ୍ଲୀରେ ଗୁରୁବାର ନୂତନ ସରକାରଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି। ଏହି ସମାରୋହରେ ପ୍ରଧାନମନ୍ତ୍ରୀ ମୋଦଙ୍କ ସମେତ ବହୁ ବରିଷ୍ଠ ଭାଜପା ନେତା ଏବଂ ଏନଡିଏ ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀମାନେ ଉପସ୍ଥିତ ଥିଲେ। ଶପଥ ଗ୍ରହଣ … Read More

୧୦ ବର୍ଷ ପରେ ବଦଳିଲା ଭାଗ୍ୟ: ଦିନେ ମାର୍ଶାଲ ଲଗାଇ ବାହାର କରିଦେଇଥିଲେ, ଏବେ ତାଙ୍କ ଇସାରାରେ ଚାଲିବ ବିଧାନସଭା

ନୂଆଦିଲ୍ଲୀ,୨୦।୨: ଦଶ ବର୍ଷ ପୂର୍ବେ ଭାଜପାର ବିଜେନ୍ଦର ଗୁପ୍ତାଙ୍କୁ ଦିଲ୍ଲୀ ବିଧାନସଭାରୁ ବାହାର କରିଦିଆଯାଇଥିଲା (ବାସ୍ତବରେ ଫିଙ୍ଗି ଦିଆଯାଇଥିଲା)। ଦଳର ଜଣେ ସହଯୋଗୀ ଓପି ଶର୍ମାଙ୍କ ଦ୍ୱାରା ତତ୍କାଳୀନ ଆପ ବିଧାୟକ ଅଳକା ଲାମ୍ବାଙ୍କ ବିରୁଦ୍ଧରେ କରାଯାଇଥିବା ଅଭିଯୋଗରେ ତାଙ୍କୁ ଅନେକ … Read More

ଦିଲ୍ଲୀର ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ରେଖା ଗୁପ୍ତା

ନୂଆଦିଲ୍ଲୀ,୨୦।୨: ଦିଲ୍ଲୀର ନୂଆ ତଥା ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ଭାବରେ ରେଖା ଗୁପ୍ତା ଗୁରୁବାର ଶପଥ ଗ୍ରହଣ କରିଛନ୍ତି। ଲେଫ୍ଟନାଣ୍ଟ ଗଭର୍ଣ୍ଣର ବିନୟ କୁମାର ସାକ୍ସେନା ରେଖା ଗୁପ୍ତାଙ୍କୁ ମୁଖ୍ୟମନ୍ତ୍ରୀ ପଦର ଶପଥ ପାଠ କରାଇଥିଲେ। ଏହା ସହିତ, ଦିଲ୍ଲୀର ନୂତନ … Read More

ହିମାଳୟ ଯିବାକୁ ଯୋଜନା କରୁଛ କି? ପବନ କଲ୍ୟାଣଙ୍କୁ ପ୍ରଶ୍ନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଗୁରୁବାର ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ରହିଥିଲେ। ଏହି ସମୟରେ ସେ ବେଶ ଖୁସି ଥିବା ସହ ଉପସ୍ଥିତ ସମସ୍ତ ଏନଡିଏ ଦଳର ନେତାଙ୍କୁ ସ୍ୱାଗତ କରିଥିଲେ। ମହାରାଷ୍ଟ୍ରର … Read More