ଗାଜାର କରୁଣ ଦୃଶ୍ୟ: ଭଙ୍ଗାଘର ତଳେ ମଣିଷ କଙ୍କାଳ

ଗାଜା: ଗାଜାରେ ଅସ୍ତ୍ରବିରତି ଘୋଷଣା ପରେ ଯୁଦ୍ଧ ବିରାମ ଘୋଷଣା ପରେ ଇସ୍ରାଏଲ୍ ସେନା ପ୍ରତ୍ୟାହାର କରିଛି। ୧୫ ମାସ ପରେ ଲୋକମାନେ ନିଜ ନିଜ ଘରକୁ ଫେରୁଛନ୍ତି। ସେମାନେ ଇସ୍ରାଏଲର ଆକ୍ରମଣ ଯୋଗୁ ସାମରିକ ଆଶ୍ରୟସ୍ଥଳରେ ରହିବାକୁ ବାଧ୍ୟ ହୋଇଥିଲେ। … Read More

ଆରଜି କର ଦୁଷ୍କର୍ମ ହତ୍ୟା ମାମଲା: ଦୋଷୀ ସଞ୍ଜୟକୁ ମିଳିଲା ଆଜୀବନ କାରାଦଣ୍ଡ

କୋଲକାତା: ସମଗ୍ର ଦେଶକୁ ଦୋହଲାଇ ଦେଇଥିବା କୋଲକାତା ମହିଳା ଡାକ୍ତରଙ୍କ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ, କୋର୍ଟ ଆଜି ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରଏକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ପଶ୍ଚିମବଙ୍ଗର ସିଆଲଦା କୋର୍ଟ ଆଜି ଏହି ରାୟ ଶୁଣାଇଛନ୍ତି। ଏହା … Read More

ଜ୍ଞାନେନ୍ଦ୍ର ପ୍ରତାପ ସିଂହ ସିଆରପିଏଫ ର ନୂଆ ଡିଜି ନିଯୁକ୍ତ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଜ୍ଞାନେନ୍ଦ୍ର ପ୍ରତାପ ସିଂହଙ୍କୁ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆରପିଏଫ)ର ନୂଆ ଡିଜି ନିଯୁକ୍ତ କରିଛନ୍ତି । ବିଭାଗୀୟ ଆଦେଶ ଅନୁସାରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ପ୍ରସ୍ତାବକୁ କ୍ୟାବିନେଟର ନିଯୁକ୍ତି ସଂକ୍ରାନ୍ତିୟ ସମିତି ମଞ୍ଜୁରି ଦେଇଛି । … Read More

ବର୍ଷର ପ୍ରଥମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ; ସମ୍ବିଧାନ, ଗଣତନ୍ତ୍ର ଏବଂ ମହାକୁମ୍ଭ ପ୍ରସଂଗ ଉଠାଇଲେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ ଜାରିଆରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ରେଡିଓ କାର୍ଯ୍ୟକ୍ରମର ୧୧୮ତମ ଭାଗରେ ପ୍ରଧାନମନ୍ତ୍ରୀ ବିଭିନ୍ନ ପ୍ରସଂଗରେ ଆଲୋକପାତ କରିଛନ୍ତି । ବାବା ସାହେବ ଭୀମରାଓ ଆମ୍ବେଦକର, ରାଜେନ୍ଦ୍ର … Read More

‘ଜମି କେନ୍ଦ୍ର ଦେଉ, ଘର ଦିଲ୍ଲୀ ସରକାର କରିବେ…’, ସଫେଇ କର୍ମଚାରୀଙ୍କୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଲେ କେଜ୍ରିୱାଲ

ଦିଲ୍ଲୀ ନିର୍ବାଚନକୁ ଦୃଷ୍ଟିରେ ରଖି ଅରବିନ୍ଦ କେଜ୍ରିୱାଲ ଘୋଷଣା ପରେ ଘୋଷଣା କରି ଚାଲିଛନ୍ତି । ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ କେଜ୍ରିୱାଲ ଆଜି ମଧ୍ୟ ସାମ୍ବାଦିକ ସମ୍ମିଳନୀ କରି ଏକ ନୂଆ ଘୋଷଣା … Read More

ସୈଫ ଅଲ୍ଲୀ ଖାନଙ୍କୁ ଆକ୍ରମଣ ଘଟଣା, ୫ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲା ଗିରଫ ଅଭିଯୁକ୍ତ

ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ଛୁରି ଆକ୍ରମଣ ଘଟଣାରେ ଗିରଫ ହୋଇଥିବା ଯୁବକକୁ ପୋଲିସ ୫ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ନିଆଯାଇଛି । ଆଜି ସକାଳେ ଗିରଫ ହୋଇଥିବା ଯୁବକକୁ କୋର୍ଟରେ ହାଜର କରାଯାଇଥିଲା । ସେଠାରେ … Read More

ବିଜେପିର ସଂକଳ୍ପ ପତ୍ରକୁ ଟାର୍ଗେଟ କଲେ ଆପ ସାଂସଦ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ଦଳଗୁଡ଼ିକ ପରସ୍ପର ଉପରେ ଦୋଷ ଲଦୁଛନ୍ତି। ଏହି ସମୟରେ, ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ଏବଂ ସାଂସଦ ସଞ୍ଜୟ ସିଂହ ପାଲମ ଏବଂ ନଜଫଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀରେ ସାଧାରଣ ସଭାକୁ ସମ୍ବୋଧିତ … Read More

ମହାକୁମ୍ଭରେ ଭୀଷଣ ନିଆଁ, ଜଳିଗଲା ୨୫ଟି ଶିବିର

ପ୍ରୟାଗରାଜ : ପ୍ରୟାଗରାଜଠାରେ ଚାଲିଥିବା ମହାକୁମ୍ଭ ମେଳା ଅଞ୍ଚଳରେ ନିଆଁ ଲାଗିଥିବା ଖବର ମିଳିଛି । ଏହି ନିଆଁ ଏତେ ଭୀଷଣ ଥିଲା ଯେ ଦୂରରୁ ନିଆଁ ଦୃଶ୍ୟମାନ ହେଉଥିଲା । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। … Read More

ଦାଦର ଷ୍ଟେସନରେ ସୈଫ୍ ଅଲ୍ଲୀ ଖାନଙ୍କୁ ଛୁରିମାଡ଼ କରିଥିବା ଆକ୍ରମଣକାରୀ

ମୁମ୍ବାଇ : ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କୁ ଜାନୁଆରୀ ୧୬ ତାରିଖରେ ଛୁରିମାଡ଼ କରିଥିବା ଆକ୍ରମଣକାରୀକୁ ମୁମ୍ବାଇର ଦାଦର ରେଳ ଷ୍ଟେସନରେ ବୁଲୁଥିବା ଦେଖାଯାଇଛି। ଦାଦରର ଏକ ଦୋକାନରୁ ହେଡଫୋନ୍ କିଣି ଆକ୍ରମଣକାରୀ ଷ୍ଟେସନ ଅଭିମୁଖେ ଯାଉଥିବା ସିସିଟିଭି ଦୃଶ୍ୟରୁ ଜଣାପଡିଛି। … Read More

ଆୟୁଷ୍ମାନ ଭାରତ: ହାଇକୋର୍ଟଙ୍କ ରାୟ ଉପରେ ରହିତାଦେଶ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ଇନଫ୍ରାଷ୍ଟ୍ରକଚର ମିଶନ (ପିଏମ୍-ଏବିଏଚଆଇଏମ୍) ଯୋଜନା କାର୍ଯ୍ୟକାରୀ କରିବାକୁ ଦିଲ୍ଲୀ ହାଇକୋର୍ଟ ଦେଇଥିବା ନିର୍ଦେଶ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି। ହାଇକୋର୍ଟଙ୍କ ନିର୍ଦେଶକୁ ଚାଲେଞ୍ଜ କରି ଦିଲ୍ଲୀ ସରକାର ସୁପ୍ରିମକୋର୍ଟର … Read More