ଶୁକ୍ରବାର ପ୍ରକାଶ ପାଇବ ଅର୍ଥନୈତିକ ସର୍ଭେ

ନୂଆଦିଲ୍ଲୀ : ଆସନ୍ତା କାଲି ଅର୍ଥାତ ଶୁକ୍ରବାରଠାରୁ ଆରମ୍ଭ ହେଉଛି ସଂସଦର ଗୁରୁତ୍ବପୂର୍ଣ୍ଣ ବଜେଟ ଅଧିବେଶନ । ପ୍ରଥମ ଦିନରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଅର୍ଥନୈତିକ ସର୍ଭେ ଉପସ୍ଥାପନ କରିବେ … Read More

ମହାକୁମ୍ଭରେ ଡିୟୁଟି କରୁଥିବା ବେଳେ ବିଗିଡ଼ିଲା ଇନ୍ସପେକ୍ଟର ସ୍ବାସ୍ଥ୍ୟ; ଘଟଣାସ୍ଥଳରେ ହେଲା ମୃତ୍ୟୁ

ଲକ୍ଷ୍ମୌ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଡିୟୁଟି କରୁଥିବା ସମୟରେ ଜଣେ ଇନ୍ସପେକ୍ଟରଙ୍କ ମୃତ୍ୟୁ ହୋଇଯାଇଛି। ମୃତ ଇନ୍ସପେକ୍ଟରଙ୍କ ନାମ ଅଞ୍ଜନି କୁମାର ରାଏ ବୋଲି ଜଣାପଡ଼ିଛି। ବହରାଇଚ ଜିଲ୍ଲାର ଅତିରିକ୍ତ ଏସପି ଦୁର୍ଗା ପ୍ରସାଦ ତିୱାରୀ ଏହି ଦୁଃଖଦ ଘଟଣାକୁ ନେଇ କହିଛନ୍ତି, … Read More

ଭଗବନ୍ତ ମାନଙ୍କ ଦିଲ୍ଲୀ ବାସଭବନରେ ନିର୍ବାଚନ କମିଶନ ଚଢାଉ

ନୂଆଦିଲ୍ଲୀ,୩୦।୧: ରାଜଧାନୀ ଦିଲ୍ଲୀରେ ନିର୍ବାଚନୀ ତାପମାତ୍ରା ବୃଦ୍ଧି ପାଇଛି। ସମସ୍ତ ଦଳର ନେତାମାନଙ୍କ ମଧ୍ୟରେ ବାକ୍ ଯୁଦ୍ଧ ମଧ୍ୟ ଶୀର୍ଷରେ ପହଞ୍ଚିଛି। ଏହାରି ମଧ୍ୟରେ ଶାସକ ଆମ ଆଦମୀ ପାର୍ଟି (ଆପ)ର ଦାବି ଏକ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଆପ ଦାବି … Read More

ଧ୍ବଜାବତରଣ ସମାରୋହ: ଦେଶାତ୍ମବୋଧକ ସଙ୍ଗୀତରେ ଝୁମିଲେ ଦର୍ଶକ

ନୂଆଦିଲ୍ଲୀ: ବିଜୟ ଚୌକ ଠାରେ ୭୬ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଧ୍ବଜାବତରଣ ସମାରୋହ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହକୁ ଭାରତୀୟ ସ୍ଥଳସେନା, ବାୟୁସନା ଓ ନୌ‌ସେନା ପକ୍ଷରୁ ପରମ୍ପରା, ସଙ୍ଗୀତ ଏବଂ ଦେଶପ୍ରେମର ଏକ ଶକ୍ତିଶାଳୀ ମିଶ୍ରଣ ଭାବେ ପ୍ରଦର୍ଶନ … Read More

ବାଂଲାଦେଶ ସେନା ମୁଖ୍ୟଙ୍କ ବିରୋଧରେ ଷଡଯନ୍ତ୍ର: କ୍ଷମତାରୁ ହଟାଇବାକୁ ଚାହୁଁଛନ୍ତି ୟୁନୁସ୍‌

ଢାକା: ଗତ ବର୍ଷ ଅଗଷ୍ଟ ୫ରେ ଶେଖ ହସିନାଙ୍କ ସରକାରଙ୍କୁ ହଟାଇବା ପରେ ବାଂଲାଦେଶ ଏକ ଅନିଶ୍ଚିତ ଦୋଛକି ରେ ଠିଆ ହୋଇଛି। ହସିନାଙ୍କ ନେତୃତ୍ୱରେ ୧୬ବର୍ଷର ଦ୍ରୁତ ବିକାଶ ପାଇଁ ଜଣାଶୁଣା ବାଂଲାଦେଶ ଏକ ଅସ୍ଥିର ରାଜନୈତିକ ଦୃଶ୍ୟପଟ୍ଟ ସହ … Read More

ଗାଜାରେ କଣ୍ଡୋମ ପାଇଁ ୫ କୋଟି ଡଲାର ଖର୍ଚ୍ଚ କରିଥିଲା ଆମେରିକା

ୱାଶିଂଟନ୍: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତ ସପ୍ତାହରେ ଆମେରିକାର ଦ୍ବାରା ପ୍ରଦାନ କରାଯାଉଥିବା ସମସ୍ତ ବିଦେଶୀ ସହାୟତା ଉପରେ ପ୍ରତିବନ୍ଧକ ଲାଗୁ କରିଥିଲେ। ଟ୍ରମ୍ପଙ୍କ ଏହି ନିଷ୍ପତ୍ତିକୁ ତାଙ୍କ ବିରୋଧୀମାନେ ସମାଲୋଚନା କରିଥିଲେ ଏବଂ କହିଥିଲେ ଯେ, ଏହି ନିଷ୍ପତ୍ତି … Read More

ହିଂସାପଥ ଛାଡ଼ି ଆତ୍ମସମର୍ପଣ କଲେ ୨୯ ନକ୍ସଲ

ମାଲକାନଗିରି: ସୀମାନ୍ତ ଛତିଶଗଡର ନାରାୟଣପୁର ଜିଲ୍ଲା ପୁଲିସକୁ ମିଳିଛି ବଡ଼ ସଫଳତା। ୨୯ ଜଣ ମାଓବାଦୀ ସଂଗଠନ ଛାଡି ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି। ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସିପିଙ୍କ ସମ୍ମୁଖରେ ଏହି ୨୯ ଜଣ ମାଓବାଦୀ … Read More

‘ବାଇଡେନ ପ୍ରଶାସନ ପୁଟିନଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିଲା’

ନ୍ୟୁୟର୍କ: ପୂର୍ବତନ ଫକ୍ସ ନ୍ୟୁଜ୍ ଆଙ୍କର ଏବଂ ବରିଷ୍ଠ ସାମ୍ବାଦିକ ଟକର କାର୍ଲସନ ତାଙ୍କ ପୋଡକାଷ୍ଟ “ଦି ଟକର କାର୍ଲସନ ଶୋ” ସମୟରେ ଏକ ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି । ସେ ଅଭିଯୋଗ କରିଥିଲେ ଯେ ଜୋ ବାଇଡେନ ପ୍ରଶାସନ ରୁଷ … Read More

ସ୍ନାନ ସାରି ଫେରୁଥିବା ବେଳେ ଭିଡ଼ ଭିତରେ ଚାପି ହୋଇ ମୋ ସ୍ତ୍ରୀର ଉଡ଼ିଗଲା ପ୍ରାଣବାୟୁ

ପ୍ରୟାଗରାଜ: ପ୍ରୟାଗରାଜରେ ଆରମ୍ଭ ହୋଇଥିବା ମହାକୁମ୍ଭ ମେଳାରେ ସାଧୁ, ସନ୍ଥ ଓ ଲୋକଙ୍କ ପ୍ରବଳ ଗହଳି ଜମୁଛି। ଗତ ମଙ୍ଗଳବାର ରାତିରେ ଏହି ଗହଳି ଏତେ ମାତ୍ରାରେ ବଢ଼ି ଯାଇଥିଲା ଯେ ଦଳାଚକଟା ପରିସ୍ଥିତି ଉପୁଜିଥିଲା। ଏହି ଦଳାଚକଟାରେ ଏଯାଏଁ ୧୦ … Read More

ପରମାଣୁ ବୈଜ୍ଞାନିକମାନେ ସେଟ୍ କଲେ ପ୍ରଳୟର ସମୟ, ମଧ୍ୟରାତ୍ରିର ନିକଟତର ହେଲା ‘ଡୁମ୍ସଡେ କ୍ଲକ’

ନୂଆଦିଲ୍ଲୀ ୨୯/୦୧: ପରମାଣୁ ବୈଜ୍ଞାନିକ ତିଆରି କରିଥିଲେ ପ୍ରଳୟର ଘଣ୍ଟା । ୭୮ ବର୍ଷ ପୂର୍ବ ପରମାଣୁ ବୈଜ୍ଞାନିକ ଏକ ନିଆରା ଘଣ୍ଟାକୁ ତିଆରି କରିଥିଲେ । ଯାହାକୁ ‘ଡୁମ୍ସଡେ କ୍ଲକ୍’ ବୋଲି ନାମ ଦିଆଯାଇଛି । ମହାବିନାଶର ସମୟ ଜାଣିବା … Read More