ଇଭିଏମ୍ ବାଲଟ୍ ପେପରରେ ରହିବ ପ୍ରାର୍ଥୀଙ୍କ ରଙ୍ଗୀନ ଫଟୋ

Spread the love

Spread the loveନୂଆଦିଲ୍ଲୀ : ଭାରତୀୟ ନିର୍ବାଚନ କମିଶନ ଇଭିଏମ୍ ବାଲଟ୍ ପେପରର ନକ୍ସା ସଂଶୋଧନ କରିଛନ୍ତି।  ବର୍ତ୍ତମାନଠାରୁ ପ୍ରାର୍ଥୀଙ୍କ ଫଟୋ ଇଭିଏମ୍ ବାଲଟ୍ ପେପରରେ ରଙ୍ଗୀନ୍ ମୁଦ୍ରିତ ହେବ। ଭଲ ଦେଖାଯିବା ପାଇଁ ପ୍ରାର୍ଥୀଙ୍କ ମୁହଁ ଫଟୋଗ୍ରାଫ୍‌ର ତିନି-ଚତୁର୍ଥାଂଶ ସ୍ଥାନରେ … Read More

ଭିଜିଲାନ୍ସ ଜାଲରେ ରେଙ୍ଗାଲି ବ୍ଲକ ଶିକ୍ଷା ଅଧିକାରୀ

Spread the love

Spread the loveସମ୍ବଲପୁର: ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି ଶିକ୍ଷା ଅଧିକାରୀ। ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ଦୁଷ୍ମନ୍ତ ସାହୁଙ୍କୁ ଧରିଛି ଭିଜିଲାନ୍ସ। କୌଣସି ଏକ କାର୍ଯ୍ୟ ପାଇଁ ବିଇଓ ଦୁଷ୍ମନ୍ତ ଜଣେ ବ୍ୟକ୍ତିଙ୍କୁ ୨୫ ହଜାର ଟଙ୍କା … Read More

ମୌସୁମୀ ଅଧିବେଶନ ପାଇଁ ବିଧାନସଭା ଜଗିବେ ୩୦ ପ୍ଲାଟୁନ୍‌ ଫୋର୍ସ

Spread the love

Spread the loveଭୁବନେଶ୍ଵର : ଗୁରୁବାରଠାରୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବ।  ଏଥିପାଇଁ କମିଶନରେଟ୍ ପୁଲିସ୍‌ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବୁଧବାର ପୁଲିସ୍‌ କମିଶନରଙ୍କ ସହ ଡିଜି ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଥିଲେ। ଗୁଇନ୍ଦା ନିର୍ଦେଶକଙ୍କ … Read More

କଳିଙ୍ଗା ଘାଟି ଭୂସ୍ଖଳନ : ମରାମତି ପ୍ରାୟ ୭ ଦିନ ଲାଗିବ!

Spread the love

Spread the loveକନ୍ଧମାଳ : କଳିଙ୍ଗା ଘାଟିରେ ଭୂସ୍ଖଳନ ଘଟଣାର ମରାମତି ଲାଗି ପ୍ରାୟ ୭ ଦିନ ସମୟ ଲାଗିବ। ଘାଟି ମରାମତି ପାଇଁ ନିୟୋଜିତ ହୋଇଥିବା ଏନ୍‌ଏଚ୍‌ଆଇର ପ୍ରମୁଖ ଅଧିକାରୀ ଏ ନେଇ ସୂଚନା ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ଅସ୍ଥାୟୀ … Read More

ମାଟି ତଳୁ ବାହାରିଲା କନଷ୍ଟେବଳ ଶୁଭମିତ୍ରାଙ୍କ ମୃତଦେହ

Spread the love

Spread the loveଭୁବନେଶ୍ୱର : ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁ ହତ୍ୟା ଘଟଣାରେ କିଛି ନୂଆ ତଥ୍ୟ ସାମ୍ନାକୁ ଆସିଛି। ଘଟଗାଁ ସ୍ଥିତ ଜଙ୍ଗଲ ଭିତରୁ ମାଟି ତଳୁ ଅଖାରେ ବନ୍ଧା ଯାଇଥିବା ଅବସ୍ଥାରେ ପୁଲିସ୍‌ ଶୁଭମିତ୍ରାଙ୍କ ମୃତଦେହକୁ ବାହାର କରିଛି। … Read More

ଜୋତା ପିନ୍ଧି ନ ଥିବାରୁ ଛାତ୍ରଙ୍କୁ ମାଡ ମାରି ଗେଟ୍‌ ବାହାରକୁ ତଡ଼ିଦିଆଯାଇଥିବା ଅଭିଯୋଗ

Spread the love

Spread the loveରଣପୁରଗଡ଼: ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ସରକାରୀ ଉଚ୍ଚ ବିଦ୍ୟାଳୟରେ ଜୋତା ପିନ୍ଧି ଆସି ନ ଥିବାରୁ ପିଲାଙ୍କୁ ମାଡ ମାରିବା ସହିତ ଗେଟ ବାହାରକୁ ତଡ଼ିଦିଆଯାଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ବୁଧବାର ସକାଳ … Read More

ମହୁମାଛି ଆକ୍ରମଣରେ ଗର୍ଭବତୀ ମହିଳା ସହ ୩ବର୍ଷର ଶିଶୁ କନ୍ୟା ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

Spread the love

Spread the loveରାୟଗଡା : ମହୁମାଛି ଆକ୍ରମଣରେ ଗର୍ଭବତୀ ମହିଳାଙ୍କ ସହ ୩ବର୍ଷର ଶିଶୁ କନ୍ୟା ଗୁରୁତର । ଚାଷ ଜମିରେ କାମ କରୁଥିବା ଲୋକଙ୍କ ଦ୍ୱାରା ଉଦ୍ଧାର ହେଲେ ମା ଓ ଶିଶୁ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ରାୟଗଡା ଜିଲ୍ଲା … Read More

ନକଲି ସାର୍ଟିଫିକେଟ ମାମଲାରେ ବଲାଙ୍ଗିର DEO ଅଫିସରେ କ୍ରାଇମବ୍ରାଞ୍ଚର ରେଡ୍

Spread the love

Spread the loveବଲାଙ୍ଗିର: ବଲାଙ୍ଗିର DEO ଅଫିସରେ କ୍ରାଇମବ୍ରାଞ୍ଚ। ନକଲି ସାର୍ଟିଫିକେଟ ମାମଲାରେ ଖୋଳତାଡ଼।  ବଲାଙ୍ଗିର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କ୍ରାଇମବ୍ରାଞ୍ଚ ଟିମ୍ ତନାଘନା।  ଅତିରିକ୍ତ ଏସ୍ ପି ବିକାଶ ରଞ୍ଜନ ବେଉରିଆଙ୍କ ନେତୃତ୍ବରେ ରେଡ୍ ଚାଲିଛି । ନକଲି ସାର୍ଟିଫିକେଟରେ … Read More

ପଲିଥିନ୍ ବ୍ୟାଗରେ ଭୋଗ ନ ନେବା ପାଇଁ ଲୋକଙ୍କୁ ବିଏମସିର ଅପିଲ୍

Spread the love

Spread the loveଭୁବନେଶ୍ୱର: ଦୁର୍ଗାପୂଜାରେ ପଲିଥିନ୍ କ୍ୟାରି ବ୍ୟାଗରେ ଭୋଗ ନ ନେବା ପାଇଁ ଲୋକଙ୍କୁ ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (ବିଏମସି)  ଅପିଲ୍ କରିଛି।  ପ୍ଲାଷ୍ଟିକର ବ୍ୟବହାର ଏବଂ ଅଳିଆ ଆବର୍ଜନାକୁ ରୋକିବା ପାଇଁ ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ ଏଭଳି ପଦକ୍ଷେପ ଗ୍ରହଣ … Read More

ରତ୍ନଭଣ୍ଡାର ସବ୍ କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ: ରତ୍ନ ଅଳଙ୍କାର ସ୍ଥାନାନ୍ତର ନେଇ ନିଆଯିବ ନିଷ୍ପତ୍ତି

Spread the love

Spread the loveପୁରୀ : ଶ୍ରୀମନ୍ଦିର କାର୍ଯ୍ୟାଳୟରେ ରତ୍ନଭଣ୍ଡାର ସବ୍ କମିଟି ର ଗୁରୁତ୍ବପୂର୍ଣ୍ଣ ବୈଠକ ଆରମ୍ଭ ।  ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ବୈଠକ।‌  ଅସ୍ଥାୟୀ ରତ୍ନଭଣ୍ଡାରରୁ ସ୍ଥାୟୀ ରତ୍ନଭଣ୍ଡାରକୁ କିଭଳି ରତ୍ନ ଅଳଙ୍କାର ସ୍ଥାନାନ୍ତର ହେବ ସେନେଇ ବୈଠକରେ … Read More