ବଜ୍ରାଘାତରେ ଦୁଇ ମୃତ

Spread the love

Spread the loveପାଟଣାଗଡ଼ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ବାଗଦୋର ଗ୍ରାମପଞ୍ଚାୟତ ମାଲପଡାରେ ଅଘଟଣ । ଗାଧୋଇ ଯାଉଥିବା ବେଳେ ବଜ୍ରାଘାତରେ ଦୁଇଜଣ ମୃତ । ମୃତକ ମଧ୍ୟରୁ ଜଣେ ହେଉଛନ୍ତି ବେଲପଡା ଥାନା ମାଲପଡାର ଟିକେଧର ମାଝୀ ଓ ଖପ୍ରାଖୋଲ … Read More

ମୃଦୁପାନୀୟରେ ନିଶା ଦେଇ ବୃଦ୍ଧ ଦମ୍ପତିଙ୍କୁ ଲୁଟ୍, ପଡ଼ୋଶୀକୁ ଗିରଫ କଲା ପୋଲିସ

Spread the love

Spread the loveଯାଯପୁର: ଚାରିଆଡ଼େ ବୁଲୁଛନ୍ତି ଲୁଟେରା । କେବଳ ପୁରୁଷ ନୁହେଁ ମହିଳାମାନେ ବି ଲୁଟୁଛନ୍ତି । ଲୁଟେରାମାନେ ଯେ କେତେ ପ୍ଲାନ୍ କରି ଲୁଟ୍ କରନ୍ତି ତାର ହିସାବ ନାହିଁ । କିଏ ମୁଖା ପିନ୍ଧି ଆସି ଲୁଟ୍ କରନ୍ତି … Read More

ଆସନ୍ତାକାଲିଠୁ ଦେଶରେ ଆରମ୍ଭ ହେବ ଜିଏସଟି ବଚତ୍ ଉତ୍ସବ

Spread the love

Spread the loveନୂଆଦିଲ୍ଲୀ : ଆସନ୍ତାକାଲିରୁ ଜିଏସଟି ସଂସ୍କାର ଆରମ୍ଭ ହେବାକୁ ଯାଉଛି । ଏହାର ଦିନକ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରି କହିଛନ୍ତି ଯେ, ଦେଶରେ ଜିଏସଟି ବଚତ୍ ଉତ୍ସବ ଆରମ୍ଭ ହେବାକୁ ଯାଉଛି । ଏହା … Read More

ଭୂମିକମ୍ପ ଝଟକାରେ ଦୋହଲିଲା ବାଂଲାଦେଶ

Spread the love

Spread the loveବାଂଲାଦେଶ : ଭାରତର ପଡୋଶୀ ଦେଶ ବାଂଲାଦେଶରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଭୂମିକମ୍ପର ତୀବ୍ରତା ୪.୦ ରହିଛି । ତେବେ ମିଆଁମାରରେ ୭.୭ ତୀବ୍ରତା ଭୂମିକମ୍ପ ଆସିବା ପରେ ଢାକା ଏବଂ ଚଟଗାଁ ସହିତ ବାଂଲାଦେଶର ବିଭିନ୍ନ … Read More

ପୁଣି ଆଫଗାନିସ୍ତାରେ ପଶିବ ଆମେରିକା ସେନା, ଏୟାରବେସ୍ ଫେରାଇବାକୁ ଚେତାବନୀ ଦେଲେ ଟ୍ରମ୍ପ

Spread the love

Spread the loveଆମେରିକା : ଆଫଗାନିସ୍ତାରେ ପୁଣି ପଶିବ ଆମେରିକା ସେନା । ଆଫାଗାନିସ୍ତାନକୁ ବଗରାମ ଏୟାରବେସ୍ ମାଗିଲା ଆମେରିକା । ଟ୍ରମ୍ପ କହିଛନ୍ତି ଯେ, ବଗରାମ ଏୟାର ବେସ୍ ପୁଣି ଥରେ ଫେରି ପାଇବାକୁ ଚାହୁଁଛି ୱାସିଂଟନ୍ । ଖୁବ ଶୀଘ୍ର … Read More

ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ X ଆକାଉଣ୍ଟ ହ୍ୟାକ୍

Spread the love

Spread the loveମହାରାଷ୍ଟ୍ର : ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଏକ୍ସ ଆକାଉଣ୍ଟ ହ୍ୟାକ ହୋଇଯାଇଥିଲା । ହ୍ୟାକର୍ସ ତାଙ୍କ ଆକାଉଣ୍ଟରେ ପାକିସ୍ତାନ ଏବଂ ତୁର୍କୀର ପତାକାର ଫଟୋ ଏବଂ ଉଭୟ ଦେଶର ଲାଇଭ-ଷ୍ଟ୍ରିମିଂ ଫଟୋ ପୋଷ୍ଟ କରିଥିଲେ । ହ୍ୟାକିଂ ପରେ, … Read More

ଭରଣ ପୋଷଣ ନଦେଇ ପାରିଲେ ବହୁ ବିବାହ ମନା : କେରଳ ହାଇକୋର୍ଟ

Spread the love

Spread the loveକେରଳ : ଜଣେ ମୁସଲମାନ ପୁରୁଷ ଅନେକ ଥର ବିବାହ କରିପାରିବେ, ଯଦି ସେ ତାଙ୍କ ସମସ୍ତ ପତ୍ନୀଙ୍କ ସହିତ ନ୍ୟାୟପୂର୍ଣ୍ଣ ବ୍ୟବହାର କରନ୍ତି ।  ଏନେଇ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି କେରଳ ହାଇକୋର୍ଟ ।  ଜଷ୍ଟିସ୍ ପି.ଭି. … Read More

କାନପୁର-ଦିଲ୍ଲୀ ବିମାନରେ ପଶିଗଲା ମୂଷା, ବିମାନରୁ ଓହ୍ଲାଇଲେ ଭୟଭୀତ ଯାତ୍ରୀ

Spread the love

Spread the loveକାନପୁର : କାନପୁର ଏୟାରପୋର୍ଟରୁ ଦିଲ୍ଲୀକୁ ଉଡ଼ାଣ ଭରୁଥିବା ବିମାନରେ ମୂଷା । ଭୟଭୀତ ଯାତ୍ରୀମାନଙ୍କୁ ସୁରକ୍ଷା ଦ୍ଷ୍ଟିରୁ ବିମାନରୁ ଓହ୍ଲାଇ ଦିଆଗଲା । ଯାତ୍ରୀମାନଙ୍କୁ ଏୟାରପୋର୍ଟ ଲାଉଞ୍ଜରେ ବସାଯାଇ ବିମାନକୁ ଯାଞ୍ଚ କରାଯିବା ପରେ ଉଡ଼ାଣ ଭରିବାକୁ ଅନୁମତି … Read More

ପ୍ୟାକେଜ୍ ପାନୀୟ ଜଳର ଦର ହ୍ରାସ କଲା ରେଳବାଇ

Spread the love

Spread the love ନୂଆଦିଲ୍ଲୀ : ଜିଏସଟି ହ୍ରାସର ଲାଭ ସିଧାସଳଖ ଗ୍ରାହକଙ୍କୁ ପ୍ରଦାନ କରିବା ପାଇଁ ରେଳ ମନ୍ତ୍ରଣାଳୟ ଟ୍ରେନ୍ ଏବଂ ରେଳ ପରିସରରେ ଉପଲବ୍ଧ ପ୍ୟାକେଜ୍ ପାନୀୟ ଜଳର ସର୍ବାଧିକ ଖୁଚୁରା ମୂଲ୍ୟ ହ୍ରାସ କରିବା ବିଷୟ ଘୋଷଣା … Read More

ମୋହନଲାଲ ଦାଦାସାହେବ ଫାଲକେ ପାଇଁ ମନୋନୀତ

Spread the love

Spread the loveନୂଆଦିଲ୍ଲୀ : ମାଲାୟାଲମ ସମେତ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତା, ନିର୍ଦେଶକ ଓ ପ୍ରଯୋଜକ ମୋହନଲାଲଙ୍କୁ ସମ୍ମାନ ଜନକ ଦାଦାସାହେବ ଫାଲକେ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଆସନ୍ତା ମଙ୍ଗଳବାର ଏଠାରେ ଅନୁଷ୍ଠିତ ହେବାକୁ ଥିବା … Read More