OPSC ରେଜଲ୍ଟ ପ୍ରକାଶିତ, ପ୍ରିୟାଂଶୁ ପାଲ ଟପ୍ପର

Spread the love

Spread the loveଭୁବେନଶ୍ବର: ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ଦ୍ଵାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ(ଓସିଏସ) ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ଏଥିରେ ମୋଟ ୩୮୯ ଜଣ ପରିକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ପ୍ରିୟାଂଶୁ ପାଲ୍‌ ଓସିଏସ ଟପ୍ପର ହୋଇଛନ୍ତି। ସେହିପରି ଅନନ୍ୟା … Read More

ମୁଖାପିନ୍ଧି ଲୁଟିନେଲେ ଦେଢ଼ କୋଟି ଟଙ୍କାର ଜିନିଷ

Spread the love

Spread the loveସୁନ୍ଦରଗଡ଼: ମୁଖାପିନ୍ଧି ଆସିଲେ, ଲୁଟିନେଲେ । ସୁନ୍ଦରଗଡ଼ ଜିଲ୍ଲାରେ ଏବେ ବିଦ୍ୟୁତ୍ କମ୍ପାନୀରୁ ଲୁଟ୍ କରୁଥିବା ଗ୍ୟାଙ୍ଗ ସକ୍ରିୟ ଅଛନ୍ତି । ଗତକାଲି ରାତିରେ ଲହୁଣିପଡ଼ା ଥାନା ଦର୍ଜିଂ ଠାରେ ଏକ ବିଦ୍ୟୁତ୍ ନିର୍ମାଣ କମ୍ପାନୀର କ୍ୟାମ୍ପରେ ପ୍ରାୟ ଦେଢ଼ … Read More

ନକଲି ଡିଏସପିକୁ ମାଡି ବସିଲା ଅସଲି ପୋଲିସ, ନିଜକୁ ଝାଡ଼ଖଣ୍ଡ ଓ ଆସାମ ପୋଲିସ କହି ହୋଟେଲରେ ରହୁଥିଲା

Spread the love

Spread the love ଭଦ୍ରକ  : ହୋଟେଲ ରୁମରେ ଏକଦମ୍ ଷ୍ଟାଇଲ ମାରି ଶୋଇଥିଲେ ନକଲି ଡିଏସପି ବାବୁ । ଅଚାନକ ହୋଟେଲ ରୁମ୍ କବାଟ ଠକ୍ ଠକ୍ କଲେ ଦଳେ ପୋଲିସ୍ । ଯାହାଙ୍କୁ ଦେଖି ନିଦ ଭାଙ୍ଗିଗଲା ନକଲି ପୋଲିସ … Read More

ଆମ ସାଥି’ ୟୁନିଫାଏଡ୍ ହ୍ୱାଟ୍ସଆପ୍ ବଟ୍ ଲୋକାର୍ପିତ, ଏଣିକି ହାତ ପାହାନ୍ତରେ ମିଳିବ ସରକାରୀ ସୁବିଧା

Spread the love

Spread the loveଭୁବନେଶ୍ୱର : ହାତ ପାହାନ୍ତାରେ ମିଳିବ ସରକାରୀ ସେବା । ଜନ୍ମ ମୃତ୍ୟୁ ପ୍ରମାଣପତ୍ର, ଆଇନଗତ ଉତ୍ତରାଧିକାରୀ, ସ୍ଥାୟୀ ବାସିନ୍ଦା ଓ ଆୟ ପ୍ରମାଣପତ୍ର, ଡ୍ରାଇଭିଂ ଲାଇସେନ୍ସ, ଫର୍ଟିଲାଇଜର ଲାଇସେନ୍ସ ଆଦି ବହୁ ସୁବିଧା ହ୍ୱାଟସଆପ ଜରିଆରେ ମିଳିପାରିବ । … Read More

ବାଲିଯାତ୍ରା ପାଇଁ ଷ୍ଟଲ ବୁକିଂ ଆରମ୍ଭ, ଏକାଧିକ ଆବେଦନ ଥିଲେ ହେବ ନିଲାମ

Spread the love

Spread the loveକଟକ: ଐତିହାସିକ କଟକ ବାଲିଯାତ୍ରା ୨୦୨୫ ପାଇଁ ଆଜିଠାରୁ ଷ୍ଟଲ ବୁକିଂ କରି ପାରିବେ ବ୍ୟବସାୟୀ। ଚଳିତ ବର୍ଷ ନଭେମ୍ବର ୫ ରୁ ନଭେମ୍ବର ୧୨ ପର୍ଯ୍ୟନ୍ତ ଚାଲିବ କଟକ ବାଲିଯାତ୍ରା। ବାଲିଯାତ୍ରାରେ ସୁରୁଖୁରୁରେ ଷ୍ଟଲ ବଣ୍ଟନ ପାଇଁ … Read More

ଦୁର୍ଗାପୂଜା ପାଇଁ ଟ୍ରାଫିକ୍ କଟକଣା ଜାରି କଲା କମିଶନରେଟ ପୋଲିସ

Spread the love

Spread the loveଭୁବନେଶ୍ୱର: ଭୁବନେଶ୍ବରରେ ଦୁର୍ଗାପୂଜା ପାଇଁ ଜାରି ହେଲା ଟ୍ରାଫିକ୍‌ କଟକଣା। ଆସନ୍ତା ୨୮ରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ କଟକଣା। ରାଜଧାନୀର ପ୍ରମୁଖ ରାସ୍ତାଗୁଡ଼ିକରେ ଭାରିଯାନ ଯିବା ଆସିବା ବାରଣ। କମିଶନରେଟ୍ ପୋଲିସ ଗୁରୁବାର ଦିନ … Read More

ଯୁଦ୍ଧ ବିମାନ ପାଇଁ HAL ସହିତ ୬୨,୩୭୦ କୋଟିର ଚୁକ୍ତି ସ୍ୱାକ୍ଷର

Spread the love

Spread the loveଭାରତୀୟ ବାୟୁସେନାକୁ ମିଳିବ ୯୭ ଲାଇଟ କମ୍ବାଟ ଏୟାରକ୍ରାଫ୍ଟ ।  ଏଥିପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ(ହାଲ) ସହିତ ୬୨ ହଜାର ୩୭୦ କୋଟି ଟଙ୍କାର କରାଯାଇଛି ଚୁକ୍ତି ସ୍ଵାକ୍ଷର । ୨୦୨୭-୨୮ ମଧ୍ୟରେ ହାଲ୍ … Read More

ବୃନ୍ଦାବନରେ ବାଙ୍କେ ବିହାରୀ ମନ୍ଦିର ଓ ନିଧିବନ ବୁଲି ଦେଖିଲେ ରାଷ୍ଟ୍ରପତି, କଲେ ବୃକ୍ଷରୋପଣ

Spread the love

Spread the loveବୃନ୍ଦାବନ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ଦିନ ମଥୁରା-ବୃନ୍ଦାବନର ଏକ ଧାର୍ମିକ ସ୍ଥାନ ଗସ୍ତ କରିଥିଲେ ।  ଏହି ଗସ୍ତ ସମୟରେ ସେ ବାଙ୍କେ ବିହାରୀ ମନ୍ଦିର, ନିଧିବନ ଏବଂ ସୁଦାମା କୁଟୀର ପରିଦର୍ଶନ କରିଥିଲେ ।  ରାଷ୍ଟ୍ରପତି ସୁଦାମା … Read More

ରସିକିଆ ସ୍ବାମୀଙ୍କ ନାଁର ଅଭିଯୋଗ, ମିଛ କହି ଝିଅଙ୍କୁ ନେଇ ଯାଉଥିଲେ ଥାଇଲାଣ୍ଡ ଓ ଦୁବାଇ

Spread the love

Spread the loveମଧ୍ୟପ୍ରଦେଶ : ସ୍ବାମୀଙ୍କ ରସିକିଆ ପଣ,ପ୍ରଶାସନିକ ପଦବୀରେ ରହି ପଦବୀର ଅପ ବ୍ୟବହାର,ଲାଞ୍ଚ,ପରକୀୟା ପ୍ରୀତି,ଅନଧୀକାର ବିଦେଶ ଯାତ୍ରା,ଏମିତି କିଛି ଅଭିଯୋଗ ଆଣିଛନ୍ତି ଭୋପାଳର ଡେପୁଟି କଲେକ୍ଟରଙ୍କ ସ୍ତ୍ରୀ ।  ଏକ ସାଧାରଣ ଶୁଣାଣୀର ତବସୁମ ବାନୋ ନିଜ ସ୍ବାମୀଙ୍କ ଦୁଷ୍କର୍ମ … Read More

ବିହାର ବିଧାନସଭା ନିର୍ବାଚନ ପାଇଁ ବିଜେପିର ଧର୍ମେନ୍ଦ୍ର ପ୍ରଧାନ ପ୍ରଭାରୀ ନିଯୁକ୍ତ

Spread the love

Spread the loveବିହାର : ବିହାର ନିର୍ବାଚନ ତାରିଖ ଘୋଷଣା ହୋଇନି ସତ କିନ୍ତୁ ଏହା ପୂର୍ବରୁ ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର କରିଛି ବିଜେପି । ବିଜେପି ୨୦୨୫ ବିହାର ବିଧାନସଭା ନିର୍ବାଚନ ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏହି … Read More