ମହିଳାଙ୍କୁ କାର୍‌ ପାଇଁ ଋଣ ଦେବେ ମୋହନ ସରକାର

Spread the love

Spread the love ଭୁବନେଶ୍ଵର: ରାଜ୍ୟରେ ମହିଳା ମାନଙ୍କୁ ସଶକ୍ତ ରୋଜଗାରକ୍ଷମ କରିବା ଲକ୍ଷ୍ୟରେ  ରାଜ୍ୟ ସରକାର ଆତ୍ମନିର୍ଭର ମହିଳା ଆମ ସୁବାହକ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ଏ ନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା। … Read More

ଶ୍ରୀମନ୍ଦିରରେ ହେବ ଓ୍ବାକିଟକି ବ୍ୟବସ୍ଥା

Spread the love

Spread the love ପୁରୀ : ଶ୍ରୀମନ୍ଦିରକୁ ସମ୍ପୂର୍ଣ୍ଣ ଭାବେ ବାରଣ ହେବ ମୋବାଇଲ ଫୋନ୍। କୌଣସି ପୁଲିସ୍‌ କର୍ମଚାରୀ କିମ୍ବା ସେବାୟତ ମନ୍ଦିର ଭିତରକୁ ମୋବାଇଲ୍ ନେଇପାରିବେ ନାହିଁ। ଆଗକୁ ଓ୍ବାକିଟକି ବ୍ୟବସ୍ଥା ହେବ ବୋଲି କହିଛନ୍ତି ସୁରକ୍ଷା ସବ୍‌ … Read More

ଇ-କେୱାଇସି କରିନଥିଲେ ଦିଆଯିବନି ଚାଉଳ: ଯୋଗାଣ ମନ୍ତ୍ରୀ

Spread the love

Spread the love ଭୁବନେଶ୍ଵର : ଇ-କେୱାଇସି କରିନଥିଲେ ଆସନ୍ତା ମାସରୁ ବନ୍ଦ ହେବ ଚାଉଳ । ଏ ନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେ କହିଛନ୍ତି ଏବେବି ରାଜ୍ୟର ୧୫ଲକ୍ଷ ୬୭ ହଜାର ହିତାଧିକାରୀ କେୱାଇସି … Read More

୧୬ରେ ମୁଖ୍ୟମନ୍ତ୍ରୀଙ୍କ ନୂଆପଡା ଗସ୍ତ

Spread the love

Spread the love  ଭୁବନେଶ୍ବର: ଆସନ୍ତା ୧୬ତାରିଖରେ ନୂଆପଡା ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୧୬ରେ ବିଜେପି ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ ବେଳେ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ  । ନାମାଙ୍କନ ବେଳେ ଉପସ୍ଥିତ ରହିବା ସହ ବିଶାଳ ସମାବେଶ … Read More

୧୦ ଲକ୍ଷ ଟଙ୍କାର କଫ ସିରଫ ଜବତ, ୨୦ ଗିରଫ

Spread the love

Spread the loveସମ୍ବଲପୁର : ତାମିଲନାଡୁରେ କଫ ସିରଫ ପିଇ କିଛି ଛୁଆଙ୍କ ମୃତ୍ୟୁ ପରେ ପୋଲିସ ସଜାଗ ହୋଇଯାଇଛି  l  ଆଜି ସମ୍ବଲପୁର ପୋଲିସ ଏକ ବଡ଼ ଧରଣର ଚଢାଉ କରି ୫ ହଜ଼ାର କଫ ସିରଫ ସହ ୨୦  ଜଣଙ୍କୁ  … Read More

ଦୁଇ ଦିନରେ ଫେରିଯିବ ମୌସୁମୀ, ଆଗକୁ ବଢିବ ଶୀତ

Spread the love

Spread the loveଭୁବନେଶ୍ୱର : କମିବ ବର୍ଷା, ବଢିବ ଶୀତ ।  ଆସନ୍ତା ୨ଦିନରେ ଫେରିଯିବ ମୌସୁମୀ ।  ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ ପାଇଁ ପାଗ ଅନୁଗୂଳ ରହିଛି ।  ରାଜ୍ୟର ଅଧିକାଂଶ ଜିଲ୍ଲାରେ ଏବେ ହାଲୁକା ଥଣ୍ଡା ଅନୁଭୂତ ହେଲାଣି … Read More

୬୦ ସହଯୋଗୀଙ୍କ ସହ ଆତ୍ମସମର୍ପଣ କଲା ମୋଷ୍ଟ ୱାଣ୍ଟେଡ୍ ମାଓନେତା ମାଲୋଜୁଲା ବେଣୁଗୋପାଳ ରାଓ

Spread the love

Spread the loveନୂଆଦିଲ୍ଲୀ : ଭୁଶୁଡୁଛି ଲାଲଗଡ଼ । ମୋଷ୍ଟ ୱାଣ୍ଟେଡ୍ ଟପ୍ ମାଓନେତା ମାଲୋଜୁଲା ବେଣୁଗୋପାଳ ରାଓ ଓରଫ ସୋନୁର ଆତ୍ମସମର୍ପଣ। ମହାରାଷ୍ଟ୍ର ଗଡ଼ଚିରୋଲି ପୋଲିସ ନିକଟରେ ୬୦ ସହଯୋଗୀଙ୍କ ସହ ଆତ୍ମସମର୍ପଣ କରିଛି CPI ମାଓବାଦୀର ବରିଷ୍ଠ ପଲିଟବ୍ୟୁରୋ ସଦସ୍ୟ … Read More

ଆପତ୍ତିଜନକ ଏ.ଆଇ ଭିଡିଓ କରି ବନ୍ଧା ହେଲେ ଯୁବକ

Spread the love

Spread the loveକଟକ : ଆପତ୍ତିଜନକ ଏ.ଆଇ ଭିଡିଓ କରି ଯୁବକ ଗିରଫ ।  ଏ.ଆଇ ଭିଡିଓ କରି ସୋସିଆଲ ମିଡିଆରେ ଛାଡୁ ଥିଲେ ଅଭିଯୁକ୍ତ ।  ଗିରଫ କଲା ସାଇବର ଥାନା ପୋଲିସ। ସୋସିଆଲ ମିଡିଆରେ ଏପରି ଭିଡିଓ ଛାଡ଼ି ଅଧିକ … Read More

ସାଇକେଲରେ ଯାଇ ଲୋକଙ୍କ ଗୁହାରି ଶୁଣିଲେ ବିଡିଓ

Spread the love

Spread the loveସୁବର୍ଣ୍ଣପୁର: ସାଇକେଲରେ ଯାଇ ଲୋକଙ୍କ ଗୁହାରି ଶୁଣିଲେ ବିଡିଓ । ଏକେଉଁ ମନଗଢା କାହାଣୀ କି ସିନେମାର ଦୃଶ୍ୟ ନୁହେଁ, ଜଣେ ମଣିଷ ଜୀବନର ବାସ୍ତବିକ ଘଟଣା । ଯାହାକି ମନକୁ ଛୁଇଁଲା ଭଳି କଥାଟିଏ । ଏ ସମାଜରେ … Read More

ଦୀପାବଳି କଟକଣା, ସନ୍ଧ୍ୟା ୭ରୁ ୯ ଟା ପର୍ଯ୍ୟନ୍ତ ଫୁଟାଇ ପାରିବେ ବାଣ

Spread the love

Spread the loveଭୁବନେଶ୍ୱର : ଆଉ ଦିନ କେଇଟା ପରେ ଆଲୋକର ପର୍ବ ଦୀପାବଳି । ଚଳିତବର୍ଷ ଅକ୍ଟୋବର ୨୦ ତାରିଖରେ ସାରା ଦେଶ ପାଳନ କରିବ ଦୀପାବଳି । ତେବେ ପ୍ରତିଥର ବାଣକୁ ନେଇ ଗାଇଡଲାଇନ୍ ଆସୁଥିବା ବେଳେ ଚଳିତବର୍ଷ ରାଜ୍ୟ … Read More