9

ବିଜେଡିରୁ ନିଲମ୍ବିତ ହେଲେ ଦିଲ୍ଲୀପ କୁମାର ନାୟକ: ଦଳ ବିରୋଧୀ କାର୍ଯ୍ୟରେ ସମ୍ପୃକ୍ତି ଅଭିଯୋଗ

Spread the love

ଭୁବନେଶ୍ୱର:ବିଜୁ ଜନତା ଦଳ (ବିଜେଡି)ରୁ ନିଲମ୍ବିତ ହୋଇଛନ୍ତି ଦିଲ୍ଲୀପ କୁମାର ନାୟକ। ଜାଲିଆତିପୂର୍ଣ୍ଣ କାର୍ଯ୍ୟକଳାପ ଓ ଦଳବିରୋଧୀ କାର୍ଯ୍ୟରେ ସମ୍ପୃକ୍ତି ଅଭିଯୋଗରେ ଦଳ ପକ୍ଷରୁ ତାଙ୍କ ବିରୋଧରେ ଏହି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ସୂଚନା ଅନୁଯାୟୀ, ଗତ ବିଧାନସଭା ନିର୍ବାଚନରେ ଦିଲ୍ଲୀପ କୁମାର ନାୟକ ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ହୋଇଥିଲେ। ତେବେ ତାଙ୍କ ବିରୋଧରେ ଜାଲିଆତିପୂର୍ଣ୍ଣ କାର୍ଯ୍ୟ ଓ ଦଳବିରୋଧୀ କାର୍ଯ୍ୟକଳାପ ସମ୍ପର୍କିତ ଅଭିଯୋଗ ଆସିବା ପରେ ଦଳ ପକ୍ଷରୁ ତାଙ୍କୁ ନିଲମ୍ବନ କରାଯାଇଛି।

Leave a Reply

Your email address will not be published. Required fields are marked *