ପରଲୋକରେ ଧର୍ମେନ୍ଦ୍ର: ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦୀ

Spread the love

Spread the loveନୂଆଦିଲ୍ଲୀ: ବଲିଉଡ ଅଭିନେତା ଧର୍ମେନ୍ଦ୍ରଙ୍କ ପରଲୋକ ହୋଇଛି । ୮୯ ବର୍ଷ ବୟସରେ ମୁମ୍ବାଇ ସ୍ଥିତ ବାସଭବନରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଧର୍ମେନ୍ଦ୍ରଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ … Read More

ଯୁବକଙ୍କୁ ହତ୍ୟା: ରାସ୍ତାକଡରୁ ମୃତଦେହ ଉଦ୍ଧାର

Spread the love

Spread the love ଭୁବନେଶ୍ଵର: ଭୁବନେଶ୍ବର ଚନ୍ଦକା ଥାନା ଗୋଡିବାରି ଅଞ୍ଚଳରେ ଯୁବକଙ୍କୁ ହତ୍ୟା କରି ରାଜପଥ କଢ଼ରେ ଫିଙ୍ଗି ଦିଆଯାଇଛି । ଘଟଣା ସ୍ଥଳରେ ଚନ୍ଦକା ଥାନା ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି । … Read More

୧୧ ଦଫା ଦାବି ନେଇ ଗାନ୍ଧୀ ମାର୍ଗରେ ଅଙ୍ଗନଓ୍ବାଡି କର୍ମୀଙ୍କ ବିକ୍ଷୋଭ 

Spread the love

Spread the love ଭୁବନେଶ୍ବର: ରାଜଧାନୀ ରାଜରାସ୍ତାରେ ଗର୍ଜିଲେ ଅଙ୍ଗନଓ୍ବାଡି କର୍ମୀ। ୧୧ ଦଫା ଦାବି ନେଇ ଅଙ୍ଗନଓ୍ବାଡି କର୍ମୀ ଆଜି ଗାନ୍ଧୀ ମାର୍ଗରେ ଶହ ଶହ ଅଙ୍ଗନଓ୍ବାଡି କର୍ମୀ ଏକାଠି ହୋଇ ବିଶାଳ ସମାବେଶ କରିବା ସହ ବିକ୍ଷୋଭ ପ୍ରଦର୍ଶନ … Read More

ଅମଲାତନ୍ତ୍ରକୁ କଡା ତାଗିଦ୍ କଲେ ରାଜସ୍ଵ ମନ୍ତ୍ରୀ

Spread the love

Spread the love ଭୁବନେଶ୍ଵର: ଲୋକଙ୍କ ସେବକ ହୋଇ କାମ କରିବାକୁ କଡା ନିର୍ଦେଶ ଦେଇଛନ୍ତି ରାଜସ୍ଵ ମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମନ୍ତ୍ରୀ ସୁରେଶ ପୂଜାରୀ କଡା ତାଗିଦ୍ କରିଛନ୍ତି। ଜିଲ୍ଲାସ୍ତରରେ ସମାଧାନ ହେବା ଭଳି ଅଭିଯୋଗକୁ ନେଇ ମନ୍ତ୍ରୀ … Read More

ବାତ୍ୟାକୁ ନେଇ ଚିନ୍ତାରେ ଚାଷୀ

Spread the love

Spread the loveଗଞ୍ଜାମ: ଗଞ୍ଜାମ ବ୍ଲକ ଅନ୍ତର୍ଗତ ପନ୍ଦର ଟି ପଂଚାୟତ ଏବଂ ଗଞ୍ଜାମ ବିଜ୍ଞାପିତ ଅଞ୍ଚଳରେ ପୁଣି ସମ୍ଭାବ୍ୟ ବର୍ଷା ଓ ବାତ୍ୟାକୁ ନେଇ ପୁଣି ଚାଷୀମାନେ ଚିନ୍ତାରେ ପଡିଛନ୍ତି । ଗତ ମାସରେ ମନ୍ଥାର ପ୍ରଭାବରେ ହୋଇଥିବା କ୍ଷତି … Read More

ବନ୍ଧା ହେଲା ନକଲି ପୁଲିସ କନଷ୍ଟେବଳ

Spread the love

Spread the love ବ୍ରହ୍ମପୁର: ପୁଲିସ ପୋଷାକ ପିନ୍ଧି ରାସ୍ତାରେ ଗାଡ଼ିମୋଟର ଅଟକାଇ ଟଙ୍କା ଆଦାୟ କରୁଥିବା ଜଣେ ନକଲି ପୁଲିସ କନଷ୍ଟେବଳକୁ ସଦର ଥାନା ପୁଲିସ ଗିରଫ କରିଛି ା ସେ ହେଲେ ବ୍ରହ୍ମପୁର ନିକଟ ନାରାୟଣପୁର ଗ୍ରାମର କେଦାରନାଥ … Read More

ବିଜେଡିର ପ୍ରତିଷ୍ଠା ଦିବସରେ ଦଳର ଉତ୍ତରାଧିକାରୀ ଘୋଷଣା କରିପାରନ୍ତି ନବୀନ

Spread the love

Spread the loveଭୁବନେଶ୍ବର: ନୂଆପଡ଼ା ଉପନିର୍ବାଚନରେ ଶୋଚନୀୟ ପରାଜୟ ପରେ ବିଜେଡିର ନେତୃତ୍ବ କିଏ ନେବ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏଥିପାଇଁ ନବୀନ ନିବାସରେ କସରତ ଚାଲିଛି। ଆସନ୍ତା ଡିସେମ୍ବର ୨୬ରେ ବିଜେଡିର ପ୍ରତିଷ୍ଠା ଦିବସ। ସେହିଦିନ ନବୀନ ଉତ୍ତରାଧିକାରୀ … Read More

ପୁରୁଣା ରୂପ ଫେରି ପାଇବ ଚଉଷଠି ଯୋଗିନୀ ପୀଠ, ପୁନରୁଦ୍ଧାର ଲାଗି ୨୦ କୋଟି ମଞ୍ଜୁର

Spread the love

Spread the loveପିପିଲି: ଭାରତର ପ୍ରଥମ ଚଉଷଠି ଯୋଗିନୀ ପୀଠ ଭାବରେ ଜଣାଶୁଣା ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ହୀରାପୁରସ୍ଥିତ ମହାମାୟା ମନ୍ଦିର । ମନ୍ଦିର ପୁଣି ଥରେ ତାହାର ହଜିଯାଇଥିବା ପୁରୁଣା ରୂପ ଫେରି ପାଇବ । କଳାପାହାଡ଼ ଆକ୍ରଣମରେ ଭାଙ୍ଗି ଯାଇଥିବା … Read More

ଦୁଇ ମାସ ପରେ ପୋଖରୀରୁ ନିଖୋଜ ଓକିଲଙ୍କ ମୃତଦେହ ଉଦ୍ଧାର

Spread the love

Spread the loveବାଙ୍ଗିରିପୋଷି : ଦୁଇ ମାସ ତଳୁ ମୟୂରଭଞ୍ଜ ଜିଲ୍ଲା ବିଶୋଇ ଅଞ୍ଚଳର ନିଖୋଜ ଓକିଲଙ୍କ କାର ପୋଖରୀରୁ ଉଦ୍ଧାର । କାର ଭିତରୁ ମିଳିଲା ଗଳିତ ମୃତଦେହ। ଝାରପୋଖରିଆ ଥାନା ଉପରବେଡା ରାସ୍ତା କଡ଼ରେ ଥିବା ଏକ ପୋଖରୀ ଭିତରୁ … Read More

କେନ୍ଦୁଝର ବନଖଣ୍ଡର ୧୦୫ ବିଟରେ ଚାଲିଛି ବାଘ ଗଣନା

Spread the love

Spread the loveକେନ୍ଦୁଝର: କେନ୍ଦୁଝର ବନଖଣ୍ଡର ୧୦୫ଟି ବିଟ୍ ରେ ଚାଲିଛି ବାଘ ଗଣନା । ଏହା ଜାନୁଆରୀ ମାସ ପର୍ଯ୍ୟନ୍ତ ଏକାଧିକ ପର୍ଯ୍ୟାୟରେ ଚାଲିବ ।  ପ୍ରଥମେ କାର୍ନିଭର ସାଇନ ସର୍ଭେ , ଆଙ୍ଗୁଲେଟ ସର୍ଭେ , ଭେଜିଟେସନ ସର୍ଭେ ପରେ … Read More