ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଦେଲେ କନିଷ୍ଠ ଶିକ୍ଷକ

Spread the love

Spread the loveଭୁବନେଶ୍ବର : ଆନ୍ଦୋଳନକୁ ଓହ୍ଲାଇଲା ଓଡ଼ିଶା କନିଷ୍ଠ ଶିକ୍ଷକ ସଂଘ । ଭୁବନେଶ୍ବର ଲୋୟର୍ ପିଏମଜିରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଲା ସଂଘ । ସାରା ରାଜ୍ୟରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ଶିଶୁ ବଟିକାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ … Read More

ଶ୍ରୀମନ୍ଦିରରେ ଦିବ୍ୟାଙ୍ଗମାନଙ୍କ ପାଇଁ ହେବ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା

Spread the love

Spread the loveପୁରୀ : ପୁରୀ ଶ୍ରୀମନ୍ଦିରରେ ଦିବ୍ୟାଙ୍ଗ ପାଇଁ ହେବ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା । ଏଥିପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପା଼ଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରାରମ୍ଭିକ ଆଲୋଚନା ହୋଇଛି । ଏଥିରେ ଶ୍ରୀମନ୍ଦିର ପରିଚାଳନା କମିଟି … Read More

ବାରବାଟୀ ବିଜୟ ପରେ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

Spread the love

Spread the loveଭୁବନେଶ୍ୱର : ବାରବାଟୀ ବିଜୟ ପରେ ଟିମ୍ ଇଣ୍ଡିଆକୁ ବିପୁଳ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଦମଦାର ବିଜୟ ନେଇ ଅଧିନାୟକ ସୂର୍ଯ୍ୟକୁମାର ଓ ଟିମ୍ କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି କ୍ରୀଡ଼ାମନ୍ତ୍ରୀ, ବିଧାୟକ ପ୍ରମୁଖ ଟିମ୍ … Read More

୮୫ ହଜାର ଭିସା ରଦ୍ଦ କଲେ ଟ୍ରମ୍ପ୍, ଭାରତୀୟ ଅଧିକ ପ୍ରଭାବିତ

Spread the love

Spread the loveୱାଶିଂଟନ: ଆମେରିକାର ରାଜଧାନୀ ୱାଶିଂଟନ ଡିସିରେ ଗୁଳିକାଣ୍ଡ ପରେ, ଜାତୀୟ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଚଳିତ ବର୍ଷ ପ୍ରାୟ ୮୫,୦୦୦ ଭିସା ରଦ୍ଦ କରିଛନ୍ତି। ଷ୍ଟେଟ୍ ଡିପାର୍ଟମେଣ୍ଟର ଜଣେ ବରିଷ୍ଠ ଅଧିକାରୀ … Read More

ହାତୀ ମୃତ୍ୟୁ ରୋକିବାରେ ସରକାର ବିଫଳ, ଦେଢ଼ ବର୍ଷରେ ମଲେଣି ୧୩୬

Spread the love

Spread the loveଭୁବନେଶ୍ବର: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର ବିଫଳ ହୋଇଛନ୍ତି। ମଙ୍ଗଳବାର ବିଧାନସଭାରେ ସରକାରଙ୍କ ଦ୍ବାରା ପ୍ରଦତ୍ତ ତଥ୍ୟରୁ ଏହା ସ୍ପଷ୍ଟ ହୋଇଛି। ବିଗତ ଦେଢ଼ ବର୍ଷ ମଧ୍ୟରେ ରାଜ୍ୟରେ ୧୩୬ ହାତୀ ପ୍ରାଣ ହରାଇଥିବା ସରକାର … Read More

ଜନ୍ମଦିନରେ ସୋନିଆ ଗାନ୍ଧୀଙ୍କୁ କୋର୍ଟରୁ ନୋଟିସ୍‌

Spread the love

Spread the loveନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବଡ ଝଟକା ଲାଗିଛି । ସୋନିଆଙ୍କ ନାଗରିକତା ଉପରେ ପ୍ରଶ୍ନ ଉଠାଇଛନ୍ତି କୋର୍ଟ । ସୋନିଆ ଭାରତର ନାଗରିକ ହେବା ପୂର୍ବରୁ କେମିତି ଭାରତୀୟ ଭୋଟର ହେଲେ? ୧୯୮୦ ଭୋଟର ତାଲିକାକୁ … Read More

ଇଣ୍ଡୋନେସିଆରେ ଜଳିଗଲା ୭ ମହଲା କୋଠା, ୨୦ ମୃତ

Spread the love

Spread the loveଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟି ୨୦ ଜଣଙ୍କ ମୃତ୍ୟୁ ହୋଇଛି। ଏକ ୭ ମହଲା ବିଶିଷ୍ଟ କୋଠାରେ କାର୍ଯ୍ୟାଳୟ ଚାଲିଥିବାବେଳେ ସେଥିରେ ଅଗ୍ନିକାଣ୍ଡ ଘଟିଥିଲା। ନିଆଁ ଲାଗିବାର କାରଣ ଜଣାପଡ଼ି ନାହିଁ। ତେବେ … Read More

ଅନନ୍ତ ଅମ୍ବାନୀଙ୍କୁ ମିଳିଲା ଗ୍ଲୋବାଲ୍ ହ୍ୟୁମାନିଟାରିଆନ୍ ପୁରସ୍କାର

Spread the love

Spread the love ନୂଆଦିଲ୍ଲୀ : ନନ୍ତ ଅମ୍ବାନୀଙ୍କୁ ମିଳିଲା ଗ୍ଲୋବାଲ୍ ହ୍ୟୁମାନିଟାରିଆନ୍ ପୁରସ୍କାର । ବନ୍ୟପ୍ରାଣୀ ସଂରକ୍ଷଣ ଦିଗରେ ବ୍ୟାପକ କାର୍ଯ୍ୟକ୍ରମ ପାଇଁ ତାଙ୍କୁ ସମ୍ମାନିତ କରାଯାଇଛି । ଏହି ପ୍ରତିଷ୍ଠିତ ଆମେରିକୀୟ ପୁରସ୍କାର ପାଇବାରେ ଅନନ୍ତ ଅମ୍ବାନୀ ସବୁଠାରୁ … Read More

ରୁଷ ରକ୍ଷା ମନ୍ତ୍ରଣାଳୟର ବିମାନ ଦୁର୍ଘଟଣାଗ୍ରସ୍ତ

Spread the love

Spread the loveରୁଷ : ରୁଷର ଇଭାନୋଭୋ ଅଞ୍ଚଳରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନରେ ଚାଳକ ଦଳର ୭ ଜଣ ସଦସ୍ୟ ରହିଥିଲେ । ଏହି ବିମାନଟି ରୁଷର ରକ୍ଷା ମନ୍ତ୍ରଣାଳୟର ରହିଥିବା ଖବର ମିଳିଛି ଇଭାନୋଭୋର ରୁଷର ଏକ … Read More

ଶୀତକାଳୀନ ସୂଚୀରେ ୫% ବିମାନ ଭଡ଼ା ହ୍ରାସ କରିବାକୁ ଇଣ୍ଡିଗୋକୁ DGCAର ନିର୍ଦ୍ଦେଶ

Spread the love

Spread the loveନୂଆଦିଲ୍ଲୀ : ଏପର୍ଯ୍ୟନ୍ତ ସୁଧୁରୁନି ଇଣ୍ଡିଗୋ ସମସ୍ୟା । ଏହାରି ମଧ୍ୟରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ବିମାନ କମ୍ପାନୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ମନ୍ତ୍ରଣାଳୟ ଏହାର ଶୀତକାଳୀନ କାର୍ଯ୍ୟସୂଚୀ ବୃଦ୍ଧିକୁ ହ୍ରାସ କରି ୫ … Read More