ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବନି ଇରାନ: ରାଷ୍ଟ୍ରପତି ମାସୌଦ ପେଜେଶ୍କିଆନ

Spread the love

Spread the loveନୂଆଦିଲ୍ଲୀ : ପଡ଼ୋଶୀ ଦେଶକୁ କ୍ଷମା ମାଗିଲା ଇରାନ । ଯୁଦ୍ଧ ପାଇଁ କରିଥିବା ଆକ୍ରମଣ ଶନିବାର ପଡ଼ୋଶୀ ଗଲ୍ଫ ଦେଶଗୁଡ଼ିକୁ କ୍ଷମା ମାଗିଛନ୍ତି ଇରାନ ରାଷ୍ଟ୍ରପତି ମାସୌଦ ପେଜେଶ୍କିଆନ । ଆମେରିକା ଇସ୍ରାଏଲ୍ ସହ ଯୁଦ୍ଧ ବଢ଼ୁଥିଲେ ବି … Read More

ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରରୁ ବାହାରିଲା ଧୂଆଁ: କଲା ଜରୁରୀ ଅବତରଣ

Spread the love

Spread the loveଲକ୍ଷ୍ନୌ : ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟାଙ୍କ ହେଲିକପ୍ଟରର ଜରୁରୀ ଅବତରଣ । ଲକ୍ଷ୍ନୌ ଏୟାରପୋର୍ଟରେ ହେଲିକପ୍ଟର ଜରୁରୀ ଅବତରଣ କରିଛି । କୌଶାମ୍ବୀ ଯାଉଥିବା ବେଳେ ହେଲିକପ୍ଟରରେ ଯାନ୍ତ୍ରିତ ତ୍ରୁଟି ଯୋଗୁଁ ଜରୁରୀ ଅବତରଣ କରିଥିଲା । … Read More

ଯୁଦ୍ଧ ପାଇଁ ଆକାଶ ଛୁଆଁ ଅଶୋଧିତ ତେଲ ଦର

Spread the love

Spread the loveନୂଆଦିଲ୍ଲୀ : ତେଲ ଦରରେ ନିଆଁ । ୯୦ ଡଲାର ପାର୍ କଲା ଅଶୋଧିତ ତେଲ । ବଢ଼ିପାରେ ପେଟ୍ରୋଲ-ଡିଜେଲ ଦାମ୍ । ଇରାନ ସହ ଚାଲିଥିବା ଯୁଦ୍ଧ ଯୋଗୁଁ ବିଶ୍ୱ ବଜାରରେ ଅଶୋଧିତ ତେଲ ଦର ଆକାଶଛୁଆଁ । … Read More

ଛତ୍ରପତି ହତ୍ୟା ମାମଲା: ଦୋଷମୁକ୍ତ ହେଲେ ଗୁରମିତ ରାମ ରହିମ

Spread the love

Spread the loveନୂଆଦିଲ୍ଲୀ : ପ୍ରମାଣ ଅଭାବରୁ ଛତ୍ରପତି ହତ୍ୟା ମାମଲାରେ ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମଙ୍କୁ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଦୋଷମୁକ୍ତ କରିଛନ୍ତି । ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଏହି ମାମଲାରେ ଦାୟର ହୋଇଥିବା … Read More

ସର୍ତ୍ତହୀନ ଆତ୍ମସମର୍ପଣ କର, ନହେଲେ ବୁଝାମଣା ନାହିଁ: ଟ୍ରମ୍ପ

Spread the love

Spread the loveନୂଆଦିଲ୍ଲୀ : ଇରାନକୁ ଟ୍ରମ୍ପଙ୍କ ଚରମ ବାଣୀ! । ସର୍ତ୍ତହୀନ ଆତ୍ମସମର୍ପଣ କର, ନହେଲେ ବୁଝାମଣା ନାହିଁ । ଇରାନ ଏବଂ ଆମେରିକା-ଇସ୍ରାଏଲ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ଏକ ଭୟଙ୍କର ରୂପ ନେଇଛି । ଏହି ସମୟରେ ଆମେରିକା … Read More

ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ

Spread the love

Spread the loveନୂଆଦିଲ୍ଲୀ  : ଭାରତରେ ଇରାନର ଯୁଦ୍ଧ ଜାହାଜ। ଶ୍ରୀଲଙ୍କା ନିକଟରେ ‘IRIS Dena’ ଜାହାଜ ଦୁର୍ଘଟଣାର କିଛି ଦିନ ପୂର୍ବରୁ, ଇରାନ ଭାରତକୁ ଏକ ଜରୁରୀ ସାହାଯ୍ୟ ମାଗିଥିଲା । ଇରାନର ଅନ୍ୟ ଏକ ଯୁଦ୍ଧ ଜାହାଜ ‘IRIS Lavan’ … Read More

ଆସନ୍ତାକାଲି ମିଳିବ ସୁଭଦ୍ରା ଟଙ୍କା

Spread the love

Spread the love ଭୁବନେଶ୍ଵର:  ଆସନ୍ତାକାଲି ମିଳିବ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ଟଙ୍କା । ଏ ନେଇ ଆଜି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । କୋଟିଏ ୨ ଲକ୍ଷରୁ ଊର୍ଦ୍ଧ୍ବ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିବ। ୫ … Read More

୯ ତାରିଖ ଯାଏଁ ଛେଚିବ ବର୍ଷା: ବିଭିନ୍ନ ଜିଲ୍ଲାକୁ ୱାର୍ଣ୍ଣିଂ

Spread the love

Spread the loveଭୁବନେଶ୍ଵର: ଭୁବନେଶ୍ବର: ଉତ୍ତର-ପଶ୍ଚିମ ଓଡ଼ିଶା ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହିତ ଉତ୍ତର-ପଶ୍ଚିମ ଓଡ଼ିଶା ଏବଂ ଏହାର ପାର୍ଶ୍ବବର୍ତ୍ତୀ ଉତ୍ତର-ପଶ୍ଚିମ ଉତ୍ତର ପ୍ରଦେଶ, ଉତ୍ତର ଛତିଶଗଡ଼ ଏବଂ ଉତ୍ତର-ପୂର୍ବ ମଧ୍ୟପ୍ରଦେଶ ମଧ୍ୟରେ ଏକ … Read More

କୋଲାବ ଜଳଭଣ୍ଡାରରେ ବୁଡି ନବୋଦୟ ବିଦ୍ୟାଳୟର ୩ ଛାତ୍ର ମୃତ

Spread the love

Spread the loveକୋରାପୁଟ: କୋରାପୁଟ ଜିଲ୍ଲାରୁ ଆସିଛି ଏକ ଅତ୍ୟନ୍ତ ହୃଦୟବିଦାରକ ଖବର। କୋଲାବ ଜଳଭଣ୍ଡାରରେ ଗାଧୋଇବାକୁ ଯାଇ ପାଣିରେ ବୁଡ଼ି ଜବାହର ନବୋଦୟ ବିଦ୍ୟାଳୟର ୩ ଜଣ ଦଶମ ଶ୍ରେଣୀ ଛାତ୍ରଙ୍କର ଅକାଳ ବିୟୋଗ ଘଟିଛି। ଏହି ଘଟଣା ପରେ ସମଗ୍ର … Read More

ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଭେଟିଲେ ଡାକ୍ତର ଦତ୍ତେଶ୍ୱର ହୋତା

Spread the love

Spread the love ଭୁବନେଶ୍ୱର : ରାଜ୍ୟସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀରେ ଗୁରୁତ୍ୱପୂର୍ଣ୍ଣ ବୈଠକ ।  ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଭେଟିଲେ ଡାକ୍ତର ଦତ୍ତେଶ୍ୱର ହୋତା ।  ଓଡ଼ିଶାରେ ହେବାକୁ ଥିବା ଆଗାମୀ ରାଜ୍ୟସଭା ନିର୍ବାଚନ ପାଇଁ ରାଜନୀତି ସରଗରମ ହୋଇଛି ।  ଏହି … Read More